Browsing Category

ରାଜ୍ୟ

ଭୟାବହ ଅଗ୍ନିକାଣ୍ଡ ; ୩ ଗୁରୁତର, ସାତ ଏକର ଜମିର ଧାନ ଜଳି ନଷ୍ଟ, ୧୦ ବଖରା ପୋଡି ପାଉଁଶ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଏହାସହ ସାତ ଏକର ଜମିର ଧାନ ଜଳି ନଷ୍ଟ ହେବା ସହ ୧୦ ବଖରା ପୋଡି ପାଉଁଶ ହୋଇଥିବା ନେଇ ସୋମବାର ଖବର ମିଳିଛି।ସୂଚନା ଯୋଗ୍ୟ, ସୋର ପୌରପାଳିକା ୧୯ନମ୍ବର ୱାର୍ଡ କ୍ଷୀରକୋଣି
Read More...

ସାହାସପୁରରେ ବିଜୁ ଜୟନ୍ତୀ ପାଳିତ

ଯାଜପୁର: ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ସାହାସପୁର ଠାରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ବରୀ ବ୍ଲକ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଂଚାୟତରାଜ ଦିବସରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ପ୍ରବାଦ ପୁରୁଷ
Read More...

ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ଶୌ·ଳୟ ନିର୍ମାଣ ଦାବି

ପୁରୀ : ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଚିଲିକା ଓ ସମୁଦ୍ରର ସଂଗମ୍ ସ୍ଥଳ ତଣ୍ଡାକୂଳକୁ ପ୍ରତିଦିନ ଶହଶହ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ଆସି ଚିଲିକାରେ ପକ୍ଷୀ ବିଚରଣ ଉପଭୋଗ କରିବା ସହିତ ସାତପଡାଠାରେ ଡଲଫିନ୍ ଦେଖିବା ଓ ତଣ୍ଡାକୂଳକୁ ଯାଇ
Read More...

ବିଜବାବୁଙ୍କ ଜୟନ୍ତୀରେ ରକ୍ତଦାନ ଶିବିର

ଚମ୍ପୁଆ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ଚମ୍ପୁଆ ସଦର ମହକୁମାସ୍ଥ ସ୍ୱାଗତ ଗେଷ୍ଟ ହାଉସ ଅଡିଟରିୟମ ହଲରେ ଏକ ମେଗା ରକ୍ତଦାନ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି । ରକ୍ତଦାନ ଶିବିରକୁ ବିଜୁ ଯୁବ ଓ ଛାତ୍ର ଜନତା ତରଫରୁ ଆୟୋଜନ କରାଯାଇ ଥିଲା ।ଓଡିଶା ମୋ
Read More...

ମହିଳା ବିଲ୍କୁ ପାରିତ ପାଇଁ ବିଜେଡି ଉଦ୍ୟମ କରୁ: ନିରଞ୍ଜନ

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ
Read More...

ରାଜ୍ୟରୁ ୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୧ଜଣ ଓ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ରବିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ
Read More...

ଦମକଳ ଗାଡ଼ି ଦୁର୍ଘଟଣାଗସ୍ତ : ୪ ଜଣ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଘାଟିରେ ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୪ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ମହାନିର୍ଦେଶକ ଅଭୟଙ୍କ ମୁଡୁଲିପଡ଼ା ବିଏସଏଫ କ୍ୟାମ୍ପ ଗସ୍ତ କାର୍ଯ୍ୟକ୍ରମର ହେଲିପେଡ କାର୍ଯ୍ୟ ସାରି
Read More...

ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲା

ଭୁବନେଶ୍ୱର: ରାଜ୍ୟରେ ଅବକାରୀ ବିଭାଗକୁ ଚଳଚଞ୍ଚଳ କରିବାପାଇଁ ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ
Read More...

ଜଳୁଛି ଜଙ୍ଗଲ: ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ

ଖଣ୍ଡଗିରି: ଗତ କିଛି ଦିନ ‌ଧରି ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା ଜଙ୍ଗଲ ବିଭାଗର ଚିନ୍ତା ବଢ଼ାଇଛି। ମାର୍ଚ୍ଚ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗରମ ଜନସାଧାରଣଙ୍କୁ ବିବ୍ରତ କରିଛି। ଏହା ଭିତରେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଥିବା ଚନ୍ଦକା ଅଭୟାରଣ୍ୟରେ ନିଆଁ ଲାଗିବା ଅବସ୍ଥାକୁ
Read More...

ଏଣିକି ହସ୍ପିଟାଲ ଅଧୀନରେ ରହିବ ଡିସପେନ୍‌ସାରୀ

ଭୁବନେଶ୍ବର: ରାଜଧାନୀରେ ଥିବା ଡିସପେନସାରୀକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ଦୂର ହୋଇଛି। ସିଡିଏମ୍‌ଓ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଭୟ ଆର୍ଥିକ ଓ ନୀତି ନିର୍ଦ୍ଧାରଣ ନେଇ ସମସ୍ୟା ରହିଥିଲା। ଏଣିକି ସବୁ କ୍ଷମତା କ୍ୟାପିଟାଲ ହସ୍ପିଟାଲ ଅଧୀନରେ ରହିବ ବୋଲି ନିଷ୍ପତ୍ତ
Read More...