Browsing Category

ରାଜ୍ୟ

ପାରାଦୀପରେ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ପାରାଦୀପ : ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ପାରାଦ୍ଵୀପ ଆସିବା ପୂର୍ବରୁ ପାରାଦ୍ଵୀପ ଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ
Read More...

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଜନ ଆକ୍ରୋଶ ସମାବେଶ

ଚମ୍ପୁଆ : ଦୁର୍ନିତୀଗ୍ରସ୍ତ ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚମ୍ପୁଆ ଵିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଶିବ ମନ୍ଦିର ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମାକରି ଵ୍ଲକ
Read More...

ଜନ ସୁରକ୍ଷା ଗଜ ସୁରକ୍ଷା ତାଲିମ ଶିବିର

ଚମ୍ପୁଆ : ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳ ଵାୟୁ ପରିବର୍ତ୍ତନ ଵିଭାଗଙ୍କ ନିର୍ଦ୍ଦେଶକ୍ରମେ ଆଜି ଚମ୍ପୁଆ ବନ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହାତୀ ସୁରକ୍ଷା ଓ ଜୀବନ ଜୀବିକା ବିକାଶ ସମ୍ପର୍କିତ ଏକ ତାଲିମ ଶିବିର ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍ଵୟଂ ସହାୟକ ଦଳର ମହିଳାମାନେ ସମାଜ ପରିବର୍ତ୍ତନର ସାରଥୀ ହେବା ଦରକାର – ଜିଲ୍ଲାପାଳ

ନବରଙ୍ଗପୁର : ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ବ୍ଲକର ମହିଳା ସ୍ଵୟଂ ସହାୟକ ଦଳର ମହାସଂଘର ସଭାପତି ଓ ସମ୍ପାଦିକା
Read More...

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଶିବିର

ବ୍ୟାସନଗର : ବ୍ୟାସନଗର ସ୍ଥିତ କେ.ଏନ.ଡି.ଏ ସମ୍ମିଳନୀ ଗୃହରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଜନଶୁଣାଣି ଶିବିର ଏକ ପ୍ରକୃଷ୍ଟ
Read More...

ସର୍ବଭାରତୀୟ କରାଟେ ଚମ୍ପିଆନସିପ-୨୦୨୩: କନିଷ୍ଠ ବିଭାଗରେ କେରଲା ଇଂରାଜୀ ବିଦ୍ୟାଳୟର ପ୍ରିୟାଂଶୀଙ୍କୁ ବ୍ରୋଞ ପଦକ

ଚମ୍ପୁଆ : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତା -୨୦୨୩ କନିଷ୍ଠ ବର୍ଗରେ ସ୍ଥାନୀୟ କେରଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ପ୍ରିୟାଂଶୀ ଖଣ୍ଡାୟତ ବ୍ରୋଞ ପଦକ ହାସଲ କରି ଅନୁଷ୍ଠାନ ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି ।ଏବେ ସେ ଏ ଅନୁଷ୍ଠାନର ୭ମ ଶ୍ରେଣୀରେ ଅଧ୍ୟୟନରତ
Read More...

ଟ୍ରକ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଉମରକୋଟ : ଟ୍ରକକୁ ଓଭର ଟେକ କରିବାକୁ ଯାଇ ଦୁର୍ଘଟଣାର ଶିକାର,  ବାଇକ୍ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଠାରୁ ରାଇଘର ଯିବା ରାସ୍ତାର ୟୁଭି ୬ ନଂ(ବୁର୍ଜା) ଛକ ନିକଟରେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ
Read More...

ଉଦଘାଟନ ସରିବା ସପ୍ତାହେ ପୁରିନାହିଁ, ପ୍ଲେଟ ଭାଙ୍ଗି ଡ୍ରେନରେ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ

ଉମରକୋଟ : ଉମରକୋଟ ସହର ପ୍ରାରମ୍ଭରେ ଆଇ ଲଭ ଉମରକୋଟ ସେଲଫି ପଏଣ୍ଟ ଉଦଘାଟନ ହୋଇ ସପ୍ତାହେ ହୋଇନାହିଁ, ଚାଳକ ଡ୍ରେନ ଉପରେ ପଡିଥିବା କଭର ପ୍ଲେଟ ଉପରେ ମାଲ ବୋଝେଇ ଟ୍ରକ ପାର୍କିଙ୍ଗ କରିବା ଯୋଗୁଁ ନୂତନ ଭାବେ ନିର୍ମାଣଧୀନ ଡ୍ରେନର କଭର ପ୍ଲେଟ ସବୁ ଭାଙ୍ଗିଗଲା।ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା
Read More...

ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ ଗତକାଲି ସଂଧ୍ୟା ପ୍ରାୟ ୬. ୩୦ ମିନିଟ ସମୟରେ ଏକ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ତେବେ ମୃତ
Read More...

ବଙ୍ଗୀୟ ସମାଜର ସମସ୍ୟା ଖୁବ ଶୀଘ୍ର ହେବ ସମାଧାନ: ପ୍ରଣବ ପ୍ରକାଶ ଦାସ

ଉମରକୋଟ : ପୂର୍ବରୁ ରାଜ୍ୟ ସରକାର ଅନେକ ସମସ୍ୟା ସମାଧାନ କରିଛନ୍ତି କିନ୍ତୁ ବଙ୍ଗୀୟ ସମାଜର  ଯାହା କିଛି କିଛି ସମସ୍ୟା ରହିଛି ତାହା ଅତି ଶୀଘ୍ର ସମାଧାନ କରାଯିବ ବୋଲି ବିଜେଡ଼ିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଶ୍ରୀ ଦାସ କାଲି ରାତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର
Read More...