ଏସ୍ସିବିରୁ ୬ ଦଲାଲ ଗିରଫ
କଟକ: ଏସସିବିରୁ ଘରୋଇ ହସ୍ପିଟାଲକୁ ରୋଗୀ ପଠାଉଥିବା ଏକ ୬ ଜଣିଆ ରାକେଟକୁ ମଙ୍ଗଳାବାଗ ପୋଲିସ କାବୁ କରିଛି । ଦୀର୍ଘ ଦିନ ହେବ ଏହି ରାକେଟ ସକି୍ରୟ ଥିଲା । ଖାସକରି ଦୂରଦୂରାନ୍ତରୁ ଏସସିବିକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏହି ରାକେଟ ନିଜ ଶିକାର କରୁଥିଲା । ସେମାନଙ୍କୁ!-->…
Read More...
Read More...