Browsing Category

ରାଜ୍ୟ

ପାରାଦୀପ ବନ୍ଦର ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ.ବି.ଆର.ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସ ପାଳିତ

ପାରାଦୀପ : ପ୍ରତିବର୍ଷ ଡିସେମ୍ବର ମାସ ୬ ତାରିଖରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଡ଼ଃ.ଭିମରାଓ ରାମଜୀ ଆମ୍ବେଦକର (ଡ଼ଃ.ବି.ଆର.ଆମ୍ବେଦକର) ଙ୍କ ତିରୋଧାନ ଦିବସ ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପାରାଦୀପ ବନ୍ଦର ଅଫିସର୍ସ
Read More...

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱରସ୍ଥିତ ରେଳସଦନଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ
Read More...

ସହୀଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଂଚାୟତ ସଭା ଗୃହରେ ସହୀଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଂଜିନିୟର ଶ୍ୟାମସୁନ୍ଦର ସେଠୀଙ୍କ ସହଯୋଗରେ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ରକ୍ତଦାନ ଶିବିରରେ ଜଗତସିଂହପୁର ଉପ ଜିଲ୍ଲାପାଳ
Read More...

ଆକାଶଙ୍କ ‘ମିଶନ୍‍ ସବୁଜ କୋରେଇ’ ଅଭିଯାନରେ ବୃକ୍ଷବଣ୍ଟନ

ବ୍ୟାସନଗର  : ସବୁଜ କୋରେଇ ଓ ସମୃଦ୍ଧ କୋରେଇ  ଗଢିବା ଲକ୍ଷ ନେଇ ସବୁଜ କୋରେଇ ଆରମ୍ଭ ହୋଇଥିଲା । ବିଗତ ୬ ମାସ ଧରି  କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ଆଜି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍‍ ପାଣିକୋଇଲି
Read More...

‘ପୂର୍ବୋଦୟ ଆଭିମୁଖ୍ୟ: ଆଞ୍ଚଳିକ ସଂଯୋଗୀକରଣର ଗୁରୁତ୍ୱ ସମ୍ପର୍କିତ ଆଲୋଚନା ଚକ୍ର’ ଉଦଯାପିତ

ଭୁବନେଶ୍ୱର : ‘ପୂର୍ବୋଦୟ ଆଭିମୁଖ୍ୟ- ଆଞ୍ଚଳିକ ସଂଯୋଗୀକରଣ ଉପରେ ଗୁରୁତ୍ୱ’ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଉତ୍ସାହ ଏବଂ ଉଦ୍ଧୀପନାର ସହ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସମସ୍ତ ଦିଗରୁ ସୂଚନାପୂର୍ଣ୍ଣ ଥିଲା ଏବଂ ଭବିଷ୍ୟତରେ କିପରି ଭାରତକୁ ସମୃଦ୍ଧ କରିବ ଏବଂ ଏହାର
Read More...

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ – ୨0୨୩ ଉଦଯାପିତ

ପାରାଦୀପ : ଦୀର୍ଘ ୮ ଦିନ ଧରି ସଫଳତାର ସହ ଚାଲିଥିବା ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରବିବାର  ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ପାରାଦ୍ଵୀପ ସ୍ଥିତ ସମୁଦ୍ର ବେଳାଭୂମିର ବିଜୁ ମଇଦାନଠାରେ ଗତ ୨୬ ତାରିଖଠାରୁ ଆରମ୍ଭ ହୋଇଥିବା କଳିଙ୍ଗ ବାଲିଯାତ୍ରା ୨0୨୩ ର
Read More...

ପାରାଦୀପରେ ହୃତପିଣ୍ଡ ଫୁସଫୁସ ପୁନଃକାର୍ଯ୍ୟକ୍ଷମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରାଦୀପ : ପୃଥିବୀ ତଥା ଭାରତବର୍ଷରେ ଦୈନିକ ହୃତପିଣ୍ଡ ଓ ଫୁସଫୁସ ଜନିତ କାରଣ ଯୋଗୁଁ ବହୁ ଲୋକଙ୍କ ହୃଦଘାତରେ ମୃତ୍ୟୁବରଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ତେବେ କିଛି ସାବଧାନତା ଅବଲମ୍ବନ କଲେ ବହୁ ଜୀବନ ସୁରକ୍ଷିତ ହୋଇପାରନ୍ତା ଏବଂ ଏଥିପାଇଁ ସାଧାରଣରେ ପ୍ରଶିକ୍ଷିତ ହେବା ନିତ୍ୟାନ୍ତ
Read More...

ଚିତ୍ରକୋଣ୍ଡାରେ ଶେଷ ହେଲା ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୩

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅତି ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି l ବିଶାଳ କଳସ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ସହିତ ସମସ୍ତ ବ୍ଲକ୍ ପ୍ରଶାସନ
Read More...

ଜିଲ୍ଲା ଟାସ୍କ ଫୋର୍ସ କମିଟି ପକ୍ଷରୁ ୨ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଟାସ୍କ ଫୋର୍ସ କମିଟି ପକ୍ଷରୁ ଗତ ୨ଦିନ ଧରି ମାଲକାନଗିରି ସହର ଏବଂ ଗ୍ରାମାଞ୍ଚଳର ବିଭିନ୍ନ କାର୍ଯ୍ୟ ସ୍ଥଳରେ ଅଚାନକ ଚଢ଼ାଉ କରିବା ସହିତ ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ
Read More...

ଉମରକୋଟ ଶିଳ୍ପ ତାଲିମ କେନ୍ଦ୍ରଠାରେ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ

ଉମରକୋଟ : ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରଣା ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ସାଂସ୍କୃତିକ  ଓ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି  l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର
Read More...