Browsing Category

ରାଜ୍ୟ

ଚମ୍ପୁଆ ଏସବିଆଇରେ ଗ୍ରାହକ ହନ୍ତସନ୍ତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଷ୍ଟେଟ ବ୍ୟାଙ୍କ ଶାଖାରେ କ୍ଷେତ୍ର ଅଧିକାରୀ ପଦବୀ ଦିର୍ଘ ଦିନ ହେବ ଖାଲିି ପଡି ଥିବାରୁ ଗ୍ରାହକମାନେ ହନ୍ତସନ୍ତ ହେଉ ଥିବା ଜଣାପଡିଛି । ଏଥି ପ୍ରତି ବ୍ୟାଙ୍କ ଉଚ୍ଚପଦାଧିକାରୀ ଦୃଷ୍ଟି ଦେଉ ନ ଥିବାରୂୁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦିର୍ଘଏ…
Read More...

୧୦ରୁ ଜାତୀୟ ଟେନିସ କ୍ରିକେଟ ଚାମ୍ପିୟନସିପ

ଭୁବନେଶ୍ୱର: ପଞ୍ଚମ ସିନିୟର ଜାତୀୟ ଟେନିସ କି୍ରକେଟ ଚାମ୍ପିୟନସିପ(ଉଭୟ ପୁରୁଷ ଓ ମହିଳା) ଆସନ୍ତା ୧୦ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ଟେନିସ କି୍ରକେଟ ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ରିଂଟୁ ମିତ୍ର ସୂଚନା ଦେଇଛନ୍ତି । ଏଠାରେ ଆୟୋଜିତ ଏକ…
Read More...

ମିଶନ ଶକ୍ତି ଖୁବଶୀଘ୍ର କୋଟିଏ ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ : ନବୀନ

ଭୁବନେଶ୍ବର: ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି। ୮୦ ଲକ୍ଷ ମାଆମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି। ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ। ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ…
Read More...

କୁଚିଣ୍ଡା ଥାନାକୁ ରାଜ୍ୟର ସର୍ବଶ୍ରେଷ୍ଠ ଥାନା ମାନ୍ୟତା

ସମ୍ବଲପୁର: ସମ୍ବଲପୁର ଜିଲାର କୁଚିଣ୍ଡା ଥାନା ଓଡ଼ିଶାର ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁଚିଣ୍ଡା ଥାନାକୁ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କୁଚିଣ୍ଡା ଆଇଆଇସି କମଲ କୁମାର ପଣ୍ଡା ଉତ୍ତରାଞ୍ଚଳ ପୁଲିସ ଆଇଜି ନରସିଂହ…
Read More...

ଲୁହାଗ୍ରୀଲ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ମାରୁତି କୋଲୋନୀର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ବାରିପଟ ଲୁହା ଗ୍ରୀଲ ଭାଙ୍ଗି ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା…
Read More...

ରାଜ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୬୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୫, ସ୍ଥାନୀୟ ୨୪। ମୋଟ ପଜିଟିଭ ୩,୩୭,୮୦୩କୁ ବୃଦ୍ଧି ପାଇଛି। ୩,୩୫,୦୮୦ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ…
Read More...

ଭୟାବହ ଅଗ୍ନିକାଣ୍ଡ ; ୩ ଗୁରୁତର, ସାତ ଏକର ଜମିର ଧାନ ଜଳି ନଷ୍ଟ, ୧୦ ବଖରା ପୋଡି ପାଉଁଶ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଏହାସହ ସାତ ଏକର ଜମିର ଧାନ ଜଳି ନଷ୍ଟ ହେବା ସହ ୧୦ ବଖରା ପୋଡି ପାଉଁଶ ହୋଇଥିବା ନେଇ ସୋମବାର ଖବର ମିଳିଛି।ସୂଚନା ଯୋଗ୍ୟ, ସୋର ପୌରପାଳିକା ୧୯ନମ୍ବର ୱାର୍ଡ କ୍ଷୀରକୋଣି…
Read More...

ସାହାସପୁରରେ ବିଜୁ ଜୟନ୍ତୀ ପାଳିତ

ଯାଜପୁର: ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ସାହାସପୁର ଠାରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ବରୀ ବ୍ଲକ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଂଚାୟତରାଜ ଦିବସରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ପ୍ରବାଦ ପୁରୁଷ…
Read More...

ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ଶୌ·ଳୟ ନିର୍ମାଣ ଦାବି

ପୁରୀ : ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଚିଲିକା ଓ ସମୁଦ୍ରର ସଂଗମ୍ ସ୍ଥଳ ତଣ୍ଡାକୂଳକୁ ପ୍ରତିଦିନ ଶହଶହ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ଆସି ଚିଲିକାରେ ପକ୍ଷୀ ବିଚରଣ ଉପଭୋଗ କରିବା ସହିତ ସାତପଡାଠାରେ ଡଲଫିନ୍ ଦେଖିବା ଓ ତଣ୍ଡାକୂଳକୁ ଯାଇ…
Read More...

ବିଜବାବୁଙ୍କ ଜୟନ୍ତୀରେ ରକ୍ତଦାନ ଶିବିର

ଚମ୍ପୁଆ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ଚମ୍ପୁଆ ସଦର ମହକୁମାସ୍ଥ ସ୍ୱାଗତ ଗେଷ୍ଟ ହାଉସ ଅଡିଟରିୟମ ହଲରେ ଏକ ମେଗା ରକ୍ତଦାନ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି । ରକ୍ତଦାନ ଶିବିରକୁ ବିଜୁ ଯୁବ ଓ ଛାତ୍ର ଜନତା ତରଫରୁ ଆୟୋଜନ କରାଯାଇ ଥିଲା ।ଓଡିଶା ମୋ…
Read More...