ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା
ନବରଙ୍ଗପୁର: ସଡକ ସୁରକ୍ଷା ସପ୍ତାହ 2024 ଜାନୁଆରୀ 01 ତାରିଖ ରୁ 07 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି। ଏଥିପାଇଁ ସଡକ ସୁରକ୍ଷା ଆଇନ୍ କୁ କଡାକଡି ଭାବରେ ପାଳନ କରିବା ପାଇଁ ଏବଂ ଜନସାଧାରଣଙ୍କୁ ଏଥି ନିମନ୍ତେ ବ୍ୟାପକ ସଚେତନ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ!-->…
Read More...
Read More...