Browsing Category

ରାଜ୍ୟ

ସ୍କୁଲ ମରାମତି ନାଁ ରେ ଟଙ୍କା ଆତ୍ମସାତ ଅଭିଯୋଗ

ଜୋର ଧରିଲା ଭିଜିଲାନ୍ସ ତଦନ୍ତ ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଲିହାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମରାମତି ନାଁରେ ଟଙ୍କା ଆତ୍ମସାତ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ…
Read More...

ସ୍ୱଳ୍ପ ସମୟରେ ୧00 ଏମଏମଟି ପଣ୍ୟ ପରିଚାଳନା କରି ସର୍ବ ଭାରତୀୟ ସ୍ତରରେ ପାରାଦୀପ ବନ୍ଦରର କୀର୍ତ୍ତିମାନ ସ୍ଥାପନ

ପାରାଦୀପ :  ସ୍ୱଳ୍ପ ସମୟ ମଧ୍ୟରେ ୧00 ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭଙ୍ଗ କରିବା ସହ ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ବିରଳ କୃତିତ୍ୱ ହାସଲ କରିଛି l ଲଗାତାର ସାତବର୍ଷ ଧରି ୧00 ଏମଏମଟି କ୍ଲବରେ ସାମିଲ ହୋଇ ଚଳିତ ଆର୍ଥିକ…
Read More...

ଉଦଘାଟିତ ହେଲା ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା

ଭବାନୀପାଟଣା : ଆମ ଜିଲ୍ଲା କୃଷି ପ୍ରାଧାନ୍ୟ ଜିଲ୍ଲା, ଏହି ଜିଲ୍ଲାରେ ପ୍ରାୟ ନବେ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଅର୍ଥକାରୀ ଲାଭଜନକ ଫସଲ ଭାବେ ମୁଖ୍ୟତଃ ଧାନ, ମକା, କପା, ମାଣ୍ଡିଆ ସେହିଭଳି ଲାଭକାରି ଡାଲି ଏବଂ ତୈଳ ବୀଜ ଫସଲ ଭାବେ ମୁଗ, ବିରି, କୋଳଥ, କାନ୍ଦୁଳ,…
Read More...

ମାଲକାନଗିରି ଜିଲ୍ଲାରେ ନୂଆ-ଓଡିଶା କାର୍ଯ୍ୟକ୍ରମର ନିରୀକ୍ଷଣ

ମାଲକାନଗିରି : ତା18.12.2023ରିଖ ସରକାରଙ୍କ ନିର୍ଦ୍ଦେଶରେ ଚାଲିଥିବା ନୂଆ ଓଡିଶା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଜୋରସୋରରେ ଚାଲୁ ରହିଛି l କ୍ରୀଡା, ସାଂସ୍କୃତିକ ଓ ସେବା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରକୁ ଆନନ୍ଦ ମୁଖର କରିପାରିଛି l ଏହି କାର୍ଯ୍ୟକ୍ରମ ଗୁଡିକର…
Read More...

୮ମ ଓପି ଜିନ୍ଦଲ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଯୋଡ଼ା/ବଡ଼ବିଲ : କେନ୍ଦୁଝର ଜିଲ୍ଲା ଦେଓଝର ପଞ୍ଚାୟତ ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ  ସଂଗଠନ ଜେଏସପି ଫାଉଣ୍ଡେସନ ଦ୍ୱାରା  ୮ମ ବାର୍ଷିକ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନିଦିନ ବ୍ୟାପି ଆୟୋଜନ କରାଯାଇଥିବା…
Read More...

ମାଲକାନଗିରି ପୁଅ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶତବିର ସିଂ ରିଆର (ପପ୍ପୁ ସିଂହ) ଭାରତୀୟ ସିନିୟର୍ କ୍ରିକେଟ ଦଳର ମ୍ୟାନେଜର ଭାବେ ମନୋନୀତ ହୋଇଛନ୍ତି। ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜ୍ ରେ ଶତବିର ସିଂ ରିୟାର ଙ୍କୁ ଭାରତୀୟ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ମିଳିଛି।…
Read More...

୩୨ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ

ନବରଙ୍ଗପୁର : ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ଚାରିଗୋଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ହେଲିକ୍ୟାପ୍ଟର ଯୋଗେ ଡ଼ାବୁଗାଁ ବ୍ଲକର…
Read More...

ପୁସ୍ତକ ମାନସିକ ଦୃଢ଼ତା ଆଣେ, ଝୁମିଲା ପୁସ୍ତକ ମେଳାର ୪ର୍ଥ ସନ୍ଧ୍ୟା

ବ୍ୟାସନଗର  : ଓଡିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ ଓ କଳିଙ୍ଗନଗର ପୁସ୍ତକ ମେଳା କମିଟିର ମିଳିତ ଆନୁକୂଲ୍ୟରେ ଅଷ୍ଟମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା l ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ନକ୍ସଲ ଆକ୍ରମଣରେ ସିଆରପିଏଫ ଏସ.ଆଇ ସହୀଦ, କନେଷ୍ଟବଳ ଗୁରୁତର

ମାଲକାନଗିରି : ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ଏକ ବହୁତ ବଡ ଖବର ସାମ୍ନାକୁ ଆସିଛି। ମାଓବାଦୀଙ୍କର  ଗୁଳିରେ ଜଣେ ଜଣେ ଯବାନ ସହୀଦ ହୋଇଛନ୍ତି। ତେବେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନ ପକ୍ଷରୁ ଜଙ୍ଗଲରେ ପେଟ୍ରୋଲିଙ୍ଗ ପାଇଁ ବାହାରିଥିଲେ, ସେହି ସମୟରେ…
Read More...

ମାଲ୍ୟବନ୍ତର ୨ୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ  ଆସାମର ବିହୁ, ବାଲିମେଲାରୁ ଓଡ଼ିଶୀ ନୃତ୍ୟ, ଗଞ୍ଜାମରୁ ରଣପା ନୃତ୍ୟ ଏବଂ ମାଲକାନଗିରିରୁ ବୃନ୍ଦା ନୃତ୍ୟ ଭଳି ପ୍ରଦର୍ଶନ ଅତି ଆଡ଼ମ୍ବରରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି…
Read More...