Browsing Category

ରାଜ୍ୟ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡିଶାଗସ୍ତରେ ଆସି ଆଜି ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜଭବନ ଯାଇଛନ୍ତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମର ମହାନ୍ତ ସାହିରେ ବନ୍ଦ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ ବୋଲି ଜଣାପଡିଛି। ସେ ନିଜ ଶୋଇବା ଘର ଫ୍ୟାନରେ ଗାମୁଛାରେ ଫାଶୀ ଲଗାଇ…
Read More...

ରାଜ୍ୟରେ ୪୬୧ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦିନକରେ ୪୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ,ସ୍ଥାନୀୟ ୧୮୯ । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨କୁ ବୃଦ୍ଧି ପାଇଛି। ୩,୩୭,୨୧୨ ଆକ୍ରାନ୍ତ…
Read More...

ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର

ଢେଙ୍କାନାଳ: ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଡିମିରିଆ ଗାଁରେ। ମିଳିଥିବା ସୂଚନା ମୁତାବକ, କାମଧନ୍ଦା ନକରି ଘରେ ବସିବା ନେଇ ପ୍ରତିବାଦ କରିବାରୁ ନୃଶଂସ ବାପା ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।…
Read More...

ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ହୁଣ୍ଡିଭାଙ୍ଗି ଦୁବୃତମାନେ ୩୦ ହଜାର ଟଙ୍କା ସହ ବହୁ ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି । ଦୁବୃତମାନେ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିର ଭିତରେ ଥିବା ଆଲମିରା ଭାଙ୍କି ମା’ଙ୍କର କିଛି ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା…
Read More...

ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତି ଉନ୍ମୋଚିତ

କଟକ: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଂଟନମେଂଟ ରୋଡର ଗୋପବନ୍ଧୁ ଛକରେ…
Read More...

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ବହୁ ପୂରାତନ ତିନି ମହଲା ବିଶିଷ୍ଟ ପାରସନାଥ ଏମ୍ପୋରିୟମ ନାମ ଏଲ ଲୁଗା ଦୋକାନରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପ୍ରଥମେ ନବରଙ୍ଗପୁର ଅଗ୍ନିଶମ ବିଭାଗ ର ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଝି…
Read More...

ପ୍ରଧାନମନ୍ତ୍ରୀ ଆବାସରେ ବିଜୁ ପକ୍କାଘର ଲୋଗୋ ମନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ନ ଲଗାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି । ଗତ ୩୦ରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି…
Read More...

ରାଜ୍ୟରେ ଅଗ୍ନିବର୍ଷା

ଭୁବନେଶ୍ୱର: ପଶ୍ଚିମ ପବନ ପ୍ରବାହିତ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଞ୍ଜି ପ୍ରବାହ ସାଙ୍ଗକୁ ଅସହ୍ୟ ରୌଦ୍ରତାପ ଏବଂ ଗୁଳୁଗୁଳି ଯୋଗୁଁ ଜନଜୀବନ ଠପ୍ ହୋଇଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନାହିଁ ବୋଲି ସ୍ଥାନୀୟ ପାରିପାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି ।…
Read More...

ବାଲିକୁଦାରେ ବ୍ରାଉନସୁଗର ଜବତ୍

ବାଲିକୁଦା: ବ୍ରାଉନ ସୁଗାର ବେପାରୀକୁ କାବୁ କରିଥିଲେ ଯୁବ ଗୋଷ୍ଠୀ । ପୁଲିସକୁ ଖବର ଦେଲେ, ମାତ୍ର ପୁଲିସ ଆସିବାରେ ବିଳମଦବ କଲାା ଏହାରି ଭିତରେ ବ୍ରାଉନ ସୁଗାର ବେପାରୀ ଫେରାର ହୋଇଗଲା । ପୁଲିସ ସହଯୋଗ କରିବା ବଦଳରେ ଓଲଟା ପୁଲିସିଆ କଣ୍ଠରେ କିଛି ପ୍ରଶ୍ନ ପଚାରି ଯୁବକ ମାନଙ୍କୁ ଭୟଭୀତ…
Read More...