Browsing Category

ରାଜ୍ୟ

୨୦୪୧ ପୂର୍ବରୁ ଗଡିବନି କଟକ-ଭୁବନେଶ୍ୱର ମେଟ୍ରୋ ରେଳ – ମନ୍ତ୍ରୀ

କଟକ-ଭୁବନେଶ୍ୱର ମଧ୍ୟରେ ଏବେ ମେଟ୍ରୋ ରେଳ ସେବା ବ୍ୟବସ୍ଥା ନେଇ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ନ ଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି
Read More...

ବେଗୁନିଆପଡ଼ାରୁ ୧୦ ଫୁଟ୍‌ ଲମ୍ବର ଅହିରାଜ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମରେ ଆଜି ସକାଳୁ ଜଣଙ୍କ ଘରେ ଏକ ୧୦ ଫୁଟ ଲମ୍ବର ଅହିରାଜ ପଶିଯାଇଥିବା ସୂଚନା ରହିଛି। ଘରେ ଅହିରାଜ ପଶିଯିବା କାରଣରୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଗ୍ରାମର ଧନା
Read More...

ଟିଉସନ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଭୋଗରାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟିଉସନ ନାମରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଅଧ୍ୟାପକଙ୍କୁ ବିଦ୍ୟାଳୟ ଭିତରେ ଗ୍ରାମବାସୀ ଅଟକ ରଖିଛନ୍ତି ବୋଲି ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ
Read More...

ରାଜ୍ୟରେ୨୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ପଜିଟିଭ ୨୧୮ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୯, ସ୍ଥାନୀୟ ୮୯। ମୋଟ ପଜିଟିଭ ୩,୪୦,୬୨୦କୁ ବୃଦ୍ଧି ପାଇଛି। ୩,୩୬, ୮୦୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୮୩୭ ସକ୍ରିୟ
Read More...

ବଢିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ରାଜ୍ୟରେ ଆଜି ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ବିଦ୍ୟୁତ୍ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ଫଳରେ ଏଣିକି ଉପଭୋକ୍ତାମାନଙ୍କୁ ଅଧିକ ବିଦ୍ୟୁତ୍ ଶୁଳ୍କ ଦେବାକୁ ହେବ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସମ୍ପର୍କରେ ଘୋଷଣା କରି
Read More...

ରାଜ୍ୟରେ ଖୋଲିବ ୧୫୬୭ ନୂଆ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ କହିଛନ୍ତି । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତରରେ କହିଛନ୍ତି େଯେ, ରାଜ୍ୟରେ ୬୨ ହଜାର ୧୭୧ ଟି
Read More...

ବର୍ଦ୍ଧନା ଜଙ୍ଗଲରେ ନିଆଁ : ଜଳିଗଲା କାଜୁ ବଗିଚା

ଚମ୍ପୁଆ: ଚମ୍ପୁଆ ରେଞ ଅନ୍ତର୍ଗତ ବର୍ଦ୍ଧନା ସଂରକ୍ଷିତ ଜଙ୍ଗଳରେ ନିଆଁଲାଗି ତôବା ଖବର ପାଇ ଉଖୁଣ୍ଡା ବନପାଳ ଙ୍କ ତତ୍ୱାବଧାନରେବନ ବିଭାଗ ଘଟଣାସ୍ଥଳରେ ପହଞି ନିଆଁକୁ ଆୟତ କରିତôବା ଜଣାଯାଇଛି । ଏହି ଘଟଣାରେ ଜଣେ ଲୋାକକୁ ବନ ବିଭାଗ ଅଟକ ରଖି ଥିବା ବେଳେ ନିଆଁ ଲାଗିବା ଯୋଗୁଁ ବର୍ଦ୍ଧନା
Read More...

ବିବନ ଘରେ ସିବିଆଇ ଚଢାଉ

କଟକ: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ରଙ୍କ ସହ ଗତକାଲି ଆଲୋଚନା ପରେ ସିବିଆଇ ଟିମ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଘର ଉପରେ ଚଢାଉ କରିଛି । ଗତକାଲି ବାରଙ୍ଗ ପୋଲିସ୍ ଓ ସିବିଆଇର ୩ଜଣିଆ ଟିମ୍ ଚଢଉ କରିବା ସହ ବିବନଙ୍କ ପରିବାର
Read More...

ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଉଛି ପୁଣି ସଂକ୍ରମଣ । ଦିନକରେ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ , ସ୍ଥାନୀୟ ୮୬। ମୋଟ ପଜିଟିଭ ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୪୯ ସକ୍ରିୟ ଆକ୍ରାନ୍ତ
Read More...

ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର :ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ପରଲୋକଗତ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ହେବେ । ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପି୍ରମୋ ଶ୍ରୀ ନବୀନ ପଟ୍ଟନାୟକ ପିପିଲି ପାଇଁ ଶ୍ରୀ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି ।
Read More...