Browsing Category

ରାଜ୍ୟ

ସାଇବର କ୍ରାଇମ୍ ଉପରେ ସତର୍କତା ପାଇଁ ଝାରସୁଗୁଡା ଜ଼ିଲ୍ଲାପାଳଙ୍କ ପ୍ରେସମିଟ

ଝାରସୁଗୁଡା: ଝାରସୁଗୁଡା ଜ଼ିଲ୍ଲାପାଳ ଆବୋଲି ସୁନୀଲ ନାରଭେନଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଆରକ୍ଷୀ ଅଧିକାରୀଙ୍କ ସମ୍ବିଳନୀ କକ୍ଷରେ ସାଇବର ସତର୍କତା ଓ ପ୍ରଚାର ଉପରେ ଏକ ପ୍ରେସମିଟ ହୋଇଥିଲା l ଏଥିରେ ଝାରସୁଗୁଡା ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ପରମାରସ୍ମିତ ପରାସତ୍ତମ ଦାସ ଓ
Read More...

ଭୁବନେଶ୍ୱର ଠାରେ ୨୯ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ ୨୯ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଅଛି | ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ.ଏସ.
Read More...

ଟେଲିଫିଲ୍ମ ‘ସେଁର୍‌ରା’ର ଶୁଭ ମହୁରତ

ଭବାନୀପାଟଣା : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଟେଲିଫିଲ୍ମ 'ସେଁର୍‌ରା'ର ଶୁଭ ମହୁରତ ଭବାନୀପାଟଣା ସହର ଉପକଣ୍ଠସ୍ଥ ଭଙ୍ଗାବାରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ଫିଲ୍ମର ନିର୍ଦ୍ଦେଶକ ସୌରଭ ମହାପାତ୍ର ଏହାର
Read More...

ଲୋହରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି

ଭବାନୀପାଟଣା : ଚୀଚେଇଁ ଗୁଡାଠାରେ ଆଦିବାସୀ ଲୋହରା ବିକାଶ ପରିଷଦ ପକ୍ଷରୁ ଲୋହରା ସମାଜକୁ ଆଦିବାସୀ ମାନ୍ୟତା ଦାବିକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା , ଏହି ବୈଠକରେ ସହ ସହ ସଂଖ୍ୟାରେ ଲୋହରାମାନେ ଉପସ୍ଥିତ ରହିଥିବା ବେଳେ ଲୋହରା ସମାଜକୁ ଆଦିବାସୀ ମାନ୍ୟତା ଦାବିକୁ ନେଇ ଆଲୋଚନା
Read More...

ମାଲକାନଗିରି ଜିଲ୍ଲାରେ ୩୬ଟି ବସ୍

ମାଲକାନଗିରି : ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ଯୋଜନାରେ ମାଲକାନଗିରି ଜିଲ୍ଲାକୁ ଅନୁର୍ଭୁକ୍ତ କରିବା ପରେ, ଜିଲ୍ଲାରେ ପହଞ୍ଚିଛି ମୋଟ ୧୫ଟି ବସ୍। ଲକ୍ଷ୍ମୀ ଯୋଜନାରେ ଅନ୍ତର୍ଭୁକ୍ତ ବସ୍ ଗୁଡ଼ିକ ପଞ୍ଚାୟତ ସ୍ତରରୁ ବ୍ଲକ ଏବଂ ସହରକୁ ଗଢ଼ିବାର ଯୋଜନା ସରକାର ରଖିଛନ୍ତି। ତେବେ ଆଜି ୩୬ ଟି
Read More...

ପୂର୍ବତନ ବିଧାୟକ ତୁଲାଇବେ ଜିଲ୍ଲା ବିଜେଡିର ଭାର

ମାଲକାନଗିରି : ବଦଳିଲେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି। ଏଥି ପୂର୍ବରୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ବିଜୁଜନତା ଦଳର ଜିଲ୍ଲା ସଭାପତି ପଦରେ କାର୍ଯ୍ୟ ସମ୍ପାଦନ କରୁଥିଲେ। ତେବେ ବର୍ତ୍ତମାନ ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡକାମୀ
Read More...

ପ୍ରାକ୍ତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ଶୋକ

ପାରାଦୀପ : ଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବା ବିଶିଷ୍ଟ ଭାଷ୍ୟକାର, ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ ତଥା ଶ୍ରୀମନ୍ଦିର ପୁରୀର ପ୍ରାକ୍ତନ ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର (୮୭)ଙ୍କ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଜନ୍ମାଷ୍ଟମୀ ଦିନ ଦେହାନ୍ତ
Read More...

ଅଭିଯାନ”ମୁଁ ବି ମିତା” ଉଦଘାଟିତ

ନବରଙ୍ଗପୁର : ସୁଦୃଢ ଗଣତନ୍ତ୍ର ସୁସ୍ଥ,ସବଳ ରାଷ୍ଟ୍ର। ଗଣତନ୍ତ୍ର ର ମହାସ୍ରୋତ ରେ ପ୍ରତ୍ୟେକ ନାଗରିକ ଏବଂ ବିଶେଷ କରି ଯୁବ ଭୋଟର ଯେଉମାନଙ୍କର ବୟସ 18 ବର୍ଷ ସେମାନେ କିପରି ଏଥିରେ ସାମିଲ ହୋଇ ନିର୍ବାଚନ ରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ
Read More...

ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ସଂସାଧନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।  ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି ଯୋଗ
Read More...

ଚମ୍ପୁଆ ଓଡିଶା ରକ୍ତ ଭଣ୍ଡାର କମିଟିର ସ୍ୱତନ୍ତ୍ର ବୈଠକ

ଚମ୍ପୁଆ : ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ରକ୍ତ ଭଣ୍ଡାରର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ରକ୍ତ ଅଭାବ ପୁରଣ ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ସୁକାନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ଉପଖଣ୍ଡ ଚିକିତ୍ସା ଅଧିକାରୀ
Read More...