Browsing Category

ରାଜ୍ୟ

ବିଧାନସଭାରେ ଖାଇବା ତେଲ ପ୍ରସଙ୍ଗ

ଭୁବନେଶ୍ୱର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦ୍ବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ…
Read More...

ମନୋନୟନ ପତ୍ର ଦାଖଲ କଲେ ବିଜେଡିରୁ ରୁଦ୍ର ପ୍ରତାପ ଓ କଂଗ୍ରେସରୁ ଅଜିତ୍ ମଙ୍ଗରାଜ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଓ ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ମଧ୍ୟ ଅଜିତ୍ ମଙ୍ଗରାଜ ପ୍ରାର୍ଥୀପତ୍ର…
Read More...

୧୫ ପେଟି ମଦ ଜବତ, ବୋଲେରୋ ଓ ଇଣ୍ଡିକା ଜବତ

ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ପଞ୍ଚାୟତ ଓଳାଷ (ଗÿଙ୍ଗାଧରପୁର) ଗାଁରୁ ୧୫ ପେଟି ବିଦେଶୀ ମଦ ସହିତ ଦୁଇଟି ଚାରି ଚକିଆ ଯାନକୁ ଜବତ କରିଛି ବାଲିକୁଦା ପୁଲିସ । ମଦ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ୰ଙ୍କର ଏହି ଦୁଇଟି ଗାଡ଼ି ବୋଲି ଜାଣିବାକୁ ମିଳିଥିବା ବେଳେ ଗାଡ଼ି…
Read More...

କେରଳ ଓ ହାଇଦ୍ରାବାଦ ଚାଲାଣ ବେଳେ ୪୧ଦାଦନ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ବାହାର ରାଜ୍ୟକୁ ଦୁଇଟି ବସରେ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ୪୧ଜଣଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ ।ଏମାନଙ୍କ ମଧ୍ୟରେ କେରଳକୁ ୧୮ଜଣ ଓ ହାଇଦ୍ରାବାଦକୁ ୨୩ଜଣ ଚାଲାଣ ହେଉଥିବା ଜଣାପଡିଛି । ତେବେ ଦଲାଲମାନେ ଘଟନାସ୍ଥଳରୁ ଫେରାର ହୋଇଯାଇଥିବା…
Read More...

କୋଭିଡ ଟିକାକରଣରେ ଅବ୍ୟବସ୍ଥା ଅଭିଯୋଗ

ମାହାଙ୍ଗା: ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅବ୍ୟବସ୍ଥା ମଧ୍ୟରେ କୋଭିଡ ଟିକାକରଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଅସହ୍ୟ ଗୁଳୁଗୁଳି ଖରା ତାତିରେ ବୃଦ୍ଧ ବୃଦ୍ଧାମାନେ ଘଣ୍ଟା ଘଣ୍ଟା ଧରି ଟିକା ନେବାପାଇଁ ଅପେକ୍ଷା…
Read More...

କୃଷି ଆଇନ୍ ବିରୁଦ୍ଧରେ କଂଗ୍ରେସର ପଦଯାତ୍ରା

ନର୍ଲା : ନର୍ଲା ବ୍ଲକ କଂଗ୍ରେସର ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଲିପଡା ଠାରୁ ତୁଳାପଡା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। କୃଷକ ମାନଙ୍କ ସପକ୍ଷରେ ରହି ସରକାର ତିଆରି କରିଥିବା କୃଷି ଆଇନକୁ କଳା କୃଷିଆଇନ୍ ବୋଲି ଦାବୀକରି ଆଜି କଂଗ୍ରେସ ନେତୃବର୍ଗ ଓ ସମର୍ଥକ ଏହି…
Read More...

ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ

ରାଉରକେଲା: ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଆନ୍ଦୋଳନରେ ବସିଛନ୍ତି। ରାଉରକେଲା ଏନଆଇଟିରେ କରୋନା ସଂକ୍ରମଣକୁ ଦେଖି ହଷ୍ଟେଲ ଖାଲି କରିବାକୁ କର୍ତୃପକ୍ଷଙ୍କ ନିର୍ଦେଶ ଦେବା ପରେ ଏନଆଇଟିର ପରୀକ୍ଷା ଅନଲାଇନରେ ହେବ। ଏହାପରେ…
Read More...

୨୦୪୧ ପୂର୍ବରୁ ଗଡିବନି କଟକ-ଭୁବନେଶ୍ୱର ମେଟ୍ରୋ ରେଳ – ମନ୍ତ୍ରୀ

କଟକ-ଭୁବନେଶ୍ୱର ମଧ୍ୟରେ ଏବେ ମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ନ ଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି…
Read More...

ବେଗୁନିଆପଡ଼ାରୁ ୧୦ ଫୁଟ୍‌ ଲମ୍ବର ଅହିରାଜ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମରେ ଆଜି ସକାଳୁ ଜଣଙ୍କ ଘରେ ଏକ ୧୦ ଫୁଟ ଲମ୍ବର ଅହିରାଜ ପଶିଯାଇଥିବା ସୂଚନା ରହିଛି। ଘରେ ଅହିରାଜ ପଶିଯିବା କାରଣରୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଗ୍ରାମର ଧନା…
Read More...

ଟିଉସନ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଭୋଗରାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟିଉସନ ନାମରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଅଧ୍ୟାପକଙ୍କୁ ବିଦ୍ୟାଳୟ ଭିତରେ ଗ୍ରାମବାସୀ ଅଟକ ରଖିଛନ୍ତି ବୋଲି ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ…
Read More...