Browsing Category

ରାଜ୍ୟ

୧୭ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ୟାସନଗର  : ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ନିମପଲ୍ଲୀ ଗ୍ରାମସ୍ଥିତ ସୁରି ସାହିରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଚର୍ଚ୍ଚିତ ଘଟଣାର ଶୁଣାଣି ଶେଷ ହୋଇଛି l ଆଜି ଦିନ ୪ : ୩0 ମିନିଟ ସମୟରେ ଯାଜପୁର ରୋଡ କୋର୍ଟରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧0 ହଜାର ଟଙ୍କା
Read More...

ଛତିଶଗଡରେ ନିର୍ବାଚନ, ଓଡ଼ିଶା ସୀମାନ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ସୀମାନ୍ତ ଛତିଶଗଡରେ ବର୍ତମାନ ବିଧାନସଭା ନିର୍ବାଚନ ଅନଷ୍ଠିତ ହେଉଥିବାରୁ ସେଠାରେ ପ୍ରଚାର ବେଶ ଜୋର ଧରିଛି । ଆଗାମୀ ୧୭ ତାରିଖ ଦିନ ଛତିଶଗଡର ଦ୍ୱିତୀୟ ଚରଣ ମତଦାନ ହୋଇଥିବାରୁ ଆଜି ଓଡ଼ିଶା ସୀମାନ୍ତ ଝାକର ପଡ଼ା ଠାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁବେଶ୍ ବଘେଲ
Read More...

ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ 2 ମହିଳାଙ୍କ ସମେତ 7 ଗିରଫ

କୋରାପୁଟ : ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ 2 ମହିଳାଙ୍କ ସମେତ 5 ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ l ରମେଶ ତ୍ରିପାଠୀ ସରକାରୀ ଚାକିରୀରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର ସ୍ତ୍ରୀ
Read More...

ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ନିର୍ବାଚିତ ଜନପ୍ରତିନିଧି

ମାଲକାନଗିରି : ମାଲକାନଗିରି ସଦରମହକୁମା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ନିର୍ବାଚିତ ଜନ ପ୍ରତିନିଧି। ଅଣ ବିଜେଡି ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଖୋଦ ବ୍ଲକ ଉପାଧ୍ୟକ୍ଷ ଓ ଅନ୍ୟ ସମିତି ସଭ୍ୟ। ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ
Read More...

ବେଆଇନ ଗୁଟ୍କା କାରଖାନାରେ ଚଢ଼ଉ, ୩ ଗିରଫ

ନଗଦ ୮ଲକ୍ଷ ଟଙ୍କା, ୫୦ ବସ୍ତା ଗୁଟ୍କା, ୭ ମେସିନ୍ ଜବତ କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକରେ ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ଚାଲିଥିଲା ଗୁଟ୍କା ତିଆରି କାରଖାନା। ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଆଜି ଏହି ଗୁଟ୍କା ତିଆରି କାରଖାନା ଉପରେ ଚଢ଼ଉ କରିଛି ପୁଲିସ ।
Read More...

ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷ ୨୦୨୩-ଉପଲକ୍ଷେ ବ୍ଲକସ୍ତରୀୟ ପୁଷ୍ଟିଶସ୍ୟ ସଚେତନତା ପଦଯାତ୍ରା

ଚମ୍ପୁଆ : ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ଓ ଆତ୍ମାକେନ୍ଦ୍ର ଆନୁକୁଲ୍ୟରେ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଠାରେ ବ୍ଲକସ୍ତରୀୟ ପୁଷ୍ଟିଶସ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରା ସ୍ଥାନୀୟ ମହତାବ ଉଚ୍ଚ ବିଦ୍ୟାଳୟରୁ ବାହାରି ସହର
Read More...

ବଞ୍ଚିବାର ରାହା ଦେଉଛି ଶିଆଳି ପତ୍ର

ଝରିଗାଁ : ଅଧିକାଂଶ ଗରୀବ ବନାଞ୍ଚଳ ଆଦିବାସୀ ଯେଉଁମାନେ ଜଙ୍ଗଲରୁ ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଜୀବନଯାପନ କରିଥାନ୍ତି। ସେ ଫୁଲ ହେଉକି ଫଳ କିମ୍ବା ଶାଗ ହେଉ କି ଅନ୍ୟ କିଛି ଘର କରଣା ଜିନିଷ ବ୍ୟବହାର ପାଇଁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି। ମହୁଲ, ଶାଳ, କେନ୍ଦୁ, ଅଁଳା ଭଳି
Read More...

ଗଜପତିରେ ଆମ ଓଡିଶା ନବୀନ ଓଡିଶା ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତିର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୭୪.୫୦ କୋଟି   ୧୬୬୨ ପ୍ରକଳ୍ପ, ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ– ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡି : ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଗଜପତି ଜିଲ୍ଲାକୁ ୭୪.୫୦ କୋଟି
Read More...

ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ରାଜ୍ୟ ପୌରପରିଷଦ ମହାସଂଘ ସଭାପତି ଭାବେ ମନୋନୀତ : ପାରାଦୀପରେ ସମ୍ବର୍ଦ୍ଧନା…

ପାରାଦୀପ : ଓଡିଶା ପୌରପରିଷଦ ମହାସଂଘର ରାଜ୍ୟସ୍ତରୀୟ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରବିବାର ଦିନ ଭୁବନେଶ୍ୱର ନିକଟସ୍ଥ ଫୁଲନଖରା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟର ୨୧ ଟି ଜିଲ୍ଲାରୁ ୮୧ ଜଣ ପୌରାଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଉପାଧ୍ୟକ୍ଷା ଯୋଗଦେଇ
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଆଜି ସକାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଭୋଟର ସଚେତନତା ରଥକୁ ସବୁଜ ପତାକା ଦେଖାଇ
Read More...