Browsing Category

ରାଜ୍ୟ

୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ ଜାନୁୟାରୀ ୧୪ରୁ

ଭବାନୀପାଟଣା : ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଚାଲିଆସିଥିବା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ ଏବଂ ୨୦୨୧ ଦୁଇ ବର୍ଷ ଧରି କୋରନା ମହାମାରୀ ଓ ସରକାରୀ କଟକଣା ଯୋଗୁଁ କଳାହାଣ୍ଡି ଉତ୍ସବ ଘୁମୁରା ହୋଇ ପାରିନଥିଲା । କୋରନା
Read More...

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ନବକୃଷ୍ଣ ଜେନା

ବ୍ୟାସନଗର  : କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଗତ ୩O ତାରିଖରେ ଅବସର ନେବା ପରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା ଆଜି ଯାଜପୁର ରୋଡ ଠାରେ ପହଞ୍ଚି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଯାଜପୁର ରୋଡ
Read More...

‘ଦ ୱିକ-ହଂସl’ହସପିଟାଲ ରାଙ୍କିଙ୍ଗ ସର୍ଭେ ୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କଲା ଆମ୍ରି ହସପିଟାଲ ଭୁବନେଶ୍ୱର

ଭୁବନେଶ୍ୱର : ୨୦୨୩ ମସିହା ପାଇଁ 'ଦ ୱିକ-ହଂସl' ବାର୍ଷିକ ହସ୍ପିଟାଲ ମାନ୍ୟତା ସର୍ଭେରେ ଶୀର୍ଷ ସ୍ଥାନ ଅଧିକାର କରି ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ ପୁଣି ଥରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାର ପରିଚୟ ଦେଇଛି। ବିଗତ ୭ ବର୍ଷ ଧରି କ୍ରମାଗତ ଭାବେ
Read More...

ମିଶନ ଶକ୍ତି ଋଣମେଳା ଅନୁଷ୍ଠିତ

ଏରସମା : ଏରସମା ବ୍ଲକ ମିଶନ ଶକ୍ତି ପକ୍ଷରୁ ଗୁରୁବାର ଏକ ଋଣମେଳା ଅନୁଷ୍ଠିତ ହୋଇଛି। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ୍ ଅଞ୍ଚଳର ୪୧୫ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୬ କୋଟି ୩ ଲକ୍ଷ ୨୦ ହଜାର
Read More...

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

ମାଲକାନଗିରି : ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖା ପକ୍ଷରୁ ଆଜି ରାଜ୍ୟ ସଂଘର ନିର୍ଦେଶ କ୍ରମେ ସାମ୍ବାଦିକଙ୍କ ୫ ଦଫା ଦାବି ନେଇ ଧାରଣା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପରିପେକ୍ଷରେ ଆଜି ପ୍ରଥମେ ଜିଲ୍ଲା ସଦର
Read More...

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଚମ୍ପୁଆ : ସ୍ଥାନୀୟ ଏନ୍ଏସି ମୁଖ୍ୟାଳୟରେ ଅବସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନର ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ
Read More...

ଜିଲ୍ଲାପାଳଙ୍କ ଥିମ ପାର୍କ, ପାରିଜାତ ପାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ

ସୁନ୍ଦରଗଡ : ଆଜି ସୁନ୍ଦରଗଡର ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ମହେଶଡିହିରେ ଥିବା ଥିମ ପାର୍କ ଏବଂ ସହର ଉପକଣ୍ଠରେ ଥିବା ପାରିଜାତ ପାର୍କ ସହ ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ
Read More...

ଅଭାବି ବିକ୍ରିର ଶିକାର ହେଉଛନ୍ତି କପା ଚାଷୀ

ଗୋଲାମୁଣ୍ଡା : ଭାରତ ନୁହେଁ କି ଓଡିଶା ନୁହେଁ, ସମଗ୍ର ଏସିଆ ମହାଦେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲାର କପାକୁ ଉତ୍କୃଷ୍ଟ ମାନର କପା ବୋଲି ଆଖ୍ୟା ଦିଆଯାଇଛି । କିନ୍ତୁ ଏହି ଧଳା ସୁନା ଏବେ ଦଲାଲଙ୍କ ହାତରେ ଲାଗିଛି । ଏପଟେ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଦଲାଲଙ୍କ ହାତରେ କମ ରେଟରେ ଟେକି
Read More...

କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବ୍ୟାସନଗର  : କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଡ଼ଃ ସନ୍ତୋଷ କୁମାର ମିଶ୍ର ଗୁରୁବାର ଓଡିଶା ପ୍ରଶାସନିକ ସେବାରୁ ଅବସର ନେଇଛନ୍ତି | ଡ଼ଃ ମିଶ୍ର ଜଣେ ଦକ୍ଷ ପ୍ରଶାସକ ତଥା କଳା ସାହିତ୍ୟ ଓ ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥିବାରୁ ତାଙ୍କର ଲୋକପ୍ରିୟତା ପାଇଁ ଯାଜପୁରରୋଡ଼ ସିଭିଲ ସୋସାଇଟି
Read More...

୮ମ କଳିଙ୍ଗନଗର ପୁସ୍ତଳ ମେଳା ୨୦୨୩ ଡିସେମ୍ବର ୧୪ ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ

ବ୍ୟାସନଗର : ୮ମ କଳିଙ୍ଗନଗର ପୁସ୍ତକ ମେଳା ୨୦୨୩ ଆସନ୍ତା ଡିସେମ୍ବର ୧୪ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବ୍ୟାସନଗରସ୍ଥିତ କାଳୀ ମେଳଣ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ଭୀମସେନ ପ୍ୟାଲେସ ଠାରେ କଳିଙ୍ଗନଗର ପୁସ୍ତକ ମେଳା କମିଟିର ଏକ ପ୍ରସ୍ତୁତୀ ବୈଠକରେ ସ୍ଥିରୀକୃତ ହୋଇଛି । ଉକ୍ତ ସଭାରେ
Read More...