Browsing Category

ରାଜ୍ୟ

ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷ ୨୦୨୩-ଉପଲକ୍ଷେ ବ୍ଲକସ୍ତରୀୟ ପୁଷ୍ଟିଶସ୍ୟ ସଚେତନତା ପଦଯାତ୍ରା

ଚମ୍ପୁଆ : ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ଓ ଆତ୍ମାକେନ୍ଦ୍ର ଆନୁକୁଲ୍ୟରେ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଠାରେ ବ୍ଲକସ୍ତରୀୟ ପୁଷ୍ଟିଶସ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରା ସ୍ଥାନୀୟ ମହତାବ ଉଚ୍ଚ ବିଦ୍ୟାଳୟରୁ ବାହାରି ସହର…
Read More...

ବଞ୍ଚିବାର ରାହା ଦେଉଛି ଶିଆଳି ପତ୍ର

ଝରିଗାଁ : ଅଧିକାଂଶ ଗରୀବ ବନାଞ୍ଚଳ ଆଦିବାସୀ ଯେଉଁମାନେ ଜଙ୍ଗଲରୁ ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଜୀବନଯାପନ କରିଥାନ୍ତି। ସେ ଫୁଲ ହେଉକି ଫଳ କିମ୍ବା ଶାଗ ହେଉ କି ଅନ୍ୟ କିଛି ଘର କରଣା ଜିନିଷ ବ୍ୟବହାର ପାଇଁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି। ମହୁଲ, ଶାଳ, କେନ୍ଦୁ, ଅଁଳା ଭଳି…
Read More...

ଗଜପତିରେ ଆମ ଓଡିଶା ନବୀନ ଓଡିଶା ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତିର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୭୪.୫୦ କୋଟି   ୧୬୬୨ ପ୍ରକଳ୍ପ, ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ– ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡି : ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଗଜପତି ଜିଲ୍ଲାକୁ ୭୪.୫୦ କୋଟି…
Read More...

ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ରାଜ୍ୟ ପୌରପରିଷଦ ମହାସଂଘ ସଭାପତି ଭାବେ ମନୋନୀତ : ପାରାଦୀପରେ ସମ୍ବର୍ଦ୍ଧନା…

ପାରାଦୀପ : ଓଡିଶା ପୌରପରିଷଦ ମହାସଂଘର ରାଜ୍ୟସ୍ତରୀୟ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରବିବାର ଦିନ ଭୁବନେଶ୍ୱର ନିକଟସ୍ଥ ଫୁଲନଖରା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟର ୨୧ ଟି ଜିଲ୍ଲାରୁ ୮୧ ଜଣ ପୌରାଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଉପାଧ୍ୟକ୍ଷା ଯୋଗଦେଇ…
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଆଜି ସକାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଭୋଟର ସଚେତନତା ରଥକୁ ସବୁଜ ପତାକା ଦେଖାଇ…
Read More...

ପାରାଦୀପ ବନ୍ଦର ଆନ୍ତଃ ବିଭାଗୀୟ ସାଂସ୍କୃତିକ ମହୋତ୍ସବ : ଚତୁର୍ଥ ସନ୍ଧ୍ୟାରେ ଅର୍ଥ ବିଭାଗ ଦ୍ୱାରା ‘ଅଫିସ…

ପାରାଦୀପ : ପାରାଦୀପ ସାଂସ୍କୃତିକ ତଥା ନାଟକ ପରମ୍ପରାକୁ ଉଦ୍ଜୀବିତ କରି ରଖିବା ଏବଂ ପ୍ରୋତ୍ସାହନ ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ପରିସରରେ ଏକ ଆନ୍ତଃ ବିଭାଗୀୟ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଛି l ଏହି ମହୋତ୍ସବ ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇ…
Read More...

ଅଭାବି ବର୍ଷା ଓ ଜମିକୁ ଜଳସେଚନ ନିମନ୍ତେ ଜରୁରୀ ଯୋଜନା ବୈଠକ

ଗୋଷାଣି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଛି । ଚାଷି ମାନେ ସମ୍ପୂର୍ଣ୍ଣମାତ୍ରାରେ ହତାସ ହୋଇପଡିଛନ୍ତି । ଧାନ ଗଛ ଗର୍ଭ ଧାରଣ ତଥା ଧାନ ମଞ୍ଜି ଉଠିବା ସମୟରେ ଜମିରେ ପାଣି ବୁନ୍ଦାଏ ନାହିଁ । ଚାଳିଶି ଦିନ ହେଲା ଜିଲ୍ଲାରେ ବର୍ଷା ନାହିଁ । ତିନି…
Read More...

କାର୍ଗୋ ପରିଚାଳନାରେ ଧାମରା ପୋର୍ଟର ରେକର୍ଡ ପରେ ରେକର୍ଡ

ଏକ ମାସ ମଧ୍ୟରେ ଦୁଇଟି ରେକର୍ଡକୁ ଅତିକ୍ରମ ଧାମରା : କାର୍ଗୋ ପରିଚାଳନାରେ ରେକର୍ଡ ପରେ ରେକର୍ଡ କରିଚାଲିଛି ଆଦାନୀ ଧାମରା ପୋର୍ଟ । ଆଦାନି ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ଧାମରା ପୋର୍ଟ କର୍ପୋରେସନ୍ ଲିମିଟେଡ୍ କାର୍ଗୋ ପରିଚାଳନା କ୍ଷେତ୍ରରେ ଗତ ଏକ ମାସ…
Read More...

କୈରାଲୀ କଲେଜରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା, ଦୁର୍ନୀତି ହଟିଲେ ,ଦେଶ ହସିବ

ଚମ୍ପୁଆ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ କୈରାଲୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ/ଅଧ୍ୟାପିକା ଓ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...

ଇଫକୋ ପାରାଦୀପ ପକ୍ଷରୁ ଭିଜିଲାନ୍ସ ସଚେତନତା ଅଭିଯାନ

ପାରାଦୀପ : ବ୍ୟକ୍ତିଗତ ଅଖଣ୍ଡତା, କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ସର୍ବୋଚ୍ଚ ମାନକୁ ବଜାୟ ରଖିବା ପାଇଁ, ଇଫକୋ ପାରାଦୀପ ୟୁନିଟ୍ ପର୍ଯ୍ୟବେକ୍ଷଣ ଭିଜିଲାନ୍ସ ବା ଦୁର୍ନୀତି ନିବାରଣ ସଚେତନତା ଅଭିଯାନ -୨0୨୩ ର ଶୀର୍ଷକ  "ଦୁର୍ନୀତିକୁ ନା କୁହ; ଦେଶ ପ୍ରତି ପ୍ରତିଶ୍ରୁତି ଦିଅ"…
Read More...