Browsing Category

ରାଜ୍ୟ

ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ୪୮ ଘଣ୍ଟା ପାଇଁ ସିଲ

ଭୁବନେଶ୍ୱର: ୭ ଜଣ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ୟୁନିଟ-୧ରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ କରିଛି ବିଏମସି ବା ଭୁବନେଶ୍ୱର ମହାନଗର ନିଗମ | ମିଳିଥିବା ସୂଚନା ମୁତାବକ ଏହି ବ୍ୟାଙ୍କ ଶାଖାରୁ ୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆଜିଠାରୁ ଆସନ୍ତା ୬ ତାରିଖ…
Read More...

ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା

ଚନ୍ଦକା  : ଭୁବନେଶ୍ବର ବ୍ଲକର ଅନ୍ଧାରୁଆ ପଞ୍ଚାୟତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଞ୍ଚାୟତରେ ପଦଯାତ୍ରା କରିବା ସହ ଜନଶୁଣାଣି କରିଥିଲେ। ଅନ୍ଧାରୁଆ ପଞ୍ଚାୟତ ବାସିନ୍ଦାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ। ମୁଖ୍ୟତଃ ମୋ’ ବସ୍‌ ଚଳାଚଳ, ପାନୀୟ ଜଳ ସମସ୍ୟା,…
Read More...

ସୁକ୍‌ମା ଏନକାଉଣ୍ଟର; ୨୨ ଯବାନ ଶହୀଦ

ମାଲକାନଗିରି : ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି। ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟରରେ ୩୦ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଯବାନଙ୍କୁ ବିଜାପୁର…
Read More...

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୭ ଜିଲାରୁ ୪୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। …
Read More...

କନ୍ଧମାଳ ଓ କଳାହାଣ୍ଡିର ୨ଟି ସ୍ଥାନରେ କଂଟେନ୍ମେଂଟ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ କଂଟେନ୍ମେଂଟ କଟକଣା ଫେରିଛି । ସଂକ୍ରମଣ ଚିହ୍ନଟ ଯୋଗୁଁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ୨ଟି ଅଞ୍ଚଳରେ ଜିଲ୍ଲାପାଳ ମାନେ ମାଇକ୍ରୋ କଂଟେନ୍ମେଂଟ ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର…
Read More...

୧୦ ଜିଲ୍ଲାରେ ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର: ସୀମାନ୍ତ ସଲଗ୍ନ ଜିଲ୍ଲା ଗୁଡିକରେ ଦିନକୁ ଦିନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ୧୦ଟି ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୫ ତାରିଖରୁ ୧୦ଟି ଜିଲ୍ଲା ତଥା ସୁନ୍ଦରଗଡ, ଝାରସୁଗୁଡା,…
Read More...

ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ଚପଲ

ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣାଘଟିଛି । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ଦଳ ବିଜେପିର ୨ଜଣ ବରିଷ୍ଟ ସଦସ୍ୟ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । କେବଳ ଚପଲ ନୁହେଁ କଲମ, ଇୟର ଫୋନ୍, କାଗଜ ଆଦି ମଧ୍ୟ ବିଜେପି ସଦସ୍ୟମାନେ ଫିଙ୍ଗିଛନ୍ତି । ଗୃହରେ…
Read More...

ଏସ୍ସିବିରୁ ୬ ଦଲାଲ ଗିରଫ

କଟକ: ଏସସିବିରୁ ଘରୋଇ ହସ୍ପିଟାଲକୁ ରୋଗୀ ପଠାଉଥିବା ଏକ ୬ ଜଣିଆ ରାକେଟକୁ ମଙ୍ଗଳାବାଗ ପୋଲିସ କାବୁ କରିଛି । ଦୀର୍ଘ ଦିନ ହେବ ଏହି ରାକେଟ ସକି୍ରୟ ଥିଲା । ଖାସକରି ଦୂରଦୂରାନ୍ତରୁ ଏସସିବିକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଏହି ରାକେଟ ନିଜ ଶିକାର କରୁଥିଲା । ସେମାନଙ୍କୁ…
Read More...

ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: କରୋନା ସଂକ୍ରମଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣାକୁ ଆହୁରି କଡାକଡି କରାଯାଇଛି । ଏନେଇ ବିଏମସି ପକ୍ଷରୁ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ୍ ୬ ତାରିଖ ଠାରୁ ଏହି କଟକଣା ଲାଗୁ ହେବ ବୋଲି ବିଜ୍ଞପ୍ତି ରେ…
Read More...

ଓଡ଼ିଆ ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ

କଟକ: ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡିଆ ଭାଷାର ଜନକ । ପଂଚଦଶ ଶତାବ୍ଦୀର ଆଦିକାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ । ବିଶେଷକରି ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି ତାହା ବୁଝିବା ପାଇଁ କୌଣସି…
Read More...