Browsing Category

ରାଜ୍ୟ

ମୌଳିକ ସୁବିଧାରୁ ବଞ୍ଚିତ ଏଲକାନୁର ଗ୍ରାମ

କାଲିମେଳା : ଆଦିବାସୀ ବହୁଳ ଜିଲ୍ଲା ଗୁଡିକ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ବାସ୍ତବରେ ପ୍ରଣୟନ ହୋଇପାରୁନି l ଦଶନ୍ଧି ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଏମିତି କେତେ ଗୁଡିଏ ଗାଁ ରହିଛି ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରି ନାହି କି, ନଳକୂପ ନାହି
Read More...

ବିଶ୍ୱ ସ୍ତରୀୟ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ସପ୍ତାହ ପାଳନ

ଭୁବନେଶ୍ୱର : ଏକ ବିଶ୍ୱ ସ୍ତରୀୟ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ସପ୍ତାହ ପାଳନ ବିରୋଧରେ ଲଢେଇ ପାଇଁ ଏକ ବିଶ୍ୱସ୍ତରୀୟ ସଂଗଠନ ହେଫର୍ ଇଣ୍ଟରନ୍ୟାସନାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି | ନଭେମ୍ବର 24, 2023 ରେ ହୋଟେଲ ସ୍ୟାଣ୍ଡି ଟାୱାର, ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ
Read More...

ଆଇଟିସି ଭିଭେଲ୍ ର ନୂଆ କ୍ୟାମ୍ପେନରେ ସୋନମ୍ କପୁର

କଟକ: ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ୍ ଦୁନିଆରେ ପ୍ରବେଶ କରିଛନ୍ତି, ଯିଏକି ଆଇଟିସି ଭିଭେଲ୍ ର ନୂଆ ଟିଭିସିରେ ଅଭିନୟ କରିଛନ୍ତି । ସୋନମଙ୍କ ସହ ନିର୍ମିତ ଏହି ଫିଲ୍ମଟି ଭିଭେଲ୍ ଆଲୋବେରା ସାବୁନର କୋମଳ ଓ ପୋଷଣଯୁକ୍ତ ଗୁଣଗୁଡିକୁ
Read More...

ବ୍ୟାସନଗରରେ ଇତିହାସ ରଚିଲା ଭସାଣି ଉତ୍ସବ ଓ କାଳି ମେଳଣ ଉତ୍ସବରେ ପାଞ୍ଚ ଲକ୍ଷରୁ ଅଧିକ ଦର୍ଶକ

ବ୍ୟାସନଗର  : ଯାଜପୁର ଜିଲ୍ଲାର  ବ୍ୟାସନଗର ଠାରେ ଚଳିତ ବର୍ଷ ଭସାଣି  ଓ ମେଳଣ ଉତ୍ସବ ମାହଲରେ ପାଞ୍ଚ ଲକ୍ଷ ଦର୍ଶକମାନଙ୍କ ମନକୁ ମୋହିଥିଲା ଏହି ଉତ୍ସବ, ଇତିହାସ ରଚିଛି l ବୁଧବାର ଥିଲା ବ୍ୟାସନଗରର ସହରର  ଜଗତ ଜନନୀ ମା କାଳୀଙ୍କ ମେଲାଣି ଉତ୍ସବ l ଏହି ସହରରେ  ୧୫ ଗୋଟି ପୂଜା ମଣ୍ଡପରେ ମା
Read More...

ଚପ୍ରିୟା ପଞ୍ଚାୟତରେ ଆବାସ ଯୋଜନାରେ କେଳେଙ୍କାରୀ

ଜଣଙ୍କୁ ଦେଲେ କାର୍ଯ୍ୟାଦେଶ ଆଉ ଜଣଙ୍କ ନାମରେ ଜିଆଇଓ ଟ୍ୟାଗ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବ୍ଲକ ପ୍ରଶାସନର ବେଖାତିର ପରିତ୍ୟକ୍ତ ଝୁମ୍ପୁଡି ଘରେ ବୃଦ୍ଧା କ୍ଷୀର ରଣା ଗୋଳାମୁଣ୍ଡା : କେନ୍ଦ୍ର ସରକାର ଘର ନଥିବା ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର
Read More...

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରା “ଶୁଭାରମ୍ଭ”

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପକ୍ଷରୁ ବଡଭରଣ୍ଡି ପଞ୍ଚାୟତ ସ୍ଥିତ ପୂଜାରୀଗୁଡା ଖେଳ ପଡିଆ ଠାରେ ଭାରତ ସରକାରଙ୍କ "ବିକଶିତ ଭାରତ ସଂକଳ୍ପ ଯାତ୍ରା "ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସଂକଳ୍ପ ଯାତ୍ରା ରଥ ବଡଭରଣ୍ଡି ବଗା ପୂଜାରୀ ସହିଦ ସ୍ତମ୍ବ ନିକଟରେ ପହଞ୍ଚିଥିଲା ସ୍ମୃତି
Read More...

ହିରୋଇନ୍ ଭାବେ ନଜିର ଆସିବ ମାଲକାନଗିରି ଝିଅ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଝିଅ ଏବେ ସିନେମା ସୁଟିଂ ସେଟରେ। ତେଲୁଗୁ ଚଳଚ୍ଚିତ୍ରରେ ହିରୋଇନ୍ ଭାବେ ନିଜ ଅଭିନୟକୁ ଡେବ୍ବୁ କରିଛନ୍ତି "ମନିକା" ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ନମ୍ବର ଗ୍ରାମରେ ମଧ୍ୟ ବିତ୍ତ ପରିବାରରେ ଏକ ମାତ୍ର ଝିଅ ହେଉଛି "ମନିକା
Read More...

ଇଫକୋ ପାରାଦୀପ ଡିଏଭି ସ୍କୁଲରେ ସାହିତ୍ୟ ସମାବେଶ ଅନୁଷ୍ଠିତ

ପାରାଦୀପ : ପାରାଦୀପ ଉପକଣ୍ଠରେ ଥିବା ଇଫକୋ ପରିସର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ସାହିତ୍ୟ-ସମାବେଶ ଗୁରୁବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି  ଭାବରେ ପାରାଦୀପ ମହାବିଦ୍ୟାଳୟର  ଇଂରାଜୀ ବିଭାଗୀୟ ମୁଖ୍ୟ ଗଣେଶ୍ୱର ପାତ୍ର ଯୋଗଦାନ
Read More...

ଆଞ୍ଚଳିକ ପୂଜ୍ୟପୂଜା ସଂସଦ ଏରସମାର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା  ଆଞ୍ଚଳିକ ପୂଜ୍ୟପୂଜା ସଂସଦ ତରଫରୁ ଷଷ୍ଠ ବାର୍ଷିକ ଉତ୍ସବ ସ୍ୱାମୀ ବିବେକାନନ୍ଦ କ୍ଳବ ସିହା, ସଭା ଗୃହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଯଜାତି କେଶରୀ ସାମାନ୍ତରାୟଙ୍କ ପରିଚାଳନା ଓ ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ କବିତା ଆସର ଓ
Read More...