ହୋଲି ଗାଧୁଆ ହେଲା କାଳ: ପାଣିରେ ବୁଡ଼ି ୨ ମୃତ
ଭୁବନେଶ୍ୱର: ହୋଲି ଗାଧୁଆ ହେଲା କାଳା ରାଜ୍ୟରେ ପାଣିରେ ବୁଡ଼ି ୨ ମୃତ, ୨ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ମହାନଦୀ ଘାଟରେ ବୁଡ଼ି ୧୬ ବର୍ଷର ନାବାଳକ ମୃତ । ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ । ଆନନ୍ଦପୁର ବାଉଁଶଗଡ କେନାଲ୍ରେ ବୁଡି ଜଣେ ଯୁବକ ମୃତ । ନରସିଂହପୁର!-->…
Read More...
Read More...