ସଫଳ ବ୍ୟକ୍ତିତ୍ୱ ଇଂ.ଶ୍ୟାମସୁନ୍ଦର ସେଠୀ
ଏରସମା : ଇଛାଶକ୍ତି,କଠିନ ପରିଶ୍ରମ, ଧର୍ଯ୍ୟ ଓ ଭଗବାନଙ୍କ ଆର୍ଶୀବାଦ ଥିଲେ, ମଣିଷ ସଫଳତାର ପାହାଚ ଅତିକ୍ରମ କରିଥାଏ। ଯେତେ ଝଡ଼ ଝଞ୍ଜା, ଅଭାବ ଅନଟନ ଆସିଲେବି ସେ ହାର ମାନି ନଥାଏ। ଏମିତି ଏକ ବ୍ୟକ୍ତିତ୍ବ ଇଂଜିନିୟର ଶ୍ୟାମସୁନ୍ଦର ସେଠୀ,ପିତା ସ୍ୱର୍ଗତ ବଟକୃଷ୍ଣ ସେଠୀ,ଏରସମା ବ୍ଲକ!-->…
Read More...
Read More...