Browsing Category

ରାଜ୍ୟ

ମାଲ୍ୟବନ୍ତ ମହୋତ୍ସବ ପାଇଁ ଉଠିଲା ପାଣି

ମାଲକାନଗିରି : ଶଙ୍ଖର ଧ୍ୱନୀ, ପାରମ୍ପାରିକ ଆଦିବାସୀ ଲୋକ ନୃତ୍ୟ ଓ ହୁଳହୁଳି ନାଦରେ ଶୁଭାରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବ, ଯଦୁଗୁଡା ଶୈବ ପୀଠରୁ ଉଠିଲା ପାଣି ବାଜିଲା ବିଗୁଲ। କଳଶ ଯାତ୍ରାରେ ଭାଗ ନେଲେ ହଜାର ହଜାର ସଂଖ୍ୟାରେ ଜିଲ୍ଲାବାସୀ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ
Read More...

ଜଗତସିଂହପୁର ଜିଲ୍ଲା ଲୋକସଭା ସାଂସଦ ପାଇଁ ଇଂଞ୍ଜିନିୟର ଶ୍ୟାମସୁନ୍ଦର ସେଠୀ ଖୁବ ଆଗରେ

ଏରସମା : ଓଡ଼ିଶାରେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ଯେମିତି ଗୋଟି ଚାଳନା କରି ପଚିଶ ବର୍ଷ ଶାସନ କରି ଆସୁଛନ୍ତି ତାହା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ସେ ଚାହାନ୍ତି ଦଳରେ ନୂଆ ଏବଂ ଉଚ୍ଚ ଶିକ୍ଷା ପ୍ରାପ୍ତ ଯୁବକଙ୍କୁ ସାମିଲି କରି ଆସନ୍ତା ନିର୍ବାଚନରେ ପୁଣି କ୍ଷମତାକୁ ବିଜେଡ଼ି ଆସି
Read More...

କଳିଙ୍ଗ ବାଲିଯାତ୍ରାରେ ମହିଳା ସଶକ୍ତିକରଣ ପାଇଁ ଏଏମଏନଏସ ପକ୍ଷରୁ ଷ୍ଟଲ ସ୍ଥାପନ

ପାରାଦୀପ : ପାରାଦୀପ ବିଜୁ ମଇଦାନରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ  ଅବସରରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଦ୍ୱାରା ସ୍ଥାପିତ ଏକ ଷ୍ଟଲ୍ ଓଡିଶା ସରକାରଙ୍କ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଉଦଘାଟିତ 
Read More...

ହରିଶପୁର୍ ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋରିକିନାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ଏରସମା : ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଓଡିଶାର କ୍ରୀଡା ଓ ଯୁବ ବ୍ୟାପାର ଦ୍ଵାରା ପ୍ରୟୋଜିତ ସମନ୍ଵିତ ଯୁବ ବିକାଶ
Read More...

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ମନ୍ଦିର ଓ ଡ଼ଙ୍ଗା ଭସାଇବାକୁ ଶ୍ରଦ୍ଧାଳୁମାନଙ୍କ ଭିଡ଼

ବ୍ୟାସନଗର. : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଉତ୍କଳୀୟ ପରମ୍ପରା ଅନୁଯାୟୀ ବୋଇତ ବନ୍ଦାଣ କରାଯାଏ। ଏଥିପାଇଁ ଯାଜପୁର ଓ ବ୍ୟାସ ନଗର ସହର ଥିବା ବିଭିନ୍ନ ଜଳାଶୟ ଗୁଡିକରେ ପ୍ରାତ ସମୟରେ ପ୍ରବଳ ଭିଡ଼ ଦେଖା ଯାଇ ଥିଲା l  ଶ୍ରଦ୍ଧାଳୁ ମାନେ ମଧ୍ୟରାତ୍ରିରୁ ଉଠି ବିଭିନ୍ନ ଜଳାଶୟ
Read More...

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା | ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ
Read More...

ଟିପ୍ପର ଦୁର୍ଘଟଣାରେ ଗୋଟିଏ ଗାଁର ୬ଜଣ ମୃତ

ଶୋକାକୂଳ ପରିବେଶରେ ଫାଟି ପଡିଲା ଗାଁ ନବରଙ୍ଗପୁର : ଟିପ୍ପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗୋଟିଏ ଗ୍ରାମର ଛଅ ଜଣ ଯୁବକ । ଗାଁ ସାରା ଶୋକାକୁଳର ପରିବେଶ । କାମ କରିବାକୁ ଯାଇ ଶବ ହୋଇ ଫେରିଲେ । ମୃତ ଖବର ଶୁଣି ପରିବାର ଲୋକ ହତବାକ ହୋଇଥିଲେ ।ସୂଚନା ଅନୁସାରେ ଗତ କାଲି  ମାଲକାନଗିରି
Read More...

ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ମୋ ଓଡ଼ିଶା,ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ଅନୁସାରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଉଚ୍ଚ ଶିକ୍ଷା, ଉଚ୍ଚ
Read More...

ଇଫକୋ ପାରାଦୀପକୁ ମିଳିଲା ସମ୍ମାନଜନକ ଗ୍ରୀଣ୍ଟେକ ପରିବେଶ ପୁରସ୍କାର

ପାରାଦୀପ : ପରିବେଶ ଉତ୍କର୍ଷ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ଇଫକୋ ପାରାଦୀପ ୟୁନିଟ୍ ୨୩ତମ ବାର୍ଷିକ ଗ୍ରୀଣ୍ଟେକ୍ ପରିବେଶ ପୁରସ୍କାର ୨0୨୩ ର ବିଜେତା ହୋଇଛି l ଗତ ନଭେମ୍ବର ୨୪ ତାରିଖରେ ଜାମ୍ମୁ ଓ କାଶ୍ମୀରର ସୋନମାର୍ଗଠାରେ ଆୟୋଜିତ ଗ୍ରୀଣ୍ଟେକ ବାର୍ଷିକ ସମ୍ମିଳନୀରେ ଇଫକୋକୁ ଏହି
Read More...

ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ, ଯୋଗଦେବା ପାଇଁ କଲିକତା ଯାତ୍ରାକଲେ କଳାହାଣ୍ଡିର ୨୦ ଜଣ ଯୁବକ ଯୁବତୀ

ଭବାନୀପାଟଣା : କଳାହାଣ୍ଡିର ଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ୨୪ ବାଟାଲିୟନ ସିଆରପିଏଫ୍ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର,ନର୍ଲା ଓ କେସିଙ୍ଗା
Read More...