Browsing Category

ରାଜ୍ୟ

ସ୍ୱାମୀର ମାଡରେ ପତ୍ନୀର ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ହାଟଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମଦ୍ୟପ ସ୍ୱାମୀଙ୍କ ମାଡରେ ମହିଳାଙ୍କ ମୃତ୍ୟୁ ଘଟିଛି । ଏନେଇ ଥାନାରେ ଅଭିଯୋଗ ହେବାପରେ ପଟାଙ୍ଗି ପୋଲିସ ଅଭିଯୁକ୍ତକୁ ଗରିଫ କରିବାସହ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର…
Read More...

ରାୟଗଡ ଜିଲ୍ଲା ବିଜେପିର ନୂତନ କର୍ମକର୍ତା ଘୋଷଣା

ରାୟଗଡ- ରାୟଗଡା ଜିଲ୍ଲା ବିଜେପି ଟିମ ଘୋଷଣା ହୋଇଛି । ରାଜ୍ୟ ସଭାପତିଙ୍କ ଅନୁମୋଦନ ପରେ ଆଜି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ନୂତନ କାର୍ଯ୍ୟକର୍ତାଙ୍କ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି । ନୂତନ ଟିମରେ ୮ ଜଣ ଉପ-ସଭାପତି, ୩ ଜଣ ସାଧାରଣ ସଂପାଦକ ଓ ୮ ଜଣ ସଂପାଦକଙ୍କ ନାମ…
Read More...

ଦୟା କରୁଣାର ଅବତାର ଥିଲେ ମହାତ୍ମା ଗାନ୍ଧୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହତ୍ମା ଗାନ୍ଧୀ ସ୍ମାରକୀ ଐତିହ୍ୟ ନ୍ୟାସ ପକ୍ଷରୁ ଆୟୋଜିତ ୧୦ମ ଶହୀଦ ଦିବସ ଭଜନ ସନ୍ଧ୍ୟାକୁ ବୁଦ୍ଧମନ୍ଦିରଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କଳିଙ୍ଗ ଫାଉଣ୍ଡେସନ…
Read More...

କଇଁଛ ସୁରକ୍ଷା ପାଇଁ ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା

ପୁରୀ: ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି ଉଦେଶ୍ୟରେ ଶନିବାର ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସାଇକ୍ଲିଙ୍ଗ ଓ ଆଡଭେଂଚର କ୍ଲବ ଏବଂ ଓଡ଼ିଶା ଇକୋ ଟୁରିଜିମ୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ…
Read More...

ବାଘ ମୃତ୍ୟୁ ନେଇ ୬ ଜଣ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ କଲାରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ମଧ୍ୟରୁ ୩ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁର ଓ ଅନ୍ୟ ୩ ଜଣ ପଙ୍କଳ ସାହିର । ବାର୍ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି । ଗତ ଶୁକ୍ରବାର…
Read More...

ଶାସନ୍ଦାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

ବିଂଝାରପୁର : ବିଂଝାରପୁର ନିର୍ବଚନ ମଣ୍ଡଳୀ ଅର୍ନ୍ତଗତ ଶାସନ୍ଦା ଗ୍ରାମରେ ଯୁବ ସମାଜସେବୀ ରମାକାନ୍ତ ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜକୁ କିଛି ବର୍ଷ ହେବ ଶାସନ୍ଦା ଗ୍ରାମରେ ବିିଭିନ୍ନ ସମୟରେ ସେ ଅନ୍ୟମାନଙ୍କୁ ସାହାଯ୍ୟ ସେବା କରିବା ସହିତ…
Read More...

ସହୀଦନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡିଶ ମୋ ପରିବାର ଜୀବନ ବିନ୍ଦୁ’ ବିଜୁ ଯୁବ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସହିଦନଗର ୟୁଥ୍ ଆସୋସିଏସନ୍ ଆଜି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା । ସ୍ଥାନୀୟ ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଦନ ମୋହନ ପଣ୍ଡା,…
Read More...

ବର୍ଷାରେ ଭିଜିିଲା ୯ ଲକ୍ଷ ଧାନ ବସ୍ତା : ମିଳୁନି ଟୋକନ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣା ବିକା ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିଲା । ୧୮୫ଟି କେନ୍ଦ୍ରରେ ଧାନ କିଣାବିକା ହେଉଥିଲା । ମାତ୍ର ଏବେ ଅଧିକାଂଶ ପ୍ୟାକ୍ସ ବନ୍ଦ ହେଇଗଲାଣି । ଧାନ କିଣାବିକାରେ ଚାଷୀ ଯେତେ ସଂକୃକ୍ତ ନୁହନ୍ତି, ତା’ଠୁ ଅଧିକ ସଂପୃକ୍ତ ଅଛନ୍ତି ଧାନ ବେପାରୀ ।…
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରବିବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଛି। ଉକ୍ତ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ତାଙ୍କ ଅବସ୍ଥାରେ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ…
Read More...

ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ତେବେ ଏସଓଜି ଯବାନ ମାନେ ଏହାର ପାଲଟା ଜବାବ…
Read More...