Browsing Category

ରାଜ୍ୟ

ରାଜଧାନୀରେ ଝୁଲନ୍ତା ଗଳିତ ମୃତଦେହ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ ହୋଇଛି। ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉକ୍ତ ମୃତଦେହ ଠାବ କରାଯାଇଛି। ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି।
Read More...

୮ରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ
Read More...

ପତ୍ନୀକୁ ଜୀଅନ୍ତା ଜାଳିିଦେଲା ସ୍ୱାମୀ

କାମାକ୍ଷାନଗର: ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ ଘଟିଛି । ଗ୍ରାମର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡକୁ ପ୍ରଥମେ ମାଡ ମାରିଥିଲା । ଯାହା ପରେ ନିଜ
Read More...

୧୧କେଭି ବିଦ୍ୟୁତ ତାର ଲାଗି ଲକ୍ଷାଧିକ ଟଙ୍କାର ଆଖୁ ଓ ଗୁଡ ନଷ୍ଟ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏସ୍.ମାଳିଗୁଡା ର ଲାଇବାନ ଅମାନ୍ୟତ ଙ୍କ ଆଖୁ ଘଣାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୁଡ,୧୪ହଜାର ଟଙ୍କା ଓ ଆଖୁ ପେଡା ମଟର ଆସି ପୋଟି ନଷ୍ଟ ହୋଇଯାଇଛି ।ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ଆଖୁ ଘଣା ପାଖରେ ୧୧କେଭି
Read More...

ବିଧାନସଭା ପରିସରରେ ଉତ୍କଳ ଗୌରବଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ଏକତ୍ରୀକରଣର କର୍ଣ୍ଣଧାର, ଓଡ଼ିଆ ଅସ୍ମିତାର ପ୍ରତୀକ, କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୭ତମ ଶ୍ରାଦ୍ଧବାର୍ଷିକୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରସ୍ଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି
Read More...

ଅସଂପୂର୍ଣ୍ଣ ଡିଭାଇଡର ଏବେ ନିୟମିତ ଦୁର୍ଘଟଣାର କାରଣ

ବୌଦ୍ଧ- ବୌଦ୍ଧସହର ଏନ.ଏ.ସି. ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ
Read More...

ମନେରଗା ଯୋଜନାରେ ମେସିନ୍ କରୁଛି କାମ

ପୁରୀ : ନିମାପଡା ବ୍ଲକ ଅଞ୍ଚଳରେ ମନେରଗା ଯୋଜନା ମହାମାରୀ ଯୋଜନାରେ ପରିଣତ ହୋଇଛି । ଶ୍ରମିକଙ୍କ ବଦଳରେ ମେସିନ୍ କରୁଛି କାର୍ଯ୍ୟ । ଯାହାଦ୍ୱାରା ପ୍ରବାସୀ ଶ୍ରମିକ ମାନଙ୍କ ଭାତହାଣ୍ଡିଙ୍କୁ ଶକ୍ତ ମାଡ ହୋଇଥିବା କାରଣରୁ ପ୍ରବାସୀମାନେ ଗୋଟିଏ ବେଳ ଖାଇଲେ ଆର ବେଳକୁ ଓପାସ ରହିବାକୁ ପଡୁଛି ।
Read More...

ଜମିଜମା ବିବାଦରୁ ସଙ୍ଘର୍ଷ : ୨ ଗିରଫ

ନିମାପଡା : ନିମାପଡା ବିଜ୍ଞାପିତ ଅଂଚଳ ପରିଷଦରେ ଜମି ବିବାଦକୁ ନେଇ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି । ଜଣେ ଗୁରୁତର ଥିବା ବେଳେ ଅନ୍ୟ କେତେକ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ୍ ପୃଥକ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପ ବ୍ଲକ
Read More...

ରେଳ ବଜେଟରେ ଓଡିଶା ପ୍ରତି ବୈମାତୃକ ଭାବ : ବିଜେଡି

ଭୁବନେଶ୍ୱର : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେଳ ବଜେଟରେ ଓଡିଶା ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରା ଯାଇଛି । ଏହା ନୈରାଶ୍ୟଜନକ
Read More...

କରୋନା ଟିକା ନେଲେ କଟକ ଡିଜିପି ଅଭୟ

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ
Read More...