Browsing Category

ରାଜ୍ୟ

ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣାରେ ବିଜେଡ଼ିର ସଂପୃକ୍ତି,ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆଗରେ ବିଜେପିର…

ଚମ୍ପୁଆ : ଆଜି ଚମ୍ପୁଆ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ବିଜେଡିର ଭ୍ରଷ୍ଟାଚାର ଶାସନରେ ଓଡ଼ିଶା ନିନ୍ଦିତ ବିଜେଡି ସରକାରର ଅନୁକମ୍ପା ସାହୁ ବ୍ରୋଦର୍ସର ୫୦୦କୋଟି କଳା ଟଙ୍କା ଜଵଦ ଉପରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନରେ ଉପସ୍ଥିତ ରାଜ୍ୟ
Read More...

ମାଲ୍ୟବନ୍ତ ମହୋତ୍ସବକୁ ନେଇ ମିନିମାରାଥନ ପ୍ରତିଯୋଗିତା

ମାଲକାନଗିରି : ମାଲକାନଗିରି ସଦର ମହୋକୁମାଠାରେ ମିନିମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ପ୍ରତିଯୋଗିତା ଏମଭି ୧୧ ନମ୍ବର ନିକଟସ୍ଥ ଦାନିଗୁଡ଼ା ଛକରୁ ଆରମ୍ଭ କରାଯାଇଥିଲା ଏବଂ ମାଲକାନଗିରି ସଦରମହୋକୁମା ହାଟପଦା ନିକଟରେ ଶେଷହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ
Read More...

ଧାନ ମଞ୍ଜିଟାଏ ବି ନ କିଣି ମଣ୍ଡି ଉଦଘାଟନ ଆରମ୍ଭ

ଆରଏମସି ଦ୍ୱାରା ଜିଲ୍ଲା ଧାନ ମଣ୍ଡି ଉଦଘାଟିତ ଚାଷୀ ମହଲରେ ଉଦବେଗ ପ୍ରକାଶ ନବରଂଗପୁର : ନବରଂଗପୁର  ସଦର ମୂଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ଧାନ ମଣ୍ଡି ଉଦଘାଟନ ସମାରୋହ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର ଉପସ୍ଥିତ
Read More...

ପାରାଦୀପ ବନ୍ଦର ଚୁକ୍ତିଭିତିକ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ରେ ଚୁକ୍ତିଭିତ୍ତିକ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ କଲ୍ୟାଣକୁ ଦୃଷ୍ଟିରେ ରଖି ଶନିବାର ଦିନ ବନ୍ଦର ଚିକିତ୍ସାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ
Read More...

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ୱାକାଥନ ଏବଂ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି : ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ତରଫରୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ସହାୟତାରେ ଏକ ୱାକାଥନ କାର୍ଯ୍ୟକ୍ରମ ଆଜି ମାଲକାନଗିରି ସଦରମହକୁମା ଡିଏନକେ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଶଶାଙ୍କ
Read More...

ପାରାଦୀପରେ ୨୩ତମ ସର୍ବଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ ଓ ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୂଲ୍ୟରେ ୨୩ ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ପାରାଦୀପ ବନ୍ଦରର ଜୟଦେବ ସଦନ ପରିସରରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ
Read More...

ଧାମରା ପୋର୍ଟରେ ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ପାଳିତ

ଧାମରା : ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ, ଭଦ୍ରକ) ଏବଂ ଧାମରା ପୋର୍ଟର ମିଳିତ ସହଯୋଗରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଖଗେଶ୍ୱର ମୂର୍ମୁ ଏବଂ ପୋର୍ଟର
Read More...

ଷ୍ଟେଟ ବ୍ୟାଙ୍କ ଦ୍ଵାରା ଡଃ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ଦ୍ଵାରା ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କର ୬୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହା ଉପଲକ୍ଷେ ପରିଷଦର ସଭାଧ୍ୟକ୍ଷ ଶ୍ରୀ ସୌରଭ ରଞ୍ଜନ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଷ୍ଟେଟ ବ୍ୟାଙ୍କ
Read More...

ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର

କାଲିମେଳା : ଜିଲ୍ଲା ଟାସ୍କ ଫୋର୍ସ କମିଟି କାଲିମେଳା ବ୍ଲକର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି
Read More...

ପାରାଦୀପ ମହାବିଦ୍ୟାଳୟରେ ଯୋଗ ଶିବିର

ପାରାଦୀପ : ଓଡିଶା ସରକାରଙ୍କ 'ମୋ ଓଡିଶା ଯୁବ ଓଡିଶା' ଦ୍ୱାରା ପ୍ରାୟୋଜିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପାରାଦୀପ ମହାବିଦ୍ୟାଳୟ ଦ୍ୱାରା  ଏକ ଯୋଗ ଶିବିର କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି l ପାରାଦୀପ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ତଥା ପୂର୍ବତନ
Read More...