Browsing Category

ରାଜ୍ୟ

ପୂର୍ବତନ ବିଧାୟକ ତୁଲାଇବେ ଜିଲ୍ଲା ବିଜେଡିର ଭାର

ମାଲକାନଗିରି : ବଦଳିଲେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି। ଏଥି ପୂର୍ବରୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ବିଜୁଜନତା ଦଳର ଜିଲ୍ଲା ସଭାପତି ପଦରେ କାର୍ଯ୍ୟ ସମ୍ପାଦନ କରୁଥିଲେ। ତେବେ ବର୍ତ୍ତମାନ ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡକାମୀ…
Read More...

ପ୍ରାକ୍ତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ଶୋକ

ପାରାଦୀପ : ଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବା ବିଶିଷ୍ଟ ଭାଷ୍ୟକାର, ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ ତଥା ଶ୍ରୀମନ୍ଦିର ପୁରୀର ପ୍ରାକ୍ତନ ମୁଖ୍ୟ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର (୮୭)ଙ୍କ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଜନ୍ମାଷ୍ଟମୀ ଦିନ ଦେହାନ୍ତ…
Read More...

ଅଭିଯାନ”ମୁଁ ବି ମିତା” ଉଦଘାଟିତ

ନବରଙ୍ଗପୁର : ସୁଦୃଢ ଗଣତନ୍ତ୍ର ସୁସ୍ଥ,ସବଳ ରାଷ୍ଟ୍ର। ଗଣତନ୍ତ୍ର ର ମହାସ୍ରୋତ ରେ ପ୍ରତ୍ୟେକ ନାଗରିକ ଏବଂ ବିଶେଷ କରି ଯୁବ ଭୋଟର ଯେଉମାନଙ୍କର ବୟସ 18 ବର୍ଷ ସେମାନେ କିପରି ଏଥିରେ ସାମିଲ ହୋଇ ନିର୍ବାଚନ ରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ…
Read More...

ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ସଂସାଧନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।  ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି ଯୋଗ…
Read More...

ଚମ୍ପୁଆ ଓଡିଶା ରକ୍ତ ଭଣ୍ଡାର କମିଟିର ସ୍ୱତନ୍ତ୍ର ବୈଠକ

ଚମ୍ପୁଆ : ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ରକ୍ତ ଭଣ୍ଡାରର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ରକ୍ତ ଅଭାବ ପୁରଣ ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ସୁକାନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ଉପଖଣ୍ଡ ଚିକିତ୍ସା ଅଧିକାରୀ…
Read More...

ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଭୁଇଁପୁର ହାଟ

ଚମ୍ପୁଆ : ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ରହିଥିବା ଭୁଇଁପୁର ସପ୍ତାହିକ ହାଟର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡିଲାଣି । ବୁଧବାର ହେଉଥିବା ଏହି ସାପ୍ତାହିକ ହାଟର ପରିବେଶ ବିଗିଡିବାରେ ଲାଗିଛି । କିଛି ଦିନ ତଳେ ଏକ ପୁରାତନ ଆମ୍ବ ଗଛ ଉପୁଡି ଛାଉଁଣି ଭାଙ୍ଗି ଦେଇଥିଲେ ମଧ୍ୟ…
Read More...

ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ସମୂହ

ଗୋଶାଣି-ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ମାନେ । ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ଳକର କାର୍ଯ୍ୟରତ ସମସ୍ତ ପିଇଓ ମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ରେ ଯୋଗଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ…
Read More...

ଗୋଷାଣି ପ୍ରେସ କ୍ଲବ ନିମନ୍ତେ ସ୍ଥାୟୀ କୋଠା ଯୋଗାଇଦେବାକୁ ନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗୋଷାଣି -ପାରଳାଖେମୁଣ୍ଡି : ଦିନିକିଆ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗସ୍ତରେ ଆସିଥିବା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୋଷାଣି ପ୍ରେସ କ୍ଲବ ତରଫରୁ  ଏକ ସ୍ଥାୟୀ କୋଠା ଯୋଗାଇ ଦେବା ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆମ୍ଭେ ଗୋଷାଣି ବ୍ଲକର ବିଭିନ୍ନ ପ୍ରିଣ୍ଟ…
Read More...

ଟାଟା ଆନ୍ଦୋଳନ ସମୟରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଘଟଣା

ପୂର୍ବତନ ବିଧାୟକ ଙ୍କ ସହ ୧୩ ଜଣକୁ ୨୦ବର୍ଷ ଆଜୀବନ କାରାଦଣ୍ଡ ବ୍ରହ୍ମପୁର : ଗୋପାଳପୁର ଟାଟା ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରିବା ସମୟରେ ଜଣେ ପୋଲିସ ଅଧିକାରୀଙ୍କୁ ବୋମାମାଡ କରାଯାଇ ହତ୍ୟା କରାଯାଇଥିବା ଘଟଣା ।୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ…
Read More...

ପୋଲ ପାଇଁ ଗୁହାରୀ ଶୁଣିଲାନି ପ୍ରଶାସନ

ଶ୍ରମଦାନ ଓ ନିଜ ଖର୍ଚ୍ଚରେ କାଠପୋଲ ନିର୍ମାଣ କଲେ ବିନ୍ଦୁପଦର ଗାଁଲୋକେ ବାଲିଗୁଡା : ଆଜି ଅବହେଳିତ ଗ୍ରମାବାସୀ । ଗ୍ରାମବାସୀ ପ୍ରଶାସନ ଓ ସରକାର ପାଖରେ ଗ୍ରାମ ପାଇଁ ରାସ୍ତା କିମ୍ବା ପୋଲଟିଏ କରିବାକୁ ବାରମ୍ବାର ଗୁହାରୀ ଓ ନେହୁରା ହେଲେପରେ ବି ଶୁଣୁନାହାନ୍ତି । ଗ୍ରାମବାସୀ ଆଉ…
Read More...