Browsing Category

ରାଜ୍ୟ

ବିଦ୍ୟୁତ ସଂସ୍ପର୍ଷରେ ଆସି ନାବାଳକ ଗୁରୁତର

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗର ଦେଇ ଯାଇଥିବା ଉଚ୍ଚ ସମ୍ପନ୍ନ ତଥା 33 କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନାବାଳକ ଜଣକ ଗୁରୁତର ହୋଇପଡିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗରର ୟୁ.ଶ୍ୟାମ ସୁନ୍ଦର ରାଓ(15)…
Read More...

ଚିଠି ଭୋଟର ତାଲିକା ୨୦୨୪ ପ୍ରକାଶିତ

ଚୁଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ ଚମ୍ପୁଆ : ଚୁଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା…
Read More...

ବରିଷ୍ଠ ବିଜେପି ନେତା ମୁରଲୀ ଶର୍ମାଙ୍କ ଵିଭିନ୍ନ ପୂଜାମଣ୍ଡପ ଦର୍ଶନ ସହ ଆଶିଷ ଭିକ୍ଷା ମାଗିଲେ

ଚମ୍ପୁଆ : ଚମ୍ପୁଆ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ବରିଷ୍ଠ ନେତା  ଡ଼ ମୁରଲୀ ମନୋହର ଶର୍ମାଙ୍କ ଚମ୍ପୁଆ ବିଧାନସଭା ଅଞ୍ଚଳରେ ଦଶହରା ଦିନ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଙ୍କ ସାଙ୍ଗରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ। ଡ଼ ଶର୍ମା ନିଜ ଅଞ୍ଚଳ…
Read More...

ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ଜନ ଆନ୍ଦୋଳନ

ବ୍ୟାସନଗର : ବ୍ୟାସନଗର ସହରର ଏକ ମାତ୍ର ରାଜୀବ ଗାନ୍ଧୀ ଷ୍ଟାଡିୟମ ଏଵେ ଅବହେଳିତ ଅବସ୍ଥାରେ l ଏହି ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ କ୍ରୀଡ଼ାବିତମାନେ ଦେଶ ତଥା ରାଜ୍ୟର ନାମକୁ ଗୌରବନୀତ କରିଥବାବେଳେ ଏହି ଷ୍ଟାଡିୟମକୁ ରାଜନୀତି ଅନିଚ୍ଛା ନ ଥୁବାରୁ ଅବହେଳିତ ହୋଇ ପଡି…
Read More...

ମେଘା ପ୍ରକଳ୍ପର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୋଷ

ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଜନସାଧାରଣଙ୍କୁ ପାନୀୟ ଜଳ ସେବନ ନିମନ୍ତେ ଦୀର୍ଘ ଦିନରୁ ସମସ୍ୟା ଦେଖା ଦେଇ ଆସୁଥିଲା। କିନ୍ତୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଳାମୁଣ୍ଡାର ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବା ନେଇ ୧୭୮କୋଟି ଟଙ୍କା ବିନିମୟରେ ମେଘା ପାନୀୟ ଜଳ…
Read More...

ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ ୨୦୨୩ ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି…
Read More...

ବିଦ୍ୟୁତ ସଂଯୋଗ ଦାବିରେ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା

ବ୍ୟାସନଗର  : ଯାଜପୁର ଜିଲ୍ଳା ଯାଜପୁର ରୋଡ଼ ସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ବିଦ୍ୟୁତ ସଂଯୋଗ ଦାବିରେ  ଆଜି ଧାରଣାରେ ବସିଥିଲେ ଶତାଧିକ ଅସନଝର ଗ୍ରାମବାସୀ l ସୂଚନା ମୁତାବକ ଦୀର୍ଘ ୯ ମାସ ଧରି ଅସନଝର ଗ୍ରା.ପ.ର ମଝୀସାହି, ଉପର ସାହି  ଓ ଟିକର ସାହିରେ…
Read More...

ଓଏମସି ପକ୍ଷରୁ ଛତୁ ଚାଷ ଉପରେ ଦକ୍ଷତା ଵୃଦ୍ଧି ତାଲିମ ଶିବିର

ଯୋଡ଼ା : ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏହାକୁ ଚାଷୀମାନେ ବାରମାସ ଉତ୍ପାଦନ କରି ପାରିବେ । ଏହାର ବଜାର ଦର ମଧ୍ୟ ଠିକ୍ ଅଛି । ଚାଷୀ ମାନଙ୍କ ଉନ୍ନତି ପାଇଁ ଓଡିଶା ଖଣିନିଗମ ତିରିଂ ପାହାଡ ଲୌହ ଖଣି ତରଫରୁ  କୁନ୍ଦୁରିପାଣି ଗ୍ରାମ ସଭା ଗୃହରେ ଛତୁ ଚାଷ ଉପରେ ଏକ ଦକ୍ଷତା ଵୃଦ୍ଧି ତାଲିମ…
Read More...

ଓଡିଶା ସୀମାନ୍ତରେ ହାତିପଲ

* ବୋରେଇ ମୁଖ୍ୟ ରାସ୍ତା ଅତିକ୍ରମ କଲେ ହାତୀପଲ *ସୀମାନ୍ତ ରେ ଭୟ ର ବାତାବରଣ ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ବୋରେଇ ମୁଖ୍ୟ ରାସ୍ତା ଉପରେ ଆଜି ଏକ ହାତୀପଲ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା l ଆଜି ଅପରାହ୍ନରେ ପ୍ରାୟ ୩୦ରୁ ଉର୍ଧ ଗୋଟି…
Read More...

ଡାକ୍ତର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ବିରଳ ଅସ୍ତ୍ରୋପଚାର,ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ  ସୁପର ହସ୍ପିଟାଲ ରେ ଅର୍ଥପେଡିକ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଙ୍କ ଦ୍ୱାର ପଡିଯାଇ ଗୋଡଜଙ୍ଘ  ହାଡ ଭାଙ୍ଗି ଯାଇଥିବା ଜୈନିକ ରୋଗୀକୁ  ସଫଳ ଅସ୍ତ୍ରୋପଚାର କରିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଧୀରେ ଧୀରେ…
Read More...