Browsing Category

ରାଜ୍ୟ

ରାଜ୍ୟର ୨୩ଟି ସ୍ଥାନ ସର୍ବାଧିକ ପ୍ରଦୁଷିତ

ନୂଆଦିଲ୍ଲୀ: ଦେଶରେ ୧୧୨ଟି ସର୍ବାଧିକ ପ୍ରଦୂଷିତ ସ୍ଥାନ ମଧ୍ୟରୁ ଓଡ଼ିଶାରେ କେବଳ ୨୩ଟି ସ୍ଥାନ ରହିଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିକଟରେ ପ୍ରକାଶିତ ଏକି ରିପୋର୍ଟରେ ଏହା କୁହାଯାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ…
Read More...

ଦାୟିତ୍ୱ ଗ୍ରହଣ କଲେ ନୁଆ ପୋଲିସ କମିସନର

ଭୁବନେଶ୍ୱର: ନୁତନ ପୋଲିସ କମିସନର ଭାବେ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୁର୍ବରୁ ଆଜି କମିସନରେଟ ପୋଲିସର ମୁଖ୍ୟ କର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁଚନା ଯୋଗ୍ୟଯେ ଗତକାଲି ରାଜ୍ୟ ସରକାର କଟକ-ଭୁବନେଶ୍ୱରର…
Read More...

ଜାଗର କଟକଣା, ମେଳା ଓ ଗହଳି ମନା

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଜଗର ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଜାଗରରେ ଶୈବପୀଠ ଗୁଡିକରେ ଜାଗର ଯାତ୍ରାରେ ମେଳା ଓ ଗହଳି ସରକାର ନିସିଦ୍ଧ କରିଛିନ୍ତି । ପୂର୍ବରୁ ମଧ୍ୟ ମନ୍ଦିର ପରିସରରେ ଦୀପ ଜାଳିବା ନିଷିଦ୍ଧ ଘୋଷଣା…
Read More...

ସାରା ରାଜ୍ୟରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ଉତରରେ ଶିମିଳିପାଳ ଠାରୁ ଆରମ୍ଭ କରି ଦକ୍ଷିଣରେ ମାଲକାନଗରି ଏବଂ ପଶ୍ଚିମରେ ଝାରସୁଗୁଡା ପର୍ଯ୍ୟନ୍ତ ରାଜ୍ୟର ୯୧୮ଟି ଜଙ୍ଗଲ ଏବେ ହୁତୁହୁତୁ ହୋଇ ଜଳୁଛି । ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ । ସନ୍ଧ୍ୟା ହେଲେ ଚାରିଆଡେ ନିଆଁ ଏକ ମାଳ ସଦୃସ୍ୟ ଦୃଶ୍ୟମାନ ହେଉଛି…
Read More...

ମହିଳା ବିଜେଡି ତରଫରୁ “ବିଶ୍ୱ ମହିଳା ଦିବସ” ପାଳିତ

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥ ମିନି ଷ୍ଟାଡିୟମ ଠାରେ ମହିଳା ବିଜୁ ଜନତା ଦଳ ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ମହା ସମାରୋହରେ ପାଳିତ ହୋଯାଇଛି । ପ୍ରାରମ୍ଭରେ ବାଜିଚୌକ ଛକ ଠାରୁ ଏକ ବିଶାଳ ମହିଳା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଂଚିଥିଲା । ସେଠାରେ…
Read More...

ନାଲ୍କୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ରାଷ୍ଟ୍ରର ଅଭିବୃଦ୍ଧିରେ ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ଭୁୁବନେଶ୍ୱର: ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାସ୍ନାଲ ଆଲୁମିନିୟମ କଂପାନୀ (ନାଲ୍କୋ) ପକ୍ଷରୁ ନାଲକୋ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରେ‘ସର ଗଣେଶୀ ଲାଲ ଯୋଗ ଦେଇଥିଲେ ।…
Read More...

ରାଜ୍ୟରେ ୫୭ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ଦିନକରେ ଆଉ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୪,ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୭,୮୬୦ରେ ପହଞ୍ଚିଛି। ୩,୩୫,୧୬୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ…
Read More...

ଜଙ୍ଗଲ ନିଆଁ ରୋକିବ ଟାସ୍କଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ଗତ ୧୫ ଦିନ ଧରି ୯୧୮ଟି ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ପରିସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ତେବେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି…
Read More...

କାର ସହ ୨୬୦କିଲୋ ଗଞ୍ଜେଇ ଜବତ, ତିନି ଗିରଫ

ନବରଙ୍ଗପୁର: ନବରଙ୍ଗପୁର ସହର ଦେଇ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ନିତିଦିନିଆ ଘଟଣା ହୋଇଗଲାଣି ।ପୋଲିସର ବାରମ୍ବାର ଧରପଗଡ ଚାଲିଥିଲାବେଳେ ଗଞ୍ଜେଇ ଚୋରାଚାଲାଣ କାରି ମା‘ିଆଙ୍କର ଡର ଭୟ ନାହିାଁ ଗତ ୧୫ଦିନ ମଧ୍ୟରେ ନବରଙ୍ଗପୁର ଚାରି ଚାରିଟି ଗଞ୍ଜେଇ ମାମଲା କରିଥିବା ବେଳେ ରବିବାର…
Read More...

ମାସ୍କ ନଥିବାରୁ ୩୬ ଗଣିଲେ ତଣ୍ଡ

କଟକ– କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୩୬ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା ଆଦାୟ କରାଯାଇଛି । ସେହିପରି ୧୧୪ ଜଣ ସାମାଜିକ ଦୂରତା ନରଖିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ବୋଲି କଟକ ଡିସିପି ଅଫିସ୍ରୁ ଟୁଇଟ୍…
Read More...