Browsing Category

ରାଜ୍ୟ

ବଳକା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରୁ ବଳକା ଉଷୁନା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେବ ନାହିଁ ବୋଲି ଦେଇଥିବା ଚିଠିକୁ ବିଜେଡି ତିବ୍ର ସମାଲୋଚନା କରିଥିଲା ବେଳେ ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ
Read More...

ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱର ନେଇ ଆସିଛି ସିବିଆଇ । ଓଡିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ । ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ
Read More...

ବିନା କୋଭିଡ୍ ରିପୋର୍ଟରେ ୨୧ରୁ ଜଗା ଦର୍ଶନ

ପୁରୀ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
Read More...

ଉମରକୋଟ ବିଜୁ ସେତୁ ଭୁଶୁଡିବା ଘଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ
Read More...

ବାଟକୁ ଆସୁନି “ମୋ ସାଇକଲ’: ଜବରଦଖଲରେ ଟ୍ରାକ୍

ଭୁବନେଶ୍ୱର: ରାଜଧାନୀବାସୀ ମୋ ସାଇକଲ ଚଢ଼ିବେ । ପ୍ରଦୂଷଣ କମିବ । ବାସିନ୍ଦାଙ୍କ ମନ ଏବଂ ଶରୀର ସୁସ୍ଥ ରହିବ । ସ୍ମାର୍ଟସିିଟିରେ ଜନ ଅପେକ୍ଷା ଯାନ ସଂଖ୍ୟା ଅଧିକ ହେତୁ ସାଇକଲ ·ଳନା ସଂସ୍କୃତି ବିକାଶ ନିମନ୍ତେ ବିଏମ୍ସି ଓ ସ୍ମାର୍ଟସିଟି ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ
Read More...

ଜଗତସିଂହପୁରରେ ୧୦୦ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟଚିକିତ୍ସାଳୟଠାରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ କାର୍ଯ୍ୟ ଆରମ୍ଭ ସମୟରେ ଡଃ.ଧରଣୀଧର ସେନାପତି ଠାରୁ ପ୍ରଥମ ଟିକାକରଣ ଶୁଭାରମ୍ଭ କରାଯାଇଥିଲା । ଏହାକୁ ଫିତାକାଟି ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ୧୨ଟା
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କେଶଦୁରାପାଳ: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡପଡା ଗ୍ରାମ ଗୌଡ଼ ଡିହାର କାହୁ ଚରଣ ପାତ୍ର (୬୦) ନାମକ ଜଣେ ବୃଦ୍ଧ ଦିନ ସମୟରେ ନିକଟ ଜଙ୍ଗଲକୁ
Read More...

ନବୀନଙ୍କୁ ଧନ୍ୟବାଦ ଦେଲେ ନିରଞ୍ଜନ, କହିଲେ ବିନାମୂଲ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ ଦିଅନ୍ତୁ ଟୀକା

ରାଜ୍ୟର ୧୬୨ଟି ଟିକାକରଣ କେନ୍ଦ୍ରରେ ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡ଼ିର ଯୋଦ୍ଧାମାନଙ୍କୁ ଟିକାକରଣ କରାଯାଉଛି। ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ୫୦ ବର୍ଷ ବୟସରୁ ଅଧିକ ଓ ଗମ୍ଭୀର ରୋଗରେ ପୀଡିତ ୫୦ ବର୍ଷରୁ କମ
Read More...

କାଲି ଠାରୁ ମିଳିବ ଘଟଗାଁ ମା’ତାରିଣୀ ଦର୍ଶନ ; ଏସଓପି ଜାରି

କେନ୍ଦୁଝର : କରୋନା ପାଇଁ ଦୀର୍ଘ ୯ ମାସ ରାଜ୍ୟର ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିବା ପରେ ଧିରେ ଧିରେ ଅଧିକାଂଶ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇ ସାରିଛି। ସେହିପରି କେନ୍ଦୁଝର ଘଟଗାଁ ସ୍ଥିତ ମା’ତାରିଣୀଙ୍କ ମନ୍ଦିର ଆସନ୍ତା କାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ।
Read More...

ରାଜ୍ୟରେ ନୂଆ ପଜିଟିଭ ୧୮୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ। ୨୪ ଘଣ୍ଟାରେ ନୂଆ ପଜିଟିଭ ୧୮୩। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭। ମୋଟ ପଜିଟିଭ ସଂଖ୍ୟା ୩,୩୩,୩୧୦କୁ ବୃଦ୍ଧି ପାଇଛି। ୩,୨୯,୩୧୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୩୯
Read More...