ମାଲକାନଗିରି ପୋଲିସକୁ ବଡ଼ ସଫଳତା; ଆତ୍ମସମର୍ପଣ କଲେ ୧ଲକ୍ଷ ଟଙ୍କା ଇନାମି ମହିଳା ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ବୁଧବାର ୧ ଲକ୍ଷ ଟଙ୍କା ଇନାମୀ ଥିବା ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ଏ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ନିତିଶ୍ ୱଦବାନି ଦେଇଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ!-->…
Read More...
Read More...