ଅନ୍ଧାର ଭିତରକୁ ଠେଲି ହୋଇଯାଉଛି କୁନିନାଳ ଗାଁର ଛୋଟଛୋଟ ପିଲାଙ୍କ ଭବିଷ୍ୟତ
ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀଗାଁ ପଞ୍ଚାୟତ ଅଧିନସ୍ଥ ଏକ ପୁରାତନ ଗାଁ କୁନିନାଳ | ଗାଁର ଜନସଂଖ୍ୟା 60ରୁ ଉର୍ଦ୍ଧ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଜୁଳି ଭଳି ମୌଳିକ ସୁବିଧାରୁ ଏବେଯାଏ ବଞ୍ଚିତ ରହିଛନ୍ତି ଏଠିକାର ବାସିନ୍ଦା |ସରକାର ଶିକ୍ଷାକୁ!-->…
Read More...
Read More...