ବରିଷ୍ଠ ନାଗରିକ ନେଲେ କୋଭିଡ ଟୀକା
କୋରେଇ: ଆଜି ପାଣିକୋଇଲି କଳ୍ୟାଣ ମଣ୍ଡପରେ ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ ଟୀକା କରଣ କରାଯାଇଛି । କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ୱାବଧାନରେ ଏହି ଟୀକାଦାନ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ସୁଧାଂଶୁ ଖେଖର ବଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।!-->…
Read More...
Read More...