ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଂଟ, ଅଇରାକୁ ହରାଇ ଭୋଦା ଚମ୍ପିଆନ
ବାଲିକୁଦା: ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ୟାପିତ ହୋଇଯାଇଛି । ଅିରାକୁ ହରାଇ ଭୋଦା ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ବୀରସିଂହ ଗାଦୀ ଯୁବକ ସଂଘ ଆମୁକୁଲ୍ୟରେ ଏହି ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୮ ଟି ଅଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ ।!-->…
Read More...
Read More...