Browsing Category

ରାଜ୍ୟ

ବୁର୍ଲା ବଡ଼ ଡାକ୍ତରଖାନାରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବୁର୍ଲା: ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ। ବୁର୍ଲା ବଡ଼ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି। ବୁର୍ଲା ଡାକ୍ତରଖାନା ଭଳି ସ୍ଥାନରେ ଜଣେ ନାବାଳିକାଙ୍କୁ ବଳାତ୍କାର
Read More...

ରାଜ୍ୟରେ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଆଜି ଏଥିରେ ହ୍ରାସ ହୋଇଛି। ୨୪ ଘଣ୍ଟାରେ ଆଉ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୨। ମୋଟ ପଜିଟିଭ ସଂଖ୍ୟା ୩,୩୭,୫୨୯କୁ ବୃଦ୍ଧି ପାଇଛି। ୩,୩୪,୭୬୭ ସୁସ୍ଥ ହୋଇ ଘରକୁ
Read More...

ଘାଟିରେ ଓଲଟିଲା ବସ: ୩୦ ଆହତ , ୪ ଗୁରୁତର

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଗୁରୁବାର ସକାଳ ୯ଟା ୩୦ରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହେବା ସହ ୪ ଗୁରୁତର ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଗୁରୁତର ଆହତଙ୍କୁ
Read More...

ଜଳୁଛି ଶିମିଳିପାଳ : ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟ ଗତ ୧୦ ଦିନ ଧରି ଜଳୁଛି । ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରୀରହିଥିବା ସତ୍ୱେ ଥମିବାର ନାଁ ଧରୁନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ମୁଖ୍ୟ ବନ ସଂରକ୍ଷକଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ରାଜ୍ୟ ଜଙ୍ଗଲ
Read More...

ସାମ୍ବାଦିକଙ୍କ ପରିବାରକୁ ସହାୟତା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ଆଜି ଏହି ଚେକ୍ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କୁ
Read More...

ଏବେ ଠୁ ଏତେ ଆଗକୁ କେତେ

ଯାଜପୁର : ମାର୍ଚ୍ଚ ମାସ ଆରମ୍ଭ ହୋଇନାହିଁ ତଥାପି ଖରାର ପ୍ରକୋପ ଅସହ୍ୟ ହେଲାଣି । ତାତି ଦିନ ୧୧ ଟା ଠାରୁ ଏତେ ମାତ୍ରାରେ ଖରା ହେଉଛି ଯେ ରାସ୍ତାରେ ଯିବା ଆସିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି । ଗଛଟିଏ ପାଇଲେ ଟିକିଏ ଛାଇ ପାଇଁ ମଣିଷ ଟିକେ ବିଶ୍ରାମ ନେବାକୁ ବାଧ୍ୟ ହେଉଛି । ଏପରିସ୍ଥଳେ
Read More...

ଏସସି/ଏସଟି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଂଟକୁ ଗଲା ୧୦୧ କୋଟି ଟଙ୍କାର ବୃତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନସିଙ୍ଗ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଟି ଅନ୍ୟ ଛତ୍ରାବାସ ଉଦଘାଟନ,
Read More...

ରାଜ୍ୟରେ ୯୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭ ୩,୩୭,୪୪୮କୁ ବୃଦ୍ଧି ପାଇଛି। ୩,୩୪,୭୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୭୭୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ବୈତରଣୀ ପୋଲ ତଳୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ତଳୁ ବୁଧବାର ଜଣେ ଅଜଣା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆନୁମାନିକ ୭ ରୁ ୮ ବର୍ଷ ବୟସର ଏହି ନାବାଳିକାଟିର ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ସ୍ପଷ୍ଟ ଜଣାପଡୁଛି। ଶିଶୁକନ୍ୟାର ପାଟିରୁ
Read More...

୨ ଛାତ୍ରଙ୍କ ମଧ୍ୟରେ ଛୁରାମାଡ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଙ୍ଗ ଆଞ୍ଚଳିକ ସ୍କୁଲ ଭିତରେ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଛୁରାମାଡ ହୋଇଛି। ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ମେଡିକାଲରେ
Read More...