Browsing Category

ରାଜ୍ୟ

ମାଲକାନଗିରି ପୁଅ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶତବିର ସିଂ ରିଆର (ପପ୍ପୁ ସିଂହ) ଭାରତୀୟ ସିନିୟର୍ କ୍ରିକେଟ ଦଳର ମ୍ୟାନେଜର ଭାବେ ମନୋନୀତ ହୋଇଛନ୍ତି। ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜ୍ ରେ ଶତବିର ସିଂ ରିୟାର ଙ୍କୁ ଭାରତୀୟ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ମିଳିଛି।
Read More...

୩୨ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ

ନବରଙ୍ଗପୁର : ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ଚାରିଗୋଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ହେଲିକ୍ୟାପ୍ଟର ଯୋଗେ ଡ଼ାବୁଗାଁ ବ୍ଲକର
Read More...

ପୁସ୍ତକ ମାନସିକ ଦୃଢ଼ତା ଆଣେ, ଝୁମିଲା ପୁସ୍ତକ ମେଳାର ୪ର୍ଥ ସନ୍ଧ୍ୟା

ବ୍ୟାସନଗର  : ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ ଓ କଳିଙ୍ଗନଗର ପୁସ୍ତକ ମେଳା କମିଟିର ମିଳିତ ଆନୁକୂଲ୍ୟରେ ଅଷ୍ଟମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା l ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ନକ୍ସଲ ଆକ୍ରମଣରେ ସିଆରପିଏଫ ଏସ.ଆଇ ସହୀଦ, କନେଷ୍ଟବଳ ଗୁରୁତର

ମାଲକାନଗିରି : ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ଏକ ବହୁତ ବଡ ଖବର ସାମ୍ନାକୁ ଆସିଛି। ମାଓବାଦୀଙ୍କର  ଗୁଳିରେ ଜଣେ ଜଣେ ଯବାନ ସହୀଦ ହୋଇଛନ୍ତି। ତେବେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନ ପକ୍ଷରୁ ଜଙ୍ଗଲରେ ପେଟ୍ରୋଲିଙ୍ଗ ପାଇଁ ବାହାରିଥିଲେ, ସେହି ସମୟରେ
Read More...

ମାଲ୍ୟବନ୍ତର ୨ୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ  ଆସାମର ବିହୁ, ବାଲିମେଲାରୁ ଓଡ଼ିଶୀ ନୃତ୍ୟ, ଗଞ୍ଜାମରୁ ରଣପା ନୃତ୍ୟ ଏବଂ ମାଲକାନଗିରିରୁ ବୃନ୍ଦା ନୃତ୍ୟ ଭଳି ପ୍ରଦର୍ଶନ ଅତି ଆଡ଼ମ୍ବରରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି
Read More...

ଉମରକୋଟଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କଲେ ପାଞ୍ଚଟି ବ୍ଲକର ଚାଷୀ

*ଦୀର୍ଘ ତିନି ଘଣ୍ଟା ପରେ ରାସ୍ତା ଅବରୋଧ ହଟିଲା ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ସହର ୟୁନିୟନ ବ୍ୟାଙ୍କ ସମ୍ମୁଖରେ ପାଞ୍ଚଟି ବ୍ଲକର ଚାଷୀ ତଥା ଅନ୍ନଦାତା ଙ୍କ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ଗଭୀର ନଳକୂପ ଖନନ ପାଇଁ ଚାଷୀ
Read More...

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

ବାଲିଗୁଡା : କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ  ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର  ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି। ଶୁକ୍ରବାର ବାଲିଗୁଡା ସହରର
Read More...

ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ

ଚମ୍ପୁଆ : ଗତକାଲି ଏକ ଚୋରା ଲୁହା ପଥର ବୋଝେଇ ଟ୍ରକକୁ ଜବତ କରିଛି ଚମ୍ପୁଆ ପୋଲିସ ।ପେଟ୍ରୋଲିଙ୍ଗ କରୁଥିବା ସମୟରେ ଯୋଡା ଖଣି ଅଞ୍ଚଳରୁ ଓଡି-୧୯କ୍ୟୁ-୯୯୦୯ ବାର ଚକିଆ ଟ୍ରକଟି ଲୁହାପଥର ବୋଝେଇ କରି ଝାଡ଼ଖଣ୍ଡ ରାଜ୍ୟକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଗାଡିଟିକୁ
Read More...

ଗଜପତି ଜିଲ୍ଲାରେ ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗି ଫୁଲ୍ ଉଦଘାଟିତ

ପାରଳାଖେମୁଣ୍ଡି : ଓଡ଼ିଶା ଜନଜାତି ବର୍ଗର ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ରଖିଥିବା ପ୍ରତିଭାକୁ ଚିହ୍ନଟ  କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଛି  ଶିଶୁ ମହୋତ୍ସବ ସର୍ଗି ଫୁଲ୍ -୨୦୨୩। ଏହି ଅବସରରେ ଗୁରୁବାର  ଦିନ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ଅନୁସୂଚିତ
Read More...

୪୮ଟି ମେଣ୍ଢା ଓ ଛେଳିର ଛୁଆକୁ ଶିକାର କରିଛି ଅଜଣା ଜନ୍ତୁ

କାଲିମେଳା : ଅଜଣା ଜନ୍ତୁ ଖାଇଗଲା ଚାଳିଶିରୁ ଉର୍ଦ୍ଧ ଛେଳି ଓ ମେଣ୍ଢା ର ଛୁଆ l ଘଟଣାଟି ଘଟିଛି କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୬୭ଗ୍ରାମରେ l ଘଟଣାଟି ଘଟିଛି ଗତ ରାତିରେ l ଗ୍ରାମର ସୁନୀଲ ହାଲଦାର ନାମକ ଜଣେ ଗରିବ ଛେଳି ଚାଷୀ ଦୀର୍ଘ ବର୍ଷ ଧରି ଛେଳି ମେଣ୍ଢା ଚାଷ
Read More...