Browsing Category

ରାଜ୍ୟ

ଧାନ ମଞ୍ଜିଟାଏ ବି ନ କିଣି ମଣ୍ଡି ଉଦଘାଟନ ଆରମ୍ଭ

ଆରଏମସି ଦ୍ୱାରା ଜିଲ୍ଲା ଧାନ ମଣ୍ଡି ଉଦଘାଟିତ ଚାଷୀ ମହଲରେ ଉଦବେଗ ପ୍ରକାଶ ନବରଂଗପୁର : ନବରଂଗପୁର  ସଦର ମୂଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ଧାନ ମଣ୍ଡି ଉଦଘାଟନ ସମାରୋହ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର ଉପସ୍ଥିତ
Read More...

ପାରାଦୀପ ବନ୍ଦର ଚୁକ୍ତିଭିତିକ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ରେ ଚୁକ୍ତିଭିତ୍ତିକ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ କଲ୍ୟାଣକୁ ଦୃଷ୍ଟିରେ ରଖି ଶନିବାର ଦିନ ବନ୍ଦର ଚିକିତ୍ସାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ
Read More...

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ୱାକାଥନ ଏବଂ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି : ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ତରଫରୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ସହାୟତାରେ ଏକ ୱାକାଥନ କାର୍ଯ୍ୟକ୍ରମ ଆଜି ମାଲକାନଗିରି ସଦରମହକୁମା ଡିଏନକେ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଶଶାଙ୍କ
Read More...

ପାରାଦୀପରେ ୨୩ତମ ସର୍ବଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ ଓ ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୂଲ୍ୟରେ ୨୩ ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ପାରାଦୀପ ବନ୍ଦରର ଜୟଦେବ ସଦନ ପରିସରରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ
Read More...

ଧାମରା ପୋର୍ଟରେ ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ପାଳିତ

ଧାମରା : ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ, ଭଦ୍ରକ) ଏବଂ ଧାମରା ପୋର୍ଟର ମିଳିତ ସହଯୋଗରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଖଗେଶ୍ୱର ମୂର୍ମୁ ଏବଂ ପୋର୍ଟର
Read More...

ଷ୍ଟେଟ ବ୍ୟାଙ୍କ ଦ୍ଵାରା ଡଃ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ଦ୍ଵାରା ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କର ୬୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହା ଉପଲକ୍ଷେ ପରିଷଦର ସଭାଧ୍ୟକ୍ଷ ଶ୍ରୀ ସୌରଭ ରଞ୍ଜନ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଷ୍ଟେଟ ବ୍ୟାଙ୍କ
Read More...

ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର

କାଲିମେଳା : ଜିଲ୍ଲା ଟାସ୍କ ଫୋର୍ସ କମିଟି କାଲିମେଳା ବ୍ଲକର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି
Read More...

ପାରାଦୀପ ମହାବିଦ୍ୟାଳୟରେ ଯୋଗ ଶିବିର

ପାରାଦୀପ : ଓଡିଶା ସରକାରଙ୍କ 'ମୋ ଓଡିଶା ଯୁବ ଓଡିଶା' ଦ୍ୱାରା ପ୍ରାୟୋଜିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପାରାଦୀପ ମହାବିଦ୍ୟାଳୟ ଦ୍ୱାରା  ଏକ ଯୋଗ ଶିବିର କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି l ପାରାଦୀପ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ତଥା ପୂର୍ବତନ
Read More...

ସର୍ବଭାରତୀୟ ଭାରୋତ୍ତୋଲନରେ ବ୍ରୋଞ୍ଜ ପଦକ ପାଇଲେ ବୁଗୁଡା ବ୍ଳକର ଛାତ୍ରୀ ସନ୍ଧ୍ୟାରାଣୀ ନାୟକ

ବ୍ରହ୍ମପୁର : ସର୍ବ ଭାରତୀୟ ଭାରୋତ୍ତୋଲନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ନାୟକ ବ୍ରୋଞ୍ଜ ପଦକ ପାଇ କଲେଜ,ବ୍ଲକ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ
Read More...

ନିର୍ବାଚନ ପୂର୍ବବର୍ତ୍ତି ଭୋଟର ତାଲିକା ସମ୍ପୂର୍ଣ୍ଣ ସଂଶୋଧିତ ହୋଇ ପ୍ରକାଶନ ହେଉ : ଜିଲ୍ଲାପାଳ

ବ୍ରହ୍ମପୁର : ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶେଷଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଚାଲିଛି । ରାଜ୍ଯରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଭୋଟରତାଲିକା ସଂଶୋଧିତ ହୋଇ ଏଥିରେ ଅଧିକ ଭୋଟଦାତାମାନଙ୍କ ନାମ ଯେପରି ରହିବ ଏବଂ ପ୍ରକାଶିତ ତାଲିକାଟି ଯେପରି
Read More...