Browsing Category

ରାଜ୍ୟ

ପାରାଦୀପ ବନ୍ଦର ଆନ୍ତଃ ବିଭାଗୀୟ ସାଂସ୍କୃତିକ ମହୋତ୍ସବ : ଚତୁର୍ଥ ସନ୍ଧ୍ୟାରେ ଅର୍ଥ ବିଭାଗ ଦ୍ୱାରା ‘ଅଫିସ…

ପାରାଦୀପ : ପାରାଦୀପ ସାଂସ୍କୃତିକ ତଥା ନାଟକ ପରମ୍ପରାକୁ ଉଦ୍ଜୀବିତ କରି ରଖିବା ଏବଂ ପ୍ରୋତ୍ସାହନ ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ପରିସରରେ ଏକ ଆନ୍ତଃ ବିଭାଗୀୟ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଛି l ଏହି ମହୋତ୍ସବ ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇ
Read More...

ଅଭାବି ବର୍ଷା ଓ ଜମିକୁ ଜଳସେଚନ ନିମନ୍ତେ ଜରୁରୀ ଯୋଜନା ବୈଠକ

ଗୋଷାଣି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଛି । ଚାଷି ମାନେ ସମ୍ପୂର୍ଣ୍ଣମାତ୍ରାରେ ହତାସ ହୋଇପଡିଛନ୍ତି । ଧାନ ଗଛ ଗର୍ଭ ଧାରଣ ତଥା ଧାନ ମଞ୍ଜି ଉଠିବା ସମୟରେ ଜମିରେ ପାଣି ବୁନ୍ଦାଏ ନାହିଁ । ଚାଳିଶି ଦିନ ହେଲା ଜିଲ୍ଲାରେ ବର୍ଷା ନାହିଁ । ତିନି
Read More...

କାର୍ଗୋ ପରିଚାଳନାରେ ଧାମରା ପୋର୍ଟର ରେକର୍ଡ ପରେ ରେକର୍ଡ

ଏକ ମାସ ମଧ୍ୟରେ ଦୁଇଟି ରେକର୍ଡକୁ ଅତିକ୍ରମ ଧାମରା : କାର୍ଗୋ ପରିଚାଳନାରେ ରେକର୍ଡ ପରେ ରେକର୍ଡ କରିଚାଲିଛି ଆଦାନୀ ଧାମରା ପୋର୍ଟ । ଆଦାନି ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ଧାମରା ପୋର୍ଟ କର୍ପୋରେସନ୍ ଲିମିଟେଡ୍ କାର୍ଗୋ ପରିଚାଳନା କ୍ଷେତ୍ରରେ ଗତ ଏକ ମାସ
Read More...

କୈରାଲୀ କଲେଜରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା, ଦୁର୍ନୀତି ହଟିଲେ ,ଦେଶ ହସିବ

ଚମ୍ପୁଆ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ କୈରାଲୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ/ଅଧ୍ୟାପିକା ଓ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ଇଫକୋ ପାରାଦୀପ ପକ୍ଷରୁ ଭିଜିଲାନ୍ସ ସଚେତନତା ଅଭିଯାନ

ପାରାଦୀପ : ବ୍ୟକ୍ତିଗତ ଅଖଣ୍ଡତା, କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ସର୍ବୋଚ୍ଚ ମାନକୁ ବଜାୟ ରଖିବା ପାଇଁ, ଇଫକୋ ପାରାଦୀପ ୟୁନିଟ୍ ପର୍ଯ୍ୟବେକ୍ଷଣ ଭିଜିଲାନ୍ସ ବା ଦୁର୍ନୀତି ନିବାରଣ ସଚେତନତା ଅଭିଯାନ -୨0୨୩ ର ଶୀର୍ଷକ  "ଦୁର୍ନୀତିକୁ ନା କୁହ; ଦେଶ ପ୍ରତି ପ୍ରତିଶ୍ରୁତି ଦିଅ"
Read More...

ଅନ୍ଧାର ଭିତରକୁ ଠେଲି ହୋଇଯାଉଛି କୁନିନାଳ ଗାଁର ଛୋଟଛୋଟ ପିଲାଙ୍କ ଭବିଷ୍ୟତ

ଝରୀଗାଁ  : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀଗାଁ ପଞ୍ଚାୟତ  ଅଧିନସ୍ଥ ଏକ ପୁରାତନ ଗାଁ କୁନିନାଳ | ଗାଁର ଜନସଂଖ୍ୟା 60ରୁ ଉର୍ଦ୍ଧ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଜୁଳି ଭଳି ମୌଳିକ ସୁବିଧାରୁ ଏବେଯାଏ ବଞ୍ଚିତ ରହିଛନ୍ତି ଏଠିକାର ବାସିନ୍ଦା |ସରକାର ଶିକ୍ଷାକୁ
Read More...

ନିର୍ବାଚନ ସମୟରେ ନକ୍ସଲ ହିଂସା

 * ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଗ୍ରାମବାସୀଙ୍କୁ  ହତ୍ୟା ନବରଙ୍ଗପୁର : ଆଗକୁ ଛତିଶଗଡରେ ବିଧାନସଭା ନିର୍ବାଚନ ରହିଛି। କିନ୍ତୁ ଏହା ପୂର୍ବରୁ ଛତିଶଗଡ କାଙ୍କେର ଜିଲ୍ଲା ରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି । ଗୋଟିଏ ପଟ ନିର୍ବାଚନୀ ହୱାରେ ଲୋକ ଉତ୍ସାହିତ ରହିଥିବାବେଳେ ଅନ୍ୟ
Read More...

ଗୋଳାମୁଣ୍ଡା ଶିବାଜୀ ଷ୍ଟାଡିୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବିଜେଡି ଦଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଗୋଳାମୁଣ୍ଡା ବିଡିଓ,ତହସିଲଦାର ତତ୍ୱାବଧାନରେ ଗୋଳାମୁଣ୍ଡା ବ୍ଲକ ଏମ ବି କେ,ସି
Read More...

କାଲିମେଳା କଂଗ୍ରେସ ପକ୍ଷରୁ ଚାଷୀ ଋଣ ଛାଡ ପାଇଁ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲେ ୭ଟି ପଞ୍ଚାୟତ ଲୋକେ

କାଲିମେଳା : ପାଣି ଅଭାବରୁ ଅନେକ ଜାଗାରେ ଫସଲ ନଷ୍ଟ ହେବାରେ ଲାଗିଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି | ବର୍ଷା ଅଭାବରୁ ଜମି ଫାଟି ଆଁ କରି ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଥିବା ବେଳେ ସେପଟେ ଠିକ ସମୟରେ କେନାଲ ବିଭାଗ
Read More...

ଏସିଆନ ଆଥଲେଟିକ୍ସ ପ୍ରତିଯୋଗୀ ଧୁନ ଚନ୍ଦ୍ର ତରାଇଙ୍କୁ ପୂର୍ବତନ ବନ୍ଦର ଟ୍ରଷ୍ଟିଙ୍କ ସହାୟତା

ପାରାଦୀପ :  ଚଳିତ ନଭେମ୍ବର ମାସ ୧୪ ରୁ ୨0 ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପରେ ପାରାଦୀପ ବନ୍ଦର କର୍ମଚାରୀ ଧୁନ ଚନ୍ଦ୍ର ତରାଇ (୫୮) ଭାରତର ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇ ପାରାଦୀପ ପାଇଁ ଗୌରବ ଆଣିପାରିଛନ୍ତି
Read More...