Browsing Category

ରାଜ୍ୟ

୩୧ତମ ବାଲିଘର ବାର୍ଷିକୋତ୍ସବ

‘ସତ୍ୟ, ଧର୍ମ, ଭକ୍ତି ବଳରେ ସାହିତ୍ୟ ରଚନା କାଳଜୟୀ ହୋଇଥାଏ’ ଜଗତସିଂହପୁର: ସାହିତ୍ୟ ସଭ୍ୟତାର ଆରମ୍ଭରୁ ରହିଆସିଛି ଓ ଏତାଦୃଶ ସାହିତି୍ୟକମାନଙ୍କୁ କାଳଜୟୀ କରିଥାଏ ବୋଲି ଏରସମା ପଣ୍ଡିଆ ନିକଟସ୍ଥ ମୁଣ୍ଡିଦା ଗ୍ରାମର ବାଲିଘର ଫାଉଣ୍ଡେସନର ୩୧ତମ ସାରସତ୍ୱ ମହାମିଳନରେ ବିଶିଷ୍ଟ କବି,
Read More...

ଖାଇବା ତେଲରେ ହାତ ମାରି ହେଉନି

ଭୁବନେଶ୍ୱର: ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି ସହିତ କୋଭିଡ କାଳରେ ଖାଦ୍ୟ ସମାଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଅତ୍ୟାବଶ୍ୟକ ଖାଦ୍ୟ ସାମାଗ୍ରୀ ଦରଦାମ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଖାଇବାତେଲ ଦର ଆକାଶଛୁଆଁ ହେଉଛି । ଗତ ସାତ ମାସ
Read More...

ଗୁଳି ମାଡରେ ସୁନାଦୋକାନୀ ପୁଅର ମୃତ୍ୟୁ

ରାଉରକେଲା: ଦୁବୃତଙ୍କ ଗୁଳିମାଡରେ ଆଜି ସକାଳ ପ୍ରାୟ ୯ଟାରେ ସୁନ୍ଦରଗଡ ଜିଲ୍ଲାର ବଡଗାଁ ବସଷ୍ଟାଣ୍ଡରେ ଥିବା ମା ମଙ୍ଗଳା ଜୁଏଲାରି ଦୋକାନିଙ୍କ ପୁଅର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଦୁଇ ରାଉଣ୍ଡ ଗୁଳିଚଳାଇ ଦୁର୍ବୃତମାନେ ଫେରାର ହୋଇଯାହଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା
Read More...

ସକାଳୁଆ ସ୍କୁଲ ଆରମ୍ଭ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲରେ ପାଠ ପଢା ହୋଇଛି । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ହୋଇଥିବା ବେଳେ ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଓ ଦ୍ୱାଦଶ
Read More...

ରାଜ୍ୟବ୍ୟାପୀ ପାଳିତ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର: ପତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳିତ ଧୁମ୍ ଧାମ୍ରେ ପାଳନ କରା ଯିବ । ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରା ଯିବ ବୋଲି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ବିଜୁ ଜନତା ଦଳର ସକ୍ରିୟ
Read More...

୧୪୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଂଟନ

ବାଲିମେଳା: ମାଲକାନଗିର ଜିଲ୍ଲା ବାଲିମେଳା ଏନଏସି କୁ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଆଦିବାସୀ ବିକାଶ ପରିଷଦ ର ଅଧକ୍ଷ ମାନସ ମାଡକାମୀ , ଜିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଗ୍ରସ୍ତ କରି ବାଲିମେଳା ରେ ବିଭିର୍ଣ୍ଣ
Read More...

ନିଶାଗ୍ରସ୍ତ ହୋଇ ଗଣ୍ଡଗୋଳ,ଗୁଳି ମାଡରେ ଯୁବକ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବାହାଲି ଗା୍ରମରେ ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡୋଗୋଳ ହୋଇ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ବାହାଲି ଗା୍ରମର ଅଭୟ ଜନୀ (୩୪) ଆଦିବାସୀ ସଂପ୍ରଦାୟର ଅଟନ୍ତି । ସେହିପରି ଗା୍ରମର
Read More...

ଡଃ କୃଷ୍ଣ ବଳଙ୍କ “ରକ୍ତରାଗର ଚହଟା’ ଉନ୍ମୋଚିତ

ଭୁବନେଶ୍ୱର: ଭାରତୀୟ ରେଳପଥ କାର୍ମିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତି୍ୟକ ଡଃ କୃଷ୍ଣ ବଳଙ୍କ ରଚିତ ପ୍ରବନ୍ଧ ସଂକଳନ "ରକ୍ତରାଗର ଚହଟା’ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଠକାର୍ପଣ ହୋଇଯାଇଛି । ଉଚ୍ଚକୋଟିର ଶବ୍ଦବିନ୍ୟାସ, କାବି୍ୟକ
Read More...

ତୈଳ ଏବଂ ଗ୍ୟାସଦର ବୃଦ୍ଧିର କାରଣ କଣ ଶୀତ ଦିନ? ନିରଞ୍ଜନ

ଭୁବନେଶ୍ୱର: ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ । ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ
Read More...

ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବତୀ

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ନିଆଁରେ ପୋଡି ହୋଇ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟି ନିଆଁରେ ଯୁବତୀ ଜଣଙ୍କ ଜଳିଯାଇଥିବା ସହ ଘରଟି
Read More...