Browsing Category

ରାଜ୍ୟ

ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି ଓଡିଆ ଭାଷାରେ ନିଜ ଅଭିଭାଷଣରେ ଆରମ୍ଭ କରି ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ ବୋଲି କହିଛନ୍ତି । ଆମର…
Read More...

ରାଜ୍ୟରେ୨୪ ଘଣ୍ଟାରେ ୪୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ; ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୭ ସଙ୍ଗରୋଧରୁ , ୧୮୫ ସ୍ଥାନୀୟ। ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୩,୪୨,୨୨୪କୁ ବୃଦ୍ଧି ପାଇଥିବା ବେଳେ ୩,୩୭,୪୩୦ ସୁସ୍ଥ…
Read More...

ହାତୀ ଆକ୍ରମଣରେ ମହିଳା ମୃତ

ଭୁବନେଶ୍ୱର : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଆଜି ଭୋର ସମୟରେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ବେହେରା। ଘଟଣାରେ…
Read More...

ଝାରସୁଗୁଡାରେ ତିନି ସପ୍ତାହ ପାଇଁ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡା: ଦେଶରେ ଏବଂ ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦରଖିବାକୁ ଜିଲ୍ଲା ପ୍ରଶାସନ ନିସ୍ପତି ନେଇଛି । ଜିଲ୍ଲାରେ କରୋନା…
Read More...

ପ୍ରେସର ଦେଉଥିବା ବେଳେ ଚକ ଫାଟି ଜଣେ ମୃତ

ପୁରୀ: ପୁରୀର ଅଠରନଳାରେ ଏକ ଅଘଟଣ ଘଟିଯାଇଛି । ଟ୍ରାକ୍ଟର ଚକରେ ପ୍ରେସର ଦେଉଥିବା ବେଳେ ଚକ ଫାଟି ଟ୍ରାକ୍ଟର ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସଦର ଥାନା ଚାରିନଳା ନିକଟସ୍ଥ କୃପାସାଗର ପାଟଣା ଗାଁର ଅକ୍ଷୟ ଜେନା । ସୂଚନା ଅନୁଯାୟୀ ଆଜି ସକାଳେ ଅକ୍ଷୟ ଟ୍ରାକ୍ଟର ଧରି ଚକରେ…
Read More...

ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଆଣ୍ଡାମାନରେ ନା ରଖିଲେ ଓଡ଼ିଆ ପୁଅ ରାମ ପ୍ରସାଦ। ‘ସୋନର ଗ୍ରୁପ୍ ଅଫ୍ କମ୍ପାନୀ’ର ମୁଖ୍ୟ ତଥା ଜଣେ ଓଡ଼ିଆ ଉଦ୍ୟୋଗପତି ହେଉଛନ୍ତି ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣାର ରାମ ପ୍ରସାଦ ମୁଦୁଲି। ସେ ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଏକ ନୂତନ ଯାତ୍ରୀବାହୀ ଜାହାଜ…
Read More...

କନ୍ଧମାଳରେ ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ୍ ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର…
Read More...

ବାଘଛାଲ ଜବତ, ୨ ଗିରଫ

ବୋଲଗଡ଼: ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରୁ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ସ୍ପେସାଲ୍‍ ଟାସ୍କ ଫୋର୍ସ(ଏସଟିଏଫ୍‍)। ଗିରଫ ଦ୍ୱୟ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ବେଆଇନ ଭାବେ ବାଘଛାଲ ବିକ୍ରୟ ହେବା ନେଇ କୌଣସି…
Read More...

ପ୍ରଚାର ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର ତୀବ୍ର ହେଉଥିବା ବେଳେ ଆଜି ରାଜନୈତିକ ହିଂସା ଘଟିଛି।  ପିପିଲି ବ୍ଲକ ସହଜପୁର୍ ପଞ୍ଚାୟତ ଅନ୍ତର୍ଗତ ରାଇଗୁରପୁର ଗ୍ରାମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମକର୍ତ୍ତା ଚିତ୍ତରଞ୍ଜନ ନାୟକଙ୍କ…
Read More...

ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ମାହାଙ୍ଗା :  କଟକ ଜିଲା ମାହାଙ୍ଗା ଅନ୍ତର୍ଗତ ଥାନା ଭଦ୍ରେଶ୍ୱର ଫାଣ୍ଡି ସାହାନିୟାଜପୁର ନିକଟ ମୁଣ୍ଡିଲୋ ଅନ୍ତଗୋପାଳ ରୋଡ଼ ନିକଟରେ ଆଜି ସକାଳୁ ସକାଳୁ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ…
Read More...