Browsing Category

ରାଜ୍ୟ

ଗଜପତି ଜିଲ୍ଲାରେ ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗି ଫୁଲ୍ ଉଦଘାଟିତ

ପାରଳାଖେମୁଣ୍ଡି : ଓଡ଼ିଶା ଜନଜାତି ବର୍ଗର ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ରଖିଥିବା ପ୍ରତିଭାକୁ ଚିହ୍ନଟ  କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଛି  ଶିଶୁ ମହୋତ୍ସବ ସର୍ଗି ଫୁଲ୍ -୨୦୨୩। ଏହି ଅବସରରେ ଗୁରୁବାର  ଦିନ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ଅନୁସୂଚିତ
Read More...

୪୮ଟି ମେଣ୍ଢା ଓ ଛେଳିର ଛୁଆକୁ ଶିକାର କରିଛି ଅଜଣା ଜନ୍ତୁ

କାଲିମେଳା : ଅଜଣା ଜନ୍ତୁ ଖାଇଗଲା ଚାଳିଶିରୁ ଉର୍ଦ୍ଧ ଛେଳି ଓ ମେଣ୍ଢା ର ଛୁଆ l ଘଟଣାଟି ଘଟିଛି କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୬୭ଗ୍ରାମରେ l ଘଟଣାଟି ଘଟିଛି ଗତ ରାତିରେ l ଗ୍ରାମର ସୁନୀଲ ହାଲଦାର ନାମକ ଜଣେ ଗରିବ ଛେଳି ଚାଷୀ ଦୀର୍ଘ ବର୍ଷ ଧରି ଛେଳି ମେଣ୍ଢା ଚାଷ
Read More...

ଛତିଶଗଡ କ୍ୟାଡରର ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ଫୁଲବାଣୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଉଛନ୍ତି ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ। ଉଭୟେ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି।
Read More...

ଭବାନୀପାଟଣାଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

ଭବାନୀପାଟଣା : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ ‘ସ୍ୱକଳ୍ପ’ ପରାମର୍ଶ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଟ୍ରୁଭେଲି ଏବଂ ଆଲଟ୍ ସଂସ୍ଥାଙ୍କ
Read More...

ମଣ୍ଡେଇ ତୃତୀୟ ସନ୍ଧ୍ୟା, ବିକ୍ରିବଟା ଓ ନାଚ ଗୀତରେ ମତୁଆଲା ଦର୍ଶକ

ନବରଙ୍ଗପୁର : ନବରଙ୍ଗପୁର  ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ତୃତୀୟ ଦିବସ ଜମୁଛି ବେପାର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହେଉଛନ୍ତି ଦର୍ଶକ। ଶୀତୁଆ କାକର ଭିଜା ସନ୍ଧ୍ୟାକୁ ଉଷ୍ମ କରୁଛି କଲିକତାର ଲୋକନୃତ୍ୟ, କୋରାପୁଟର ଢେମସା, ବଲାଙ୍ଗିରର ଘୁଡ଼ିକି, ଗଜପତିର ଲାଞ୍ଜିଆ
Read More...

ବିକେବିୱାଇରେ ଚାଷୀ ବଞ୍ଚିତ ହେବେ କି?

ନବରଂଗପୁର : ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଡିପ ବୋରଓ୍ବେଲ ସେଚ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ଓ ସୌରଶକ୍ତି ସଂଯୋଗ ଜରୀଆରେ ଗଭୀର ନଳକୂପ ପ୍ରକଳ୍ପ ବ୍ୟକ୍ତିଗତ ମାଲିକାନା ଭିତ୍ତିରେ ସ୍ଥାପନା କରିବାକୁ ଚାଷୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହାର ଆରମ୍ଭ ଗତ ୪ ତାରିଖ ଦିନ ଠାରୁ
Read More...

ଖୁବଶୀଘ୍ର ମାଲକାନଗିରିରେ ଉଡ଼ିବ ବିମାନ

ମାଲକାନଗିରି : ଖୁବଶୀଘ୍ର ମାଲକାନଗିରି ଜିଲ୍ଲାରେ ଉଡ଼ିବ ବିମାନ। ଏନେଇ ଏକ ବାୟୁ ସେବାର ବିଶେଷଜ୍ଞ ଦଳ ମାଲକାନଗିରି ଠାରେ ନିର୍ମାଣଧୀନ ଏୟାର ଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି। ଏହି ବିଶେଷଜ୍ଞ ଦଳ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରିଠାରେ ପହଞ୍ଚିଥିଲେ।
Read More...

ଟାଟା ଷ୍ଟିଲ ଯୋଡା ଇଷ୍ଟ ଖଣି ପକ୍ଷରୁ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ

ଯୋଡା : ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ପକ୍ଷରୁ ମଙ୍ଗଳବାର 41 ତମ 'ଖଣି ସୁରକ୍ଷା ସପ୍ତାହ' ପାଳିତ ହୋଇଯାଇଛି I ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍ଟି (ଡି ଜି ଏମ୍ -ଏସ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ସୁରକ୍ଷା
Read More...

ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୩ ଶୁଭାରମ୍ଭ

ପାରଳାଖେମୁଣ୍ଡି : ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ  ଗଜପତି ଉତ୍ସବ-୨୦୨୩ ଆଜି ଶୁଭାରମ୍ଭ ହୋଇଯାଇଛି।  ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଲିଗଡ,
Read More...

‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ନୂତନ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର : “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆଜି
Read More...