ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଭୁଇଁପୁର ହାଟ
ଚମ୍ପୁଆ : ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ରହିଥିବା ଭୁଇଁପୁର ସପ୍ତାହିକ ହାଟର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡିଲାଣି । ବୁଧବାର ହେଉଥିବା ଏହି ସାପ୍ତାହିକ ହାଟର ପରିବେଶ ବିଗିଡିବାରେ ଲାଗିଛି । କିଛି ଦିନ ତଳେ ଏକ ପୁରାତନ ଆମ୍ବ ଗଛ ଉପୁଡି ଛାଉଁଣି ଭାଙ୍ଗି ଦେଇଥିଲେ ମଧ୍ୟ!-->…
Read More...
Read More...