Browsing Category

ରାଜ୍ୟ

ସହୀଦନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡିଶ ମୋ ପରିବାର ଜୀବନ ବିନ୍ଦୁ’ ବିଜୁ ଯୁବ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସହିଦନଗର ୟୁଥ୍ ଆସୋସିଏସନ୍ ଆଜି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା । ସ୍ଥାନୀୟ ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଦନ ମୋହନ ପଣ୍ଡା,
Read More...

ବର୍ଷାରେ ଭିଜିିଲା ୯ ଲକ୍ଷ ଧାନ ବସ୍ତା : ମିଳୁନି ଟୋକନ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣା ବିକା ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିଲା । ୧୮୫ଟି କେନ୍ଦ୍ରରେ ଧାନ କିଣାବିକା ହେଉଥିଲା । ମାତ୍ର ଏବେ ଅଧିକାଂଶ ପ୍ୟାକ୍ସ ବନ୍ଦ ହେଇଗଲାଣି । ଧାନ କିଣାବିକାରେ ଚାଷୀ ଯେତେ ସଂକୃକ୍ତ ନୁହନ୍ତି, ତା’ଠୁ ଅଧିକ ସଂପୃକ୍ତ ଅଛନ୍ତି ଧାନ ବେପାରୀ ।
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରବିବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଛି। ଉକ୍ତ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ତାଙ୍କ ଅବସ୍ଥାରେ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ
Read More...

ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ତେବେ ଏସଓଜି ଯବାନ ମାନେ ଏହାର ପାଲଟା ଜବାବ
Read More...

ଶିଶୁକନ୍ୟାର ଗଳା କାଟି ହତ୍ୟା ଉଦ୍ୟମ :ପୀଡ଼ିତା ସହ ହୋଇଥିଲା ଗଣଦୁଷ୍କର୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ୫ ବର୍ଷର ଶିଶୁକନ୍ୟାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁକନ୍ୟା ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି। ଶିଶୁକନ୍ୟା ଜଣକ ଏବେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ
Read More...

୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୮, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୫,୦୭୨କୁ ବୃଦ୍ଧି ପାଇଛି। ୩,୩୧,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୫୧
Read More...

ମନକି ବାତରେ ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ ଗଣମାଧ୍ୟମ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏ ନେଇ ଭାଗ୍ୟଶ୍ରୀଙ୍କ ଘରେ ଊତ୍ସବର
Read More...

ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ୍

ଖପ୍ରାଖୋଲ: ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବିପିଏଲ୍ ଲାଇନର ବ୍ୟବସ୍ଥା କରିଛନ୍ତି । ମାତ୍ର କେତେକ ସ୍ଥାନରେ ବିଦୁ୍ୟତ ସଂଯୋଗ ହୋଇ ନଥିଲେ ମଧ୍ୟ ବିଦ୍ୟୁତ୍ ବିଲ ଆସୁଥିବା ନେଇ ଅଭିଯୋଗ ହୋଇଛି । ଖପ୍ରାଖୋଲ ଗ୍ରାମର ନେପାଲ ଗଡତ୍ୟାଙ୍ଗ ଘରକୁ
Read More...

ନିର୍ବନ୍ଧ ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା: ଜଣେ ଯୁବତୀ ତାଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଯିବା କାରଣକୁ କେନ୍ଦ୍ର କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏଭଳି ଏକ ଅଭାବନିୟ ଘଟଣା ବୁର୍ଲା ସହରରେ ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ମୃତ ଯୁବତୀ ଜଣକ ବୁର୍ଲା
Read More...

ନିର୍ବନ୍ଧ ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା: ଜଣେ ଯୁବତୀ ତାଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଯିବା କାରଣକୁ କେନ୍ଦ୍ର କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏଭଳି ଏକ ଅଭାବନିୟ ଘଟଣା ବୁର୍ଲା ସହରରେ ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ମୃତ ଯୁବତୀ ଜଣକ ବୁର୍ଲା
Read More...