ରାଜ୍ୟରେ ନୂଆ ପଜିଟିଭ ୧୫୦
ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ଚିହ୍ନଟ ନୂଆ ପଜିଟିଭ ୧୫୦। ସଙ୍ଗରୋଧ କେନ୍ଦ୍ରରୁ ୮୯,ସ୍ଥାନୀୟ ୬୧। ମୋଟ ପଜିଟିଭ ସଂଖ୍ୟା ୩,୩୪,୩୦୦କୁ ବୃଦ୍ଧି ପାଇଛି। ୩,୩୦,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୩୮୦ ସକ୍ରିୟ!-->…
Read More...
Read More...