Browsing Category

ରାଜ୍ୟ

ଅପହୃତ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ

ବିଜାପୁର: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ଯବାନ ରାକେଶ୍ଵର ମାନହାସଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଏବେ ସ୍ପଷ୍ଟ ହୋଇଛି। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛନ୍ତି।
Read More...

କୋଲମପଡ଼ା ଜଙ୍ଗଲରେ ଗୁଳିବିନିମୟ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛଡ଼ା ଥାନା ଅନ୍ତର୍ଗତ କୋଲମପଡ଼ା ଗାଁ ନିକଟ ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟ ସମୟରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ଗତ ସୋମବାର ଭୋର ସମୟରେ ଏହି
Read More...

ବାପା ହେଲେ ବାବୁସାନ୍‍

ଭୁବନେଶ୍ୱର: ବାପା ହେଲେ ବାବୁସାନ୍‍। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଧର୍ମପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ଏହି ଖବର ଜଣାପଡ଼ିବା ପରେ ଓଲିଉଡ଼ର ଚକୋଲେଟ୍‍ ବୟ ଭାବେ ପରିଚିତ
Read More...

୮ରେ ବର୍ଷା ଓ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟରେ ୮ତାରିଖରୁ ତିନିଦିନ ଧରି ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ଆଶଙ୍କା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯିବା ସହିତ କୁହାଯାଇଛି ଯେ, ଏଥିଲାଗି ସମ୍ପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା
Read More...

୫ଟି ପର୍ଯ୍ୟଟନ ସ୍ଥଳିରେ ରୋପ୍ୱେ ଲାଗି ଆକ୍ସନ ପ୍ଲାନ

ଭୁବନେଶ୍ୱର: ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳିରେ ରୋପ୍ୱେ ବ୍ୟବସ୍ଥା ଲାଗି ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରୀ ଓ ର୍କୋଣାକ ମଧ୍ୟରେ ରୋପ୍ୱେ ଲାଗି ଆସିଥିବା ପ୍ରସ୍ତାବ ସରକାରଙ୍କ
Read More...

କରୋନା ଟିକାର ଘୋର ଅଭାବ: ୩ ଦିନ ଟିକାକରଣ ବନ୍ଦ

ବ୍ରହ୍ମପୁର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ଏପରିକି ଟିକାଦାନ କେନ୍ଦ୍ରରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ବ୍ରହ୍ମପୁର
Read More...

ଅସ୍ଥାୟୀ ବାଉଁଶ ପୋଲ ସ୍ଥାନରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଂଚାୟତର କୁଶବଟ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଛନ୍ଦା ନିକଟରେ ପ୍ରତିବର୍ଷ ଭଳି ଏଠାରେ ଖରାଦିନେ ଏକ ଅସ୍ଥାୟୀ ବାଉଁଶ ପୋଲ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଥାଏ । ଏହି ପୋଲ ଉପରେ ସାଇକେଲ, ମଟର ସାଇକେଲ ଯାତ୍ରୀ ମଧ୍ୟ ଯାତାୟତ
Read More...

୪୧ତମ ପ୍ରତିଷ୍ଠା ଦିବସରେ ଭାରତୀୟ ଜନତା ଦଳର ଜନସେବା

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ନିରୋଜ ବାରିକଙ୍କ ତତ୍ୱାବଧାନରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଛି। ଏହି ଉପଲକ୍ଷେ ସାଧାରଣ ଜନତାଙ୍କୁ ଶୁଦ୍ଧ
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଦେଶ ସମେତ କିଛି ରାଜ୍ୟରେ ହୁ ହୁ ହୋଇ ପଜିଟିଭ ସଂଖ୍ୟା ବଢୁଥିବାରୁ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ
Read More...

ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ

କଟକ: ଜମି ବିବାଦରୁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୁଳିମାଡ଼ ଯୋଗୁ ୨ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। କଟକ ଜିଲା ବଡ଼ମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ
Read More...