Browsing Category

ରାଜ୍ୟ

ପାଣି ସମସ୍ୟାକୁ ନେଇଁ ବିଡିଓଙ୍କୁ ଦୁଃଖ ଜଣାଇଲେ ମହିଳା

ନବରଂଗପୁର :  ନବରଂଗପୁର  ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଶିରସି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଲଛାପର ଗାଁର ତିନି ସାହି ବାସିନ୍ଦାଙ୍କୁ ପିଇବା ପାଣି ପାଇବାରୁ ବଞ୍ଚିତ ହେବା ଯୋଗୁଁ ଗାଁର ମହିଳା ମାନେ ଅଭିଯୋଗ ଆଣିଛନ୍ତି। ବିଡିଓ ଦୂର୍ଯୋଧନ ଭୋଇଙ୍କ ନିକଟରେ ପହଞ୍ଚି ଦୈନନ୍ଦିନ ପାଣି ପାଇଁ
Read More...

ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ୨୦୨୩-୨୪ ଧାନ କ୍ରୟ ମଣ୍ଡିକୁ  ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ
Read More...

କନ୍ଧମାଳରୁ କେରଳ ଗଡିଲା ଦାଦନ ବସ: ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ବାହାରିଲା ବସ

ବାଲିଗୁଡା : ଦାଦନ ମାନଙ୍କୁ କେରଳ ନେବା ପାଇଁ କନ୍ଧମାଳରୁ ଗଡ଼ିଲା ଦାଦନ ବସ । ଦଲାଲ କବଜାରେ ଶହ ଶହ ନିରୀହ ଆଦିବାସୀ। ଭଲ ଅର୍ଥ ଉପାର୍ଜନ ନେଇ ପ୍ରଲୋଭନର ଶିକାର ହୋଇ ନିରୀହ ଲୋକେ ବର୍ତ୍ତମାନ ଦାଦନ ପାଇଁ କେରଳ ମୁହାଁ । କନ୍ଧମାଳରୁ ଦାଦନ ଶ୍ରମିକ ଦୁର୍ଦଶା ଦିନକୁ ଦିନ ବୃଦ୍ଧି ପାଉଥିବା
Read More...

ବାଲିଗୁଡା ଗାୟତ୍ରୀ ପରିବାର ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଗରିବ ଲୋକଙ୍କ ଜନଜୀବନ ଉପରେ ଅଧିକ ପ୍ରଭାବ ପକାଉଥିବା ବେଳେ, ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବାଲିଗୁଡା ଶାଖା ପକ୍ଷରୁ ଟାଉନର ପଣସପଡି ଓ ଦଣ୍ଡପଦର ଠାରେ ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱ
Read More...

ବ୍ଲକସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କାର୍ଯ୍ୟକ୍ରମ

ଯୋଡା : କେନ୍ଦୁଝର ଜିଲ୍ଲା ପଶ୍ଚିମ ଯୋଡା ଅଡିଟୋରିୟମ ଠାରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ଆସ୍ପାୟାରର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣିଖାଦାନ ଭରା ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯୋଡା ବ୍ଲକରେ ଆବାସିକ
Read More...

ଝରିଗାଁବାସୀଙ୍କ ପକ୍ଷରୁ ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ଝରଗାଁ : ଝରିଗାଁରେ ପହଞ୍ଚିଲା ଶ୍ରୀରାମ ଜନ୍ମ ଭୂମି ଅଯୋଧ୍ୟାରେ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ଏବଂ ଅକ୍ଷତ ଚାଉଳ।ଏକ ଭକ୍ତିମୟ ପରିବେଶ ମଧ୍ୟରେ ଜୟ ଶ୍ରୀରାମ ର ନାରା ଦେଇ ଏକ ବିରାଟ କଳସ ଯାତ୍ରାରେ ଶତାଧିକ ସନାତନୀ ଭାଈଭଉଣୀ ଅକ୍ଷତ ଚାଉଳକୁ ଗ୍ରାମ ପରିକ୍ରମା କରାଇ ପରେ ସ୍ଥାନୀୟ
Read More...

ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି : ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ୨୦୨୩-୨୪ ପାଇଁ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଅଜି ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ
Read More...

ସିଫାରେ “ଓଡିଶାରେ ଉଚ୍ଚମାନର ମତ୍ସ୍ୟ ଜାଆଁଳ ଉତ୍ପାଦନ – ଆଗାମୀ ରୂପରେଖ” ସଂପର୍କିତ କର୍ମଶାଳା

ଭୁବନେଶ୍ୱର : "ଓଡିଶାରେ ଉଚ୍ଚମାନର ମତ୍ସ୍ୟ ଜାଆଁଳ ଉତ୍ପାଦନ - ଆଗାମୀ ରୂପରେଖ" ସଂପର୍କିତ ପରାମର୍ଶିୟ କର୍ମଶାଳା କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା) କୌଶଲ୍ୟାଗଂଗଠାରେ ଆଜି ଉଦଯାପିତ ହୋଇଯାଇଛି । ଏହିକର୍ମଶାଳା ଗତକାଲି ସିଫାର ନିର୍ଦେଶକ ଡଃ ପ୍ରମୋଦ କୁମାରସାହୁଙ୍କ
Read More...

ନବରଙ୍ଗପୁରରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ

ନବରଙ୍ଗପୁର: ଆଜି ନବରଙ୍ଗପୁରରେ ପହଞ୍ଚିଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର,ଏକ ସ୍ୱତନ୍ତ୍ର ଦଳ ଆଜି ନିମନ୍ତ୍ରଣ ପତ୍ର ଦେବା ପାଇଁ ପହଞ୍ଚିଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଇବା ସହ ମାଉସି ମା ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର
Read More...

ଗୋଳାମୁଣ୍ଡା ବ୍ଲକରୁ ଯାଉଛନ୍ତି ଶହ ଶହ ଦାଦନ ଶ୍ରମିକ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ଶହ ଶହ ଦାଦନ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଏକ ଦୃଶ୍ୟ ଦେଖିବାକୁ ମିଳୁଛୁ । ସିନାପାଲି ବ୍ଲକରୁ ହାଇଦ୍ରାବାଦ ଅଭିମୁଖେ ଦୈନିକ ସଂଗୀତା ବସ ଯିବାଆସିବା କରୁଛି । ଏହି ବସରେ ଗତକାଲି ଖାଲିଆକାନି ମେହେର ଢ଼ାବା
Read More...