ମିଠା ଖୁଆଇ ଭଡାଟିଆ ଲୁଟିଲା ୩୫ ଲକ୍ଷର ସୁନା ଅଳଙ୍କାର
ମାଲକାନଗିରି: ଲୁଟେରାମାନେ ବିଭିନ୍ନ ଉପାୟ ତଥା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନାଗହଣା ଲୁଟ କରିଥିବା କଥା ସଭିଏଁ ଶୁଣିଥିବେ । ମାତ୍ର ମାଲକାନଗିରି ଜିଲ୍ଳା ସଦର ମହାକୁମା ବିବିଗୁଡା କଲୋନୀରେ ଏକ ଅଭିନବ ଉପାୟରେ ଲୁଟ ହୋଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି । ଭଡାଟିଆ ହୋଇ ଘର!-->…
Read More...
Read More...