Browsing Category

ରାଜ୍ୟ

ଦିନ ଦ୍ୱିପ୍ରହରେ ଯୁବକଙ୍କୁ ହାଣି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଶନିବାର ମଧ୍ୟାହ୍ନ ସମୟରେ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଦେଖାଯାଇଛି। ଭୁବନେଶ୍ୱରସ୍ଥିତ ସିଆରପି ଛକରେ ଏକାମ୍ର ପାର୍କ ନିକଟରେ ଦ୍ୱିପ୍ରହରରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣଙ୍କ ପିକଅପ ଭ୍ୟାନ ଚାଳକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ
Read More...

ବାଲି ଚାଲାଣ ଉପରେ ଏସଟିଏଫ୍ ଚଢ଼ାଉ

ବ୍ରଜରାଜନଗର/ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ବାଲି ଚାଳାଣ ଓ ମାତ୍ରାଧିକ ଖନନ ନେଇ ଅଭିଯୋଗ ହେଉଥିଲେ ହେଁ ସେ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଲଗାମ କସି ପାରୁନଥିଲା। ପ୍ରଶାସନ ଯେତିକି କଡ଼ା ହେଲେ ମଧ୍ୟ ଚୋରା ଚାଳାଣକରୀ ଅସାଧୁ ଉପାୟ ଅବଳନ କରି ଖସି ଯିବାରେ
Read More...

ମହିଳାଙ୍କ ମୃତଦେହ ଜବତ

ସୋର : ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଥିବା ନେଇ ଶନିବାର ଜଣାପଡିଛି। ମୃତ ମହିଳା ହେଲେ କଳମଙ୍ଗା ଗ୍ରାମର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା।ପୋଡ଼ି ହୋଇଥିବା ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ
Read More...

ମଦ ବିକିଲେ ତଣ୍ଡ, ଜଣାଇଲେ ପୁରସ୍କାର

ଖଲ୍ଲିକୋଟ: ବେଆଇନ ମଦ କାରବାର ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ବୃଦ୍ଧି ପାଇ ଚାଲିଛି । ଅବକାରୀ ଓ ପୋଲିସର ନିଷ୍କ୍ରୟତା ଏହି ବେଆଇନ କାରବାରର ପ୍ରମୁଖ କାରଣ । ଏଥିପାଇଁ ଗାଁ ଗାଁରେ ଓ ଘରେ ଘରେ ସୃଷ୍ଟି ହେଉଛି ସାମାଜିକ ଏବଂ ପାରିବାରିକ ବିଶୃଙ୍ଖଳା । ଏଥିରୁ ମୁକ୍ତି ପାଇବାକୁ କେତେକ
Read More...

କାନ୍ଦି କାନ୍ଦି ଚାଲିଗଲା ନବବଧୂ ଜୀବନ

ବିନିକି: ହାତଗଣ୍ଠି ପଡି ସାରିଥିଲା । ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ । କେବଳ ବାପ ଘରୁ ଗୋଡ କାଢି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ । ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ
Read More...

ବିଜେଡି ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ୟକୁ ଆଗକୁ ନେବ : ନବୀନ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ଅବସରରେ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ଜରିଆରେ କହିଛନ୍ତି ଯେ, ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ବ୍ୟବସ୍ଥାରେ
Read More...

ଆରଡିରେ ଶିବରାତ୍ରୀ ପାଇଁ ୧୪୪ ଧାରା

ଭଦ୍ରକ: ବିନା ଭକ୍ତରେ ଆରଡିରେ ହେବ ଜାଗର ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡିରେ ହଜାର ହଜାର ଶ୍ରଦ୍ଧାହଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡେ । ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡିବ । ବିନା ଭକ୍ତରେ
Read More...

ମଣ୍ଡିରେ ଜାଲ୍ ଟୋକନ୍ କରି ଧାନ ବିକି ମାଲାମାଲ ହେଉଛି ଦଲାଲ୍ !

ମାଲକାନଗିରି: ମଣ୍ଡିରେ ଚାଲିଛି ଦଲାଲରାଜ । କେମିତି ଦଲାଲଙ୍କ କବଜାରେ ଅଛି ମଣ୍ଡି, ମଣ୍ଡିରେ ଧାନ ରଖି କାହିଁକି ହଟହଟା ହୋଉଛନ୍ତି ପ୍ରକୃତ ଚାଷୀ ? ନିରୀହ ଆଦିବାସୀ ଚାଷୀଙ୍କ ଜମି ପଟ୍ଟାକୁ ଇଂଟରନେଟରୁ ବାହାର କରି ଦଲାଲତ ମାନେ ନିଜକୁ ଚାଷୀଙ୍କ ପୁଅ ଓ ସଂପର୍କୀୟ ଦର୍ଶାଇ ଟୋକନ ହାତେଇ
Read More...

ମହାନଦୀ ସେତୁ ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଖରଶଙ୍କୁଲେଇଠାରେ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଛାତରୁ ଗୁରୁବାର ରାତିରେ ଜଣେ ଶ୍ରମିକ ୪୦ଫୁଟ ତଳକୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ସମୀର ଘୋଷ(୨୦) ବୋଲି ସୂଚନା
Read More...

ଅନୁଭବ-ବର୍ଷା ବିବାଦ: କଟକରେ ଚାଲିବ ମାମଲା

କଟକ: ଓଲିଉଡର ଚର୍ଚ୍ଚିତ ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି ଦିଲ୍ଲୀରେ ନୁହେଁ କଟକରେ ହେବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନୁହେଁ କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ। କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
Read More...