ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟଅତିଥି
ଭୁବନେଶ୍ୱର : ଆସନ୍ତା ୨ତାରିଖ ଦିନ ଅନୁଷ୍ଠିତ ହେଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିୟାନାଇଡୁ ମୁଖ୍ୟ ଅତିଥି ହେବେ । ଏହି ଉତ୍ସବରେ ରାଜ୍ୟ ପାଳ ତଥା କୂଳାଧିପତି ପ୍ରଫେଶର ଗଣେଶୀଲାଲ୍ ଅଧ୍ୟକ୍ଷତା କରିବେ ଏବଂ ରାଜ୍ୟ!-->…
Read More...
Read More...