Browsing Category

ରାଜ୍ୟ

ଟିକା ନେବା ପରେ ସଂକ୍ରମିତ ଗୁରୁତର ସମ୍ଭାବନା କମ୍

ଭୁବନେଶ୍ୱର: ଯେଉଁମାନେ ଟିକା ନେଇଛନ୍ତି ସେମାନେ ବି ସଂକ୍ରମିତ ହୋଇପାରିବେ କିନ୍ତୁ ସେମାନେ ଗୁରୁତର ହେବାର ସମ୍ଭାବନା କମ୍ । ସେହିପରି ଯେଉଁମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ସେମାନେ ଡବଲ ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା
Read More...

କରୋନା ରୋଗୀଙ୍କୁ ଅଟୋ ଚାଳକଙ୍କ ନିଶୁଲ୍କ ସେବା

କଟକ: ସମଗ୍ର ବିଶ୍ୱରେ କରୋନା ତାର ଦ୍ୱିତୀୟ ଲହରର କାୟା ବିସ୍ତାର ଆରମ୍ଭ କରିଦେଲାଣି । ଏହି ମାରାତ୍ମକ ଭୂତାଣୁଠାରୁ ଦୁରେଇ ରହିବା ପାଇଁ ସଚେତନତା ହିଁ ଏକମାତ୍ର ବିକ୍ଳପ ଅଟେ । କିନ୍ତୁ ବର୍ତମାନ ରାଜ୍ୟ ସରକାର ବିଭିନ୍ନ ସହରରେ ଲକଡାଉନ ସହିତ ସର୍ଟ ଡାଉନ୍ ମଧ୍ୟ ଆରମ୍ଭ କରିଦେଇଛନ୍ତିି ।
Read More...

ସୁଗ୍ରୀବ ସିଂଙ୍କ ବିୟୋଗରେ ଶୋକ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ପୁର୍ବତନ ସାଂସଦ ତଥା ଫୁଲବାଣୀ ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ଓ ଫୁଲବାଣୀ ପ୍ରେସ କ୍ଳବର ପୁର୍ବତନ ସଭାପତି ସୁଗ୍ରୀବ ସିଂଙ୍କ ଦେହାନ୍ତରେ ଜିଲ୍ଲାରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ଆଜି ଫୁଲବାଣୀ ସାମ୍ବାଦିକ ଭାବନଠାରେ ଫୁଲବାଣୀ ପ୍ରେସକ୍ଳବର
Read More...

ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ୱର: କୋଭିଡ ରୋଗର ଚିକିତ୍ସାରେ ଅକ୍ସିଜେନର ଗୁରୁତ୍ୱ ସବୁଠାରୁ ଅଧିକ । ତେଣୁ ଅକ୍ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯେପରି ରୋଗୀ ପାଖରେ ପହଂଚି ପାରିବ, ସେଥିପ୍ରତି ଯନôବାନ ହେବା
Read More...

ଜିଲ୍ଲାରେ ସକ୍ରୀୟ ସଂକ୍ରମିତ ସଂଖ୍ୟା ୨୨୮୧

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା ।କ୍ରମାଗତ ଭାବେ ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ କମୁନି । ଗତକାଲି ଜିଲ୍ଲାରେ ୨୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨୦୬ଜଣ ଚିହ୍ନଟ ହୋଇ ମୋଟ ସଂକ୍ରମିତଙ୍କ
Read More...

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ
Read More...

କରୋନାରେ ଯାତ୍ରା ଜଗତର ବରିଷ୍ଠ ହାସ୍ୟ ଅଭିନେତା ଜଗା ରାଉତଙ୍କ ପରଲୋକ

ଭୁବନେଶ୍ବର: ଆଉ ଦେଖିବାକୁ ମିଳିବନି ଯାତ୍ରା ମଞ୍ଚରେ ଜଗବନ୍ଧୁ ରାଉତ (ଜଗା)ଙ୍କ କମେଡ଼ି । ମଞ୍ଚରେ ନିଜର ଅଭିନୟର ଜାଦୁରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଅଭିନେତାଙ୍କ ଜୀବନ ଦୀପ ଲିଭାଇ ଦେଇଛି ମାହାମାରୀ କରୋନା । କେନ୍ଦ୍ରାପଡ଼ାରେ କଳିଙ୍ଗ ଗଣନାଟ୍ୟର ଅପେରା ଚାଲିଥିଲା ବେଳେ
Read More...

ଦୁର୍ଷ୍କମକାରୀ ଅଧ୍ୟାପକ ଗିରଫ

ଆସିକା: ଜଣେ ଛାତ୍ରୀଙ୍କ ଦିର୍ଘ ୬ ବର୍ଷ ଧରି ଦୁଷ୍କର୍ମକରିବା ଓ ଶେଷରେ ବ୍ରାକମେଲ କରିବା ଅଭିଯୋଗରେ ପୋଲିସ ଆଜି ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ସୋରଡା କଲେଜର ଅଥିନୀତି ବିଭାଗର ଅ୍ମାପକ ପ୍ରଦୀପ ସାହୁଙ୍କ
Read More...

ରାଜ୍ୟରେ ରେମଡେସିଭିର ଅଭାବ

ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ ବୋଲି ଡ୍ରଗ୍ସ କଂଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଆବଶ୍ୟକତା ରହୁଛି । ଏପି୍ରଲ ୨୧ରୁ ୩୦ତାରିଖ ଯାଏଁ ଆମକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି ।
Read More...

ରାଜ୍ୟରେ ୨ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନଦିନ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ୬ ହଜାର ଉପରେ ରହିଥିଲା ବେଳେ ଆଜି ଆଉ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭ରେ ପହଂଚିଯାଇଛି । ରାଜ୍ୟରେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪
Read More...