Browsing Category

ରାଜ୍ୟ

ଶ୍ରୀମନ୍ଦିର ପାଇଁ ୨୦୨ କୋଟି ବଜେଟ୍

ପୁରୀ: ୨୦୨୧-୨୨ ଆର୍ଥôକ ବର୍ଷରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବକମିଟି କରିଛି । ଆଗାମୀ ରଥଯାତ୍ରା ପାଇଁ ୧୧୍େକାଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।…
Read More...

ଜାଗର ପାଇଁ ଶୈବ ପୀଠ ଚଳଚଂଚଳ

ଯାଜପୁର: : ଆସୁଛି ମହାଶିବରାତି୍ର ବା ଜାଗର । ଏହି ମହାଶିବରାତ୍ରିରେ ଦେବ ଦେବ ମହାଦେବଙ୍କ ପୂଜା ଆରାଧନା କରିବା ପାଇଁ ଭକ୍ତମାନେ ବର୍ଷର ଏହି ଦିନଟିକୁ ବହୁ ଆଡମ୍ବର ସହକାରେ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିଥାନ୍ତି । ସେଥିପାଇଁ ଯାଜପୁର ଅଂଚଳର ବିଭିନ୍ନ ଶୈବପୀଠ ମାନଙ୍କରେ…
Read More...

ଡ୍ରେନରୁ ମହିଳାଙ୍କ ମୃତଦେହ ଊଦ୍ଧାର

ଗୁଣପୁର: ଆନ୍ତର୍ଜାତିୟ ମହିଳା ଦିବସରେ ମହିଳାଂକ ସୁରକ୍ଷା ଓ ମର୍ଯ୍ୟଦାକୁ ନେଇ ସବୁଆଡେ ଚର୍ଚ୍ଚା ଓ ଚାକଚକ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଣପୁରଠାରେ ଘଟିଚ୍ଥି ଏକ ଅଭାବନିୟ ଘଟଣା । ଗୁଣପୁର ମୋତିଲାଲନଗରରୁ ଚିନା ଆମୁଡୁ ନାମକ ଜଣେ ବିବାହିତ ମହିଳାଂକ ପୋଡା ମୃତଦେହ ତାଂକ ଶାଶôଘର…
Read More...

ବନାଗ୍ନିର ନିୟନ୍ତ୍ରଣ ପାଇଁ ୨୪ ଘଂଟିଆ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଗତ ୪ରୁ ୫ ମାସ ମଧ୍ୟରେ ବର୍ଷା ହୋଇନଥିବାରୁ ଚଳିତ ବର୍ଷ ରାଜ୍ୟର କେତେକ ସ୍ଥାନରେ ବନାଗ୍ନି ଦେଖାଦେଇଛି । ଏହାର ନିୟନ୍ତ୍ରଣ ଏବଂ ନିର୍ବାପନ ପାଇଁ ତତ୍କ୍ଷଣାତ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରୀୟ…
Read More...

ଟିଟିଲାଗଡରେ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତି

ଟିଟିଲାଗଡ: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ସହରରେ ଚଳିତବର୍ଷ ଭୟାବହ ଅଗଃିବର୍ଷା ହେବ । ଭିଷଣ ତାତି ସହରରେ ଅନୁଭୁତ ହେବ । ଏନେଇ କେନ୍ଦ୍ର ପାଣିପାଗ ବିଭାଗ ପୁର୍ବରୁ ପୁର୍ବାନୁମାନ କରି ଏମିତି ସଙ୍କେତ ଦେଇ ସାରିଛି । ତେବେ ଟିଟିଲାଗଡ ସହରରେ ଗତ…
Read More...

୪ କିଲୋ ଆଳୁ ୨୦ ଟଙ୍କା

ସୁଆଣ୍ଡୋ : କୋଡିଏ ଟଙ୍କାରେ ଚାରି କିଲୋ ଆଳୁ । ଏହାକୁ ନେଇ ଚିନ୍ତାରେ ଚାଷୀ। । ଏଭଳି ଘଟଣା ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଶୀତଳ ଭଣ୍ଡାର ଅଚଳ ପାଇଁ ଆଳୁ ସାଇତି ରଖିବାକୁ ସୁବିଧା ନାହିଁ । ଅନ୍ୟ ଉପାୟ ନପାଇ କୋଡ଼ିଏ ଟଙ୍କାରେ ଚାରି କିଲୋ ଆଳୁ ବିକ୍ରି କରୁଛି ଚାଷୀ । ଗାଁ…
Read More...

ମୟୁରଭଞ୍ଜ ୯ ଘଣ୍ଟା ବନ୍ଦ

ମୟୁରଭଞ୍ଜ : ଆଜି ମୟୁରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣାର ପ୍ରତିବାଦରେ ଭଞ୍ଜ ସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ଜିଲା ବନ୍ଦ ପାଳନ କରାଯାଉଛି। ସକାଳ ୬ ରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ  ପ୍ରଭାବରେ ଗାଡି ଚଳାଚଳ ଠପ ହେବା ସହ ଟାୟାର…
Read More...

ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୯୨୯ରେ ପହଞ୍ଚିଛି। ୩,୩୫,୨୫୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୫ ଜିଲା ଓ ଷ୍ଟେଟ ପୁଲରୁ…
Read More...

ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀ ମୃତ

ବ୍ରହ୍ପପୁର: ଗଞ୍ଜାମ ଜିଲ୍ଳା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମାଆ ଗୁରୁତର ଆହତ ‌ହୋଇଛନ୍ତି। ମୃତକ ଦ୍ବୟ ହେଉଛନ୍ତି ୮ ବର୍ଷୀୟ ବାଳକ ରଣବୀର ଏବଂ ତାଙ୍କର ୩ ବର୍ଷୀୟା ଭଉଣୀ…
Read More...

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଅନେକ ବାଦବିବାଦ ଓ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରିଥିବା ୧୯୨୫ କୋଟି ୬୩ ଲକ୍ଷ ଟଙ୍କାର ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ୨୦ ବର୍ଷ…
Read More...