Browsing Category

ରାଜ୍ୟ

ବେକାବୁ ହେଉଛି ସଂକ୍ରମଣ; ଖୁବ୍‌ଶୀଘ୍ର ହୋଇପାରେ ଓଡ଼ିଶାରେ ଲକ୍‌ଡାଉନ୍‌!

ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହୋଇପାରେ ଲକ୍‌ଡାଉନ୍‌। ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ଏହି ସପ୍ତାହ ଶେଷ ସୁଦ୍ଧା ଲକଡାଉନ୍‌ କଟକଣା ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଇଛି। ରାଜ୍ୟରେ ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ…
Read More...

ସ୍ୱାମୀ, ସ୍ତ୍ରୀଙ୍କ ସହ ଶିଶୁ କନ୍ୟାର ମୃତଦେହ ଜବତ; ମୃତ୍ୟୁର କାରଣ ପାଉନି ପୋଲିସ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅଧୀନସ୍ତ ବଣାଇ ଅଂଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛିି । ଏଥିରେ କୋଇଡ଼ା ଥାନା ମସଜିଦ ଗଳିରେ ଥିବା ଏକ ବନ୍ଦ ଘର ଭିତରୁ ପରିବାରର ଜଣେ ମହିଳାଙ୍କ ସହିତ ଏକ ୩ବର୍ଷ ବୟସ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ଏଥି ସହିତ ସେହି ଘରଠାରୁ…
Read More...

କରୋନାରେ ସମ୍ବାଦିକ ମାନଓ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ଥିଲେ ମାନସ ରଞ୍ଜନ । କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦେହ ଖରାପ ହେବାରୁ ସେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସ ସ୍ଥାନ ସମ୍ବଲପୁୂରକୁ ଫେରି ଥିଲେ । ସେଠାରେ ତାଙ୍କର ପରଲୋକ…
Read More...

ଦିନକରେ ୮୩୮୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ଏକ ସପ୍ତାହଧରି ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସ୍ଥିର ରହିବା ପରେ ପୁଣି ଉଗ୍ର ମୂହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ପୁଣି ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା…
Read More...

୩ ପୋଲିସ ସହ ୯ ଠକ ଗିରଫ : କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: କମିଶନ ରେଟ ପୋଲିସ୍ ଆଜି ଝାଡଖଣ୍ଡରେ ଏକ ଠକ୍ ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋଟିଏ ଟଙ୍କା ଜବତ କରିଛି । ଗିରଫ ଠକଙ୍କ ମଧ୍ୟରେ ୩ଜଣ ପୋଲିସ୍ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ଥିବା କୁହାଯାଇଛି ।…
Read More...

ବନ୍ଦ ଖଣିରୁ ଲୁହାପଥର ଲୁଟ୍

ଯୋଡା: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ଲୌହ ଓ ମାଙ୍ଗାନିଜ ଖଣି ଲୁହାପଥର ଲୁଟେରାଙ୍କ ପେଣ୍ଠସ୍ଥଳି ପାଲଟିଛି । ଦୈନିକ ରାଜ୍ୟ ବାହାରର ଟ୍ରକ ମାଧ୍ୟମରେ ଏଠାରୁ ବୋଝେଇ ହୋଇ ଲକ୍ଷ ଲକ୍ଷ ଟଙ୍କା ଉଚ୍ଚମାନର ଲୁହାପଥର ରାଜ୍ୟ…
Read More...

ଚିକିତ୍ସା ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ

ଧର୍ମଶାଳା: ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଆଜି ଉତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର ଅଂଚଳର…
Read More...

ଟିକା ନେବା ପରେ ସଂକ୍ରମିତ ଗୁରୁତର ସମ୍ଭାବନା କମ୍

ଭୁବନେଶ୍ୱର: ଯେଉଁମାନେ ଟିକା ନେଇଛନ୍ତି ସେମାନେ ବି ସଂକ୍ରମିତ ହୋଇପାରିବେ କିନ୍ତୁ ସେମାନେ ଗୁରୁତର ହେବାର ସମ୍ଭାବନା କମ୍ । ସେହିପରି ଯେଉଁମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ସେମାନେ ଡବଲ ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା…
Read More...

କରୋନା ରୋଗୀଙ୍କୁ ଅଟୋ ଚାଳକଙ୍କ ନିଶୁଲ୍କ ସେବା

କଟକ: ସମଗ୍ର ବିଶ୍ୱରେ କରୋନା ତାର ଦ୍ୱିତୀୟ ଲହରର କାୟା ବିସ୍ତାର ଆରମ୍ଭ କରିଦେଲାଣି । ଏହି ମାରାତ୍ମକ ଭୂତାଣୁଠାରୁ ଦୁରେଇ ରହିବା ପାଇଁ ସଚେତନତା ହିଁ ଏକମାତ୍ର ବିକ୍ଳପ ଅଟେ । କିନ୍ତୁ ବର୍ତମାନ ରାଜ୍ୟ ସରକାର ବିଭିନ୍ନ ସହରରେ ଲକଡାଉନ ସହିତ ସର୍ଟ ଡାଉନ୍ ମଧ୍ୟ ଆରମ୍ଭ କରିଦେଇଛନ୍ତିି ।…
Read More...

ସୁଗ୍ରୀବ ସିଂଙ୍କ ବିୟୋଗରେ ଶୋକ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ପୁର୍ବତନ ସାଂସଦ ତଥା ଫୁଲବାଣୀ ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ଓ ଫୁଲବାଣୀ ପ୍ରେସ କ୍ଳବର ପୁର୍ବତନ ସଭାପତି ସୁଗ୍ରୀବ ସିଂଙ୍କ ଦେହାନ୍ତରେ ଜିଲ୍ଲାରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ଆଜି ଫୁଲବାଣୀ ସାମ୍ବାଦିକ ଭାବନଠାରେ ଫୁଲବାଣୀ ପ୍ରେସକ୍ଳବର…
Read More...