Browsing Category

ରାଜ୍ୟ

ସାଇବର ଠକେଇ ନେଇ ପୋଲିସର ସଚ୍ଚେତନତା

ପାରାଦ୍ୱୀପ: ବର୍ତ୍ତମାନ ଅନଲାଇନ୍ ଓ ସାଇବର ମାଧ୍ୟମରେ ଠକେଇ ବା ଅପରାଧ ଦୃତ ଗତିରେ ବଢିବାରେ ଲାଗିଛି । ସାଧାରଣରେ ସଚ୍ଚେତନତା ଅଭାବ ଯୋଗୁଁ ଲୋକମାନେ ଏହି ଠକାମୀର ଶିକାର ହୋଇ ପୋଲିସର ସହାୟତା ନେଇଥାନ୍ତି । ତେବେ ଜନସାଧାରଣ ସତର୍କ ରହିଲେ ଏହି ଅପରାଧ ବହୁ ମାତ୍ରାରେ ହ୍ରାସ ପାଇବ । ଏହି…
Read More...

୧୫୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଗ୍ରହଣ

ଜଗତସିଂହପୁର: ଜଗତସିଂହପୁର ସଦର ମହକୁମା ହସ୍ପିଟାଲ ଠାରେ ଗତ ୧୬ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସମେତ ୭୮ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଆଜି ପ୍ରାୟ ୫୦ ଜଣରୁ ଉଦ୍ଧ୍ୱର୍ ସ୍ୱସ୍ଥ୍ୟକର୍ମୀ ନିଉଜ ଲେଖା ହେବା ପର୍ଯ୍ୟନ୍ତ ମଧ୍ୟରେ ଟିକା ନେଇଛନ୍ତି । ଜିଲ୍ଲାର…
Read More...

ବିସ୍ତାପିତଙ୍କ ପାଇଁ ଲଢେଇ ଜାରୀ ରଖିବି : ନିରଞ୍ଜନ

ସୁନ୍ଦରଗଡ : ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ଲୋକେ ଟଙ୍କା ନେଇ ଭୋଟ ଦେଉଛନ୍ତି । ଫଳରେ କଂଗ୍ରେସ ସରକାର ରାଜ୍ୟରେ ୨୦ ବର୍ଷ ହେବ କ୍ଷମତାରେ ନାହିଁ । ରାଜ୍ୟରେ କି ଦେଶରେ ଯାହା କିଛି ବିକାଶ ଘଟିଛି ସେସବୁ କଂଗ୍ରେସ ଅମଳରେ । ଏବେ ଆମ ମୁଣ୍ଡରେ…
Read More...

ପିଇବା ପାଣି ପାଇଁ ଡହଳବିକଳ ଚେଙ୍ଗଲି ଗ୍ରାମବାସୀ

ରାୟଗଡ: ଘରେ ଘରେ ପାନୀୟ ଜଳର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଉପକୃତ କରୁଛନ୍ତି ରାଜ୍ୟ ସରକାର । ତେବେ ରାୟଗଡ ଜିଲ୍ଳା କୋଲନରା ବ୍ଳକ ରେଖାପଦର ଗ୍ରାମ ପଂଚାୟତ ଅର୍ନ୍ତଗତ ଚେଙ୍ଗଲି ଗ୍ରାମ ରହିଯାଇଛି ବିଭାଗୀୟ ଅଧିକାରୀଙ୍କ…
Read More...

ରାଜ୍ୟ ସଂଗ୍ରହାଳୟ ଖୋଲିବାରେ ବିଳମ୍ବ : ଏସ୍ଆରସିଙ୍କ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: କରୋନା ସଂକ୍ରମଣ କମିଲା । ଏଥିନେଇ ଜାରି କରାଯାଇଥିବା ନିୟମକୁ କୋହଳ କରାଗଲା । ରାଜ୍ୟରେ ବିଦ୍ୟାଳୟ ଖୋଲିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଲା । ପ୍ରେକ୍ଷାଳୟରେ ବସି ଦର୍ଶକ ଚଳଚ୍ଚିତ୍ର ଦେଖିଲେ । ସର୍ବୋପରି ରାଜ୍ୟ ଜନଜାତି ସଂଗ୍ରହାଳୟ ଖୋଲିଥିବାବେଳେ…
Read More...

ପୌରାଣିକ ଉପନ୍ୟାସ “କୃଷ୍ଣା” ଉନ୍ମୋଚିତ

ଯାଜପୁର:- ଯାଜପୁରର ପ୍ରସିଦ୍ଧ ବନ ବିହାରୀ ମଠ ପରସିରରେ ଔପନ୍ୟାସିକ ଜଗନ୍ନାଥ ଧଳଙ୍କ ରଚିତ ଉପନ୍ୟାସ “କୃଷ୍ଣା” ବରିଷ୍ଠ ପ୍ରାକ୍ତନ ପ୍ରଶାସକ ବନ ବିହାରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ ସଭାରେ ଶିକ୍ଷାବିତ୍ ପୁଷ୍ପକାନ୍ତ ମଲ୍ଲିକ…
Read More...

ବଳକା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରୁ ବଳକା ଉଷୁନା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେବ ନାହିଁ ବୋଲି ଦେଇଥିବା ଚିଠିକୁ ବିଜେଡି ତିବ୍ର ସମାଲୋଚନା କରିଥିଲା ବେଳେ ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ…
Read More...

ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

ଭୁବନେଶ୍ୱର: ଭୁବନେଶ୍ୱରରେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । ଶୁଭ୍ରାଙ୍କୁ କୋଲକାତାରୁ ଭୁବନେଶ୍ୱର ନେଇ ଆସିଛି ସିବିଆଇ । ଓଡିଶାରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ନେଇ ତାଙ୍କୁ ପଚରାଉଚରା କରାଯିବ । ରାଜ୍ୟରେ କିପରି ଠକେଇ ହେଲା, ଏହାପଛରେ କିଏ କିଏ…
Read More...

ବିନା କୋଭିଡ୍ ରିପୋର୍ଟରେ ୨୧ରୁ ଜଗା ଦର୍ଶନ

ପୁରୀ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।…
Read More...

ଉମରକୋଟ ବିଜୁ ସେତୁ ଭୁଶୁଡିବା ଘଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ…
Read More...