Browsing Category

ରାଜ୍ୟ

ପୁଣି ଜେଲ ଗଲା ରାକେଶ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦିନକୁ ଦିନ ପୁଲିସ ଅଧିକ ତଥ୍ୟ ହାସଲ କରୁଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶକୁ କୋର୍ଟ ପୁଣି ଜେଲକୁ ପଠାଇ ଦେଇଛନ୍ତି। ଗତକାଲି ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟ ପୁଣି ରାକେଶଙ୍କୁ ଫେବୃଆରୀ ୧୨
Read More...

ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟି ଟଙ୍କା ମିଳିଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ତୁଳନାରେ ଏହା ୬୦% ଅଧିକ । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଓଡିଶାକୁ ରେଳ ବଜେଟ୍ ୪୩୭୩ କୋଟି ଟଙ୍କା ମିଳିଥିଲା । ଏଥିମଧ୍ୟରୁ ରାଜ୍ୟରେ ନୂଆ ରେଳଲାଇନ୍ ୧୫୫୩.୬୦
Read More...

ସଂକଟରେ ଗ୍ରାମୀଣ ହସ୍ତତନ୍ତ ଶିଳ୍ପ, ଦାଦନ ମୁହାଁ ବୁଣାକାର

ସୋରଡ଼ା: ଭାରତୀୟ ବୟନ ଶିଳ୍ପର ଚାହିଦା ଏବେ ବି ରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୟନ ଶିଳ୍ପ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ପାଟ, ବ୍ରହ୍ମପୁରର ରେଶମ ପାଟ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି
Read More...

ଏଣିକି ୧୮ଟି ଜିଲ୍ଳାର ରାଜପଥରେ ନଜର ରଖିବ ହାଇୱେ ପାଟ୍ରୋଲିଂ ଗାଡି

ଭୁବନେଶ୍ୱର: ହାଇୱେ ପାଟ୍ରୋଲିଂ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସବୋର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ
Read More...

ଓଡ଼ିଶାକୁ ଆସିବ ଆଉ ୧୪୬୫୯୦ଟୀକା

ଭୁବନେଶ୍ୱର: ଓଡ଼ିଶାକୁ ଆସିବ ଆଉ ୧୪୬୫୯୦ ଟି କରୋନା ଟୀକା । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ସୂଚୀତ କରାଯାଇଛି । ଏହି ୧୪୬୫୯୦ଟି ଟିକା ମଧ୍ୟରୁ ୬୩୦୯୦ଟି କୋଭିସିଲ୍ଡ ଟୀକା ଓ ୮୩୫୦୦ଟି କୋଭାrିନ ଟୀକା ରହିଛି । ଆସିବାକୁ ଥିବା
Read More...

ଦରବୃଦ୍ଧି ଓ ବେକାରି ସମାଧାନରେ ବଜେଟରେ କୌଣସି ବ୍ୟବସ୍ଥା ନାହିଁ : ସି.ପ.ଏମ୍

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି, ସେଥିରେ ଜନଗଣ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଇନାହିଁ । ଦରବୃଦ୍ଧି ଓ ବେକାରୀ ଭଳି ଉକ୍ରଟ ସମସ୍ୟାର ସମାଧାନ ପ୍ରତି ଆଦୌ ଧ୍ୟାନ ଦିଆଯାଇନାହିଁ । କେନ୍ଦ୍ର ସରକାର ସୁନା
Read More...

ନୂତନ ନଳକୂପ ଖନନ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଂଚାୟତର ଭଅଁରା ଗ୍ରାମର ମା’ ଥାନପତିଙ୍କର ନିକଟରେ ଥିବା ନଳକୂପଟି ଦୀର୍ଘ ୬ ମାସରୁ ଉଦ୍ଧ୍ୱର୍ ହେବ ଖରାପ ହୋଇପଡିଛି । ଖରାପ ହେବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲେ ମଧ୍ୟ ନଳକୂପଟି କାର୍ଯ୍ୟକ୍ଷମ ନହେବାରୁ ଧିରେ ଧିରେ ଏହା ସଂପୂର୍ଣ୍ଣ
Read More...

୮ ଥାକିଆ ହେବ ପାରାଦୀପ-ବଡ଼ବିଲ ରାସ୍ତା

ଭୁବନେଶ୍ୱର: ପାରାଦୀପ-ବଡ଼ବିଲ ୩୦୦ କିମି ବିଶିଷ୍ଟ ରାସ୍ତା ୮ ଥାକିଆ ହେବ । ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ
Read More...

ଲବ-କୁଶ ଅସୁସ୍ଥ

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ-କୁଶ ଅସୁସ୍ଥ । କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା । ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ
Read More...

ସେସୁ ପରେ ସାଉଥକୋ ଓ ୱେସକୋ: ଏବେ ନେସ୍କୋ ବି ଟାଟା ପାୱାର ହାତରେ

ଭୁବନେଶ୍ୱର: ପ୍ରଥମେ ସେସୁ ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାବାର କମ୍ପାନି ହାତେଇଛି । ଗୋଟିଏ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଂଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଟେକି ଦେଇଛନ୍ତି । ନିଲାମ
Read More...